ଓଡିଆ ବିଭାଗର ସଞିତା ଖୋସ୍ଲା ଉପସ୍ଥିତ ଥିଲେ, ରାଜନୀତି ବିଭାଗର ଅଧ୍ୟାପକ ତଥା ଯୁବ ରେଡ କ୍ରସ୍ ର ପରାମଶ ଦତା ଜନ୍ କୋରା ସମସ୍ତ କର୍ଜ୍ୟକ୍ରମ ପରିଚାଳନା କରିଥିଲେ, ତତ୍ ସଙ୍ଗେ କୁଦୁମୁଲୁଗୁମା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଅଧିକାରି ଡ.ସନ୍ତୋଷ କୁମାର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ, ତଥା ତାଙ୍କ ସହକର୍ମି ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଠି ,ଏସ଼.ଟି.ସି ରଞ୍ଜନ କୁମାର ନାୟକ ମଧ୍ୟ ଯୋଗ ଦେଇ ଥିଲେ,
ଏହି କାର୍ଯ୍ୟକ୍ରମ ରେ ଡକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ ମହୋଦୟ ଛାତ୍ରୀଛାତ୍ରଙ୍କୁ ଏଡସ୍ ମାରାତ୍ମକ ରୋଗର ଲକ୍ଷଣ ଏବଂ ତାର ପ୍ରତିକାର ବ୍ୟବସ୍ଥା ଓ ରକ୍ତଦାନ ର ମହତ୍ବ ଉପରେ ମଧ୍ୟ ଅବଗତ କରାଇଥିଲେ,ଶେଷରେ ଓଡ଼ିଆ ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନାର ଅଧିକାରୀ ସଞ୍ଜିତା ଖୋସ୍ଲା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ, ତତ୍ ସଙ୍ଗେ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହି ରୋଗ ର ସଚେତନତା ବାର୍ତ୍ତା ନେଇ ଗ୍ରାମ ରେ ରାଲି କରିଥିଲେ !

© 2023 Odisha Taza News.