• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଦମପୁର ଚାଷୀଙ୍କୁ କେବେ ମିଳିବ ଇନପୁଟ ସବସିଡ ଅର୍ଥ : ମୁକେଶ ମହାଲିଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
November 25, 2022
in ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍
0
ପଦମପୁର ଚାଷୀଙ୍କୁ କେବେ ମିଳିବ ଇନପୁଟ ସବସିଡ ଅର୍ଥ : ମୁକେଶ ମହାଲିଙ୍ଗ
Share on FacebookShare on TwitterWhatsapp

1.୨୦୨୧ରେ ଏଠାରେ ମରୁଡି ହୋଇଥିଲା, ଆଜି ପର୍ଯ୍ୟନ୍ତ ପଦମପୁର ଚାଷୀମାନଙ୍କୁ ଇନପୁଟ ସବସିଡ୍ (ମରୁଡି ସହାୟତା) ମିଳିପାରିଲା ନାହିଁ
2. ଦୁଇ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରର ଚାଷୀ କେବେ ଇନପୁଟ ସବସିଡ ପାଇବେ ବୋଲି ପ୍ରଶ୍ନ କରିଥିଲେ
3. ଏବେ ଯେଉଁ ଇନପୁଟ ସବସିଡ ଘୋଷଣା ହୋଇଛି ତାହା ସତ କି ମିଛ ?

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ପଦ୍ମପୁର ହେଉଛି ଏକ ଶୁଖା ଅଂଚଳ । ଏଠାରେ ଜଳସେଚନର ସୁବିଧା ବିଶେଷ ଭାବରେ ନାହିଁ । ୨୦୨୧ରେ ଏଠାରେ ମରୁଡି ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପଦମପୁର ଚାଷୀମାନଙ୍କୁ ଇନପୁଟ ସବସିଡ୍ (ମରୁଡି ସହାୟତା) ମିଳିପାରିଲା ନାହିଁ । ରାଜ୍ୟ ସରକାର କେବେ ପଦମପୁରଚାଷୀଙ୍କୁ ଇନପୁଟ ସବସିଡ ତାହା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଅକ୍ଟୋବର ୧୧, ୨୦୨୧ରେ ଏସଆରସି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ମରୁଡି ସ୍ଥିତି ନେଇ ଚିଠି ଲେଖିଥିଲେ । ସେଥିରେ ଜିଲ୍ଲାପାଳ ଲେଖିଥିଲେ ବରଗଡ ଜିଲ୍ଲାରେ ମରୁଡି ହୋଇଛି ବୋଲି । କିନ୍ତୁ ବିଧାନସଭାରେ ବିଜେପିର ବିଧାୟକମାନେ ଯେତେବେଳେ ଚାଷୀମାନଙ୍କର ଇନପୁଟ ସବସିଡ କଥା ଉଠାଇଥିଲେ ସେତେବେଳେ ରାଜସ୍ୱ ମନ୍ତ୍ରୀ କହିଥିଲେ ୨୦୨୧ରେ ମରୁଡି ହୋଇନାହିଁ କି କୌଣସି ଚାଷୀଙ୍କୁ ଇନପୁଟ ସବସିଡ୍ ( ମରୁଡି ସହାୟତା ) ଦିଆଯିବ ନାହିଁ ।

ଏବେ ଯେଉଁ ଇନପୁଟ ସବସିଡ ଘୋଷଣା ହୋଇଛି ତାହା ସତ କି ମିଛ ? ଯଦି ସତ ତାହେଲେ ଚାଷୀମାନଙ୍କର ତାଲିକା ପ୍ରକାଶ କରନ୍ତୁ ଓ ସେଥିରୁ ପଦମପୁରର କେଉଁ ଚାଷୀ କେତେ ଟଙ୍କା ପାଇପାରିବେ ତାହା ପ୍ରକାଶ କରନ୍ତୁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ତଳେ ପଦମପୁରର ଚାଷୀ କେବେ ଇନପୁଟ ସବସିଡ ପାଇବେ ବୋଲି ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତର ରାଜ୍ୟ ସରକାର କାହିଁକି ଦେଉପାରୁ ନାହାନ୍ତି ବୋଲି ଶ୍ରୀ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି ।  ୨୦୨୧ ମସିହା ମରୁଡି ପାଇଁ ଓଡିଶା ସରକାରଙ୍କର ଇନପୁଟ ସବସିଡର ପରିମାଣ ହେଉଛି ମାତ୍ର ୨୦୦ କୋଟି ଟଙ୍କା । ଆନ୍ଧ୍ର ପ୍ରଦେଶ ସରକାର ୨୦୨୧ରେ ଇନପୁଟ ସବସିଡ ଦେଇଥିଲେ ୫୭୧ କୋଟି ଟଙ୍କାର । ବିଜେପି ଶାସିତ କର୍ଣ୍ଣାଟକରେ ୨୦୨୧ ମସିହା ଫସଲ କ୍ଷତି ପାଇଁ ଇନପୁଟ ସବସିଡ ଭାବରେ କର୍ଣ୍ଣାଟକ ସରକାର ଦେଇଥିଲେ ୨୩୮୮ କୋଟି ।

ଓଡିଶା ସରକାର ଚାଷୀମାନଙ୍କୁ ସବୁବେଳେ ଠକନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି । ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଓଡିଶାରେ ଇନପୁଟ ସବସିଡ ସହାୟତା ରାଶି ଦେଶରେ ଅନ୍ୟ ରାଜ୍ୟ ତୁଳନାରେ କମ୍ । ବିଜେପି ଶାସନାଧୀନ କର୍ଣ୍ଣାଟକରେ ଅଣ ଜଳସେଚିତ ଜମି ପାଇଁ ଇନପୁଟ ସବସିଡ ହେକ୍ଟର ପିଛା ୧୩ ହଜାର ୬୦୦ ଟଙ୍କା ମିଳୁଥିବା ବେଳେ ଓଡିଶାରେ ଏହା ହେଉଛି ମାତ୍ର ୬ ହଜାର ୮୦୦ ଟଙ୍କା । ସେହିପରି କର୍ଣ୍ଣାଟକରେ ଜଳସେଚିତ ଜମି ପାଇଁ ଇନପୁଟ ସବସିଡ ହେକ୍ଟର ପିଛା ୨୫ ହଜାର ଟଙ୍କା ମିଳୁଥିବା ବେଳେ ଓଡିଶାରେ ଏହା ହେଉଛି ମାତ୍ର ୧୩ ହଜାର ୫୦୦ ଟଙ୍କା । ଏଥିରୁ ସ୍ପଷ୍ଟ ଯେ ଓଡିଶାରେ ବିଜୁ ଜନତା ଦଳ ଚାଷୀମାନଙ୍କ ପାଇଁ ଆଦୌ ଦରଦୀ ନୁହେଁ । ପଦମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ହୋଇଥିବା ପ୍ରଦିପ ପୁରୋହିତ ଇନପୁଟ ସବସିଡ ପାଇବା ପାଇଁ ହେଉଥିବା ଚାଷୀ ଆନ୍ଦୋଳନ ସହିତ ପ୍ରଥମ ଦିନରୁ ସାମିଲ ଅଛନ୍ତି । ବାରମ୍ବାର ଏହି ପ୍ରସଙ୍ଗରେ ସରକାରଙ୍କ ପାଖରେ ଚାଷୀମାନଙ୍କ କଥା ଉଠାଇ ଆସିଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନିଲ ବିଶ୍ୱାଳ ଏବଂ କ୍ଷେତ୍ରୀୟ ମିଡିଆ ସଂଯୋଜକ ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version