• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉପନିର୍ବାଚନରେ ମିଛ ପ୍ରଚାର କରି ଉଭୟ ବିଜେଡି ଓ ବିଜେପି ପଦ୍ମପୁରବାସୀଙ୍କୁ ଠକିଛନ୍ତି ; ପଦ୍ମପୁର ଭୋଟର ଉଚିତ ଜବାବ ଦେବେ -ପିସିସି ସଭାପତି

Proprietor Abhimanyu Maharana by Proprietor Abhimanyu Maharana
December 2, 2022
in ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍
0
ଉପନିର୍ବାଚନରେ ମିଛ ପ୍ରଚାର କରି ଉଭୟ ବିଜେଡି ଓ ବିଜେପି ପଦ୍ମପୁରବାସୀଙ୍କୁ ଠକିଛନ୍ତି ; ପଦ୍ମପୁର ଭୋଟର ଉଚିତ ଜବାବ ଦେବେ -ପିସିସି ସଭାପତି
Share on FacebookShare on TwitterWhatsapp

୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ )ପଦ୍ମପୁର :-  ପଦ୍ମପୁର ନିର୍ବାଚନ ର ଭୋଟ ଆଉ ୨ ଦିନ ବାକିଅଛି।ଆଜି ଦିନ ତମାମ କଂଗ୍ରେସର ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, କଂଗ୍ରେସ ପାର୍ଥି ସତ୍ୟ ଭୂଷଣ ସାହୁଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀ ପଦ୍ମପୁର ରେ କର୍ମୀ ସମ୍ମିଳନନୀ ଏବଂ ସାଧାରଣ ସଭାରେ ଯୋଗଦେଇ ଆସନ୍ତା ୫ ତାରିଖ ଦିନ ହାତ ଚିହ୍ନରେ ଶ୍ରୀଯୁକ୍ତ ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ପଦ୍ମପୁର ବ୍ଲକର କଂସର ଓ ଦୁଇତା ପଞ୍ଚାୟତ ର ଦୁଇଟି ବିଶାଳ ସମାବେଶରେ ଯୋଗଦେଇ ଉଭୟ ବିଜେଡି ଓ ବିଜେପି ସରକାର ଦୀର୍ଘ ୨୨ ବର୍ଷ ଧରି ସାଧାରଣ ଜନତାଙ୍କୁ ଠକିଚାଲିଛନ୍ତି ବୋଲି କହିଥିଲେ । ଏହି ଉପନିର୍ବାଚନରେ ବି ମିଛ ପ୍ରତିଶୃତି ର ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଉଭୟ ସରକାର । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କ ମଧ୍ୟରେ କୌଣସି ତାଳମେଳ ରହୁନାହିଁ । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରିବେ । କିନ୍ତୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତକାଲି ଡିସେମ୍ବର ୧ ତାରିଖରେ ମୋରଡା ବିଧାୟକ ରାଜ କିଶୋର ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ କହିଛନ୍ତି ଯେ ନୂଆ ଜିଲ୍ଲା ଗଠନର କୌଣସି ପ୍ରସ୍ତାବ ନାହିଁ । ତେବେ କିଏ ସତ କହୁଛନ୍ତି ? ମୁଖ୍ୟମନ୍ତ୍ରୀ ନବୀନ ବାବୁ ନା ରାଜସ୍ବ ମନ୍ତ୍ରୀ ପ୍ରମିଳା ଦେବୀ ? ପଦ୍ମପୁର ବାସୀଙ୍କୁ ଏପରି ଛଳନା କାହିଁକି କରୁଛନ୍ତି ବୋଲି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ।ଆମ ପାର୍ଥି ସତ୍ୟ ଭୂଷଣ ସାହୁ ଜଣେ ଟାଣୁଆ ନେତା ଏବଂ ଉଚ୍ଚ ଶିକ୍ଷିତ।ଦୀର୍ଘ ୫୦ ବର୍ଷ ଧରି ପଦ୍ମପୁର ବାସୀଙ୍କ ସହ ରହି ତାଙ୍କ ସୁଖ ଦୁଃଖ ରେ ସାମିଲ ହୋଇଛନ୍ତି।

ଜନସାଧାରଣଙ୍କ ଆଶୀର୍ବାଦରୁ ସେ ପଦ୍ମପୁରରୁ କଂଗ୍ରେସ ରୁ ତିନି ଥର ବିଧାୟକ ହୋଇ ୨ ନିଜ ବିଧାନସଭା ଅଞ୍ଚଳବାସୀଙ୍କ ଙ୍କ ପାଇଁ ଅନେକ ଗୁଡିଏ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି।ଚାଷୀ ସମସ୍ୟା ସମାଧାନ କରିବାରେ ଉଭୟ ସରକାର ବିଫଳ । କଂଗ୍ରେସ ସରକାର ରେ ଥିବା ପଡୋଶୀ ରାଜ୍ୟ ଛତିଶଗଡରେ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା ଥିବା ବେକେ ଓଡିଶା ସରକାର ୨୦୦୦ ଟଙ୍କାରୁ କମ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଚାଷୀଙ୍କୁ ପ୍ରତାରଣା କରିବାର ନଗ୍ନ ନମୁନା ବୋଲି ଶ୍ରୀ ପଟ୍ଟନାୟକ।ବିଜେଡି ଓ ବିଜେପି ଦୁଇ ଦଳ ମିସିକି ଅଛନ୍ତି।ଏମାନେ ଏକ ମୁଦ୍ରାର ଦୁଇ ପାର୍ଶ୍ୱ।ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ ଗୁଜୁରାଟ ରେ ବିଜେପି ସପକ୍ଷରେ ପ୍ରଚାର କରୁଛନ୍ତି।କେବଳ ଲୋକ ଦେଖାଣିଆ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦ୍ମପୁର ରେ ଆଇଟି ଓ ଜିଏସ୍ଟି ରେଡ ର ନାଟକ କରୁଛନ୍ତି।ପଦ୍ମପୁର ବାସୀ ସବୁ ଜାଣିସାରିଲେଣି।ସେଥିପାଇଁ ଆସନ୍ତା ୫ ତାରିଖରେ କଂଗ୍ରେସ ପାର୍ଥିଙ୍କୁ ଶ୍ରୀ ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି।ତେଣୁ କଂଗ୍ରେସ ଏଠାରେ ବିପୁଳ ସଂଖ୍ୟା ରେ ଜୟଯୁକ୍ତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ।ସେହିପରି ଯୋଗେନ୍ଦ୍ରନାଥପୁର ଓ ଭୁବନେଶ୍ୱରପୁର ରେ ଦୁଇଟି ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବିଫଳ ଏବଂ ଅପାରଗ ସରକାର ବୋଲି କହିଛସନ୍ତି ।

ତେଣୁ ସତ୍ୟ ଭୂଷଣ ସାହୁଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ,ଅନୁରୂପ ଭାବେ ପାର୍ଥି ସତ୍ୟ ଭୂଷଣ ସାହୁ ମଧ୍ୟ ପଦ୍ମପୁର ର ନୁଆପାଲ୍ଲି, ଚକାଖାଲିଆ, ଖୁଜେନ, ବାରିହାପାଲ୍ଲୀ, ଆମୁଣ୍ଡା, ସହଦେରା, ପାଣ୍ଡ୍ରିପାଣି, ଦୁବଲାବାହଲ, ତାଲ, ଦିପ୍ତିପୂର୍, ମେଲଛାମୁଣ୍ଡା,ଝୁଙ୍ଗପାଲ୍ଲୀ,ତେଲ ମହୁଲ,ବୁଧିମାଲ,ଭେରୁଇଆ ଅଞ୍ଚଳ ବୁଲି ପ୍ରତି ଘରକୁ ଯାଇ ଭୋଟ ଭିକ୍ଷା କରିଥିଲେ।ଆଜି ପଦ୍ମପୁରର ପ୍ରଚାର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜଙ୍ଗେଶ୍ୱର ବାବୁ,ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ,ବରଗଡ଼ ସାଂସଦ ପାର୍ଥି ପ୍ରଦୀପ ଦେବତା,ନିପନ ଦାଶ,ଶୁଭେନ୍ଦୁ ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଭୁଜବଳ ମାଝୀ,ବାଙ୍କନିଧି ବେହେରା,ରାଜ୍ୟ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ,ମୁଖପାତ୍ର ରଜନୀ ମହାନ୍ତି,ଅମୀୟ ପାଣ୍ଡବ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଭଟଲି ବିଧାୟକ ପାର୍ଥି ସରୋଜ ମହାପାତ୍ର,ଶ୍ରୀୟସ୍ମିତା ପଣ୍ଡା,କୁସୁମ ପ୍ରଧାନ,ସତ୍ୟସ୍ମିତ ମହାନ୍ତି,ପ୍ରତାପ ପ୍ରଧାନ,ମିହିର ଆଚାର୍ଯ୍ୟ,ଅନୀଲ ମେହେର,ବିଦୂତ ତ୍ରିପାଠୀ,ଟୁନା ମହାପାତ୍ର,ରସିକ ପଟ୍ଟନାୟକ,ନରୋତମ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version