• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍ -୨୦୨୨ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
December 1, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍ -୨୦୨୨ ଉଦଘାଟିତ
Share on FacebookShare on TwitterWhatsapp

ପାରାମାଉଣ୍ଟସ୍ ସ୍ପୋଟିଂକୁ ୫ୱିକେଟରେ ହରାଇଲା ଏସ.ବି ଇଲେଭେନ

୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ନୟାଗଡ଼ ସ୍ୱୟଂ ଶାସିତ ମହବିଦ୍ୟାଳୟର ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି । ନୟାଗଡ଼ କପ୍ ପ୍ରଥମ ଦିବସ ମ୍ୟାଚକୁ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ଲିଃର ସଭାପତି ରବିନ୍ଦ୍ରନାଥ ସାହୁ ଉଦଘାଟନ କରିଥିଲେ । ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ପ୍ରଥମ ଦିବସ ମୁହାଁମୁହିଁ ହୋଇଥିଲେ ପାରାମାଉଣ୍ଟସ ସ୍ପୋଟିଂ କ୍ଲବ୍ ଓ ଏସ.ବି ଇଲେଭେନ୍ କ୍ଲବ୍ । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରୂପାନ୍ତରିତ ନୂଆ ପଡ଼ିଆରେ ଏସ୍.ବି ଇଲେଭେନ୍ କ୍ଲବ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇ ପାରାମାଉଣ୍ଟଓ ସ୍ପୋଟିଂ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ ।ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ସତ୍ୟରଂଜନ ଓ ସୁଦର୍ଶନ ଓପନିଂ କରିବାକୁ ଆସିଥିବା ବେଳେ ଏସ.ବି ଇଲେଭେନ୍ କ୍ଲବର ଘାତକ ବୋଲର ମିଲନ୍ ସାମଲ ବୋଲିଂର ଭାର ସମ୍ଭାଳିଥିଲେ । ମିଲନ୍ ସାମଲଙ୍କ ଘାତକ ବୋଲିଂକୁ ସମ୍ମୁଖୀନ କରିନପାରି ପ୍ରଥମ ଓଭରରେ ୧ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଭାବେ ପାରାମାଉଣ୍ଟସ ସ୍ପୋଟିଂ କ୍ଲବ୍ ୨.୨ ଓଭରରେ ୬ରନ କରି ୪ଟି ୱିକେଟ୍ ହରାଇଥିଲେ । ଲଗାତର ଭାବେ ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ୱିକେଟ୍ ଯିବା ପରେ ଦଳର ଆଶୁତୋଷ ଓ ମିଲନ ବୁଝିସୁଝି ଖେଳିଥିଲେ ।ଯାହାଫଳରେ ଉଭୟ ୩୮ରନ୍ ସହଭାଗିତାରେ ଦଳର ସ୍କୋରକୁ ୪୬ରନରେ ପହଞ୍ଚାଇଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବ୍ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ଅର୍ଥାତ୍ ୧୯ ଓଭରରେ ଦଳର ସମସ୍ତ ମୂଲ୍ୟବାନ ୱିକେଟ୍ ହରାଇ ୬୧ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ଆଶୁତୋଷ ସାହୁ ୪୨ଟି ବଲ ସମ୍ମୁଖୀନ ହୋଇ ୪ଟି ଚୌକା ସହାୟତାରେ ୨୪ ରନ କରିଥିବା ବେଳେ ମିଲନ ପରୀଡା ୩୩ଟି ବଲ ଖେଳି ୧ଟି ଛକା ଓ ୧ଟି ଚୌକା ସହାୟତାରେ ୧୮ରନ୍ କରିଥିଲେ । ତେବେ ଏସ୍.ବି ଇଲେଭେନ୍ କ୍ଲବର ବୋଲର ମିଲନ୍ ସାମଲ ୪ ଓଭର ବୋଲିଂ କରି ୧୪ରନ ବ୍ୟୟରେ ୫ଟି ୱିକେଟ୍ ଅକ୍ତିଆର କରି ଦଳ ପାଇଁ ସଫଳତା ହାସଲ କରିଥିବା ବେଳେ ଜ୍ୟୋତି ବେହେରା ୨ ଓଭରରେ ୨ରନ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ ଏବଂ ଦଳର ସୁମନ୍, ଅଂଶୁମାନ ଓ ବିକାଶ ଗୋଟିଏ ଲେଖାଏଁ ଓି୍ୱକେଟ୍ ହାସଲ କରିଥିଲେ ।ଦ୍ୱିତୀୟ ଇନିସରେ ଏସ୍.ବି ଇଲେଭେନ୍ କ୍ଲବ୍ ୬୨ରନର ବିଜୟ ଲକ୍ଷ ନେଇ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଜ୍ୟୋତି ରଂଜନ ଓ ଜନ୍ମେଜୟ । ଏସ୍.ବି ଇଲେଭେନ୍ କ୍ଲବ ୧.୪ ଓଭରରେ ମାତ୍ର ୩ରନ କରିଥିବା ବେଳେ ମିଲନ ପରିଡା ବଲରେ ଏଲବିଡବ୍ଲ୍ୟୁ ହୋଇ ଆଉଟ୍ ହୋଇ ପ୍ୟାଭେଲିୟନ୍ ଫେରିଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ଘାତକ ବୋଲିଂକୁ ସାମ୍ନାକରି ଏସ୍.ବି ଇଲେଭେନ୍ କ୍ଲବ୍ ୧୪ ଓଭରରେ ଦଳର ମୂଲ୍ୟବାନ ୫ଟି ୱିକେଟ୍ ହରାଇ ବିଜୟ ହାସଲ କରିଥିଲେ । ଏସ୍.ବି ଇଲେଭେନର ଜ୍ୟୋତିରଂଜନ ୨୧ଟି ବଲରେ ୩ଟି ଚୌକା ସହାୟତାରେ ୧୭ରନ କରିଥିବା ବେଳେ ସିଦ୍ଧାନ୍ତ ୧୮ଟି ବଲକୁ ସାମ୍ନାକରି ୧ଟି ଚୌକା ସହାୟତାରେ ୧୩ରନ କରିଥିଲେ । ସେହିପିର ଅମିତ୍ ୨୩ଟି ବଲର ସମ୍ମୁଖୀନ ହୋଇ ଗୋଟିଏ ଚୌକା ସହାୟତାରେ ୧୦ରନ୍ କରିଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ବୋଲର ମିଲନ ପରିଡା ଓ ଶକ୍ତି ଦାସ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିବା ବେଳେ ରଞ୍ଜିସ୍ ଯାଦବ୍ ୧ଟି ୱିକେଟ୍ ଅକ୍ତିଆର କରିଥିଲେ । ନୟାଗଡ଼ କପ୍-୨୦୨୨ର ପ୍ରଥମ ମ୍ୟାଚରେ ଏସ୍.ବି ଇଲେଭେନ୍ କ୍ଲବ, ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବକୁ ୫ୱିକେଟ୍ ହରାଇ ପ୍ରଥମ କ୍ୱାଟରଫାଇନାଲରେ ପ୍ରବେଶ କରିଛି ଏସ୍.ବି ଇଲେଭେନ୍ କ୍ଲବ ଭୁବନେଶ୍ୱର । ଆଜିର ମ୍ୟାଚରେ ଏସ୍.ବି ଇଲେଭେନ୍ କ୍ଲବର ମିଲନ ସାମଲକୁ ମ୍ୟାନ୍ ଅପ୍ ଦ ମ୍ୟାଚ୍ ଘୋଷଣା ହେବା ପରେ ଅତିଥିଙ୍କ ଠାରୁ ଟ୍ରଫି ସହ ପୁରଷ୍କାର ପ୍ରଦାନ କରାଯାଇଛି । ଉଦଘାଟନି ମ୍ୟାଚକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ ଓ ଓସିଏର ଅମ୍ପୟାର ପ୍ରଦୀପ କୁମାର ଜେନା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ଓ ଆଶୁତୋଷ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ମ୍ୟାଚ୍ ପୋଷ୍ଟାଲ ଓଡ଼ିଶା ବନାମ ରାମେଶ୍ୱର ସ୍ପୋଟିଂ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ

ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ

July 1, 2026
କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

July 1, 2026
ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 1, 2026
ନୟାଗଡ଼ ଜିଲ୍ଲାସ୍ତରୀୟ ପିଏମ ସ୍ଵ-ନିଧି ମହୋତ୍ସବ

ନୟାଗଡ଼ ଜିଲ୍ଲାସ୍ତରୀୟ ପିଏମ ସ୍ଵ-ନିଧି ମହୋତ୍ସବ

July 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ

ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ

July 1, 2026
କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version