ଏହି କାର୍ଯ୍ୟକ୍ରମରେ ପୁଲିସ ସହ ଉତ୍ତମ ବୁଝାମଣା ରକ୍ଷା, ନିଜ ନିଜ ଗାଁ କମିଟି ମାଧ୍ୟମରେ ବିଭିନ୍ନ ପାରିବାରିକ କଳହଳ ଆପେକ୍ଷା ବୁଝାମଣା କରିବା ଓ ବାଲ୍ୟବିବାହକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲ ।
ଏହି ଅବସରରେ ବିଏସଏଫ ପକ୍ଷରୁ କମ୍ବଳ, ଲୁଙ୍ଗି, ଛତା,ସ୍କୁଲ ବ୍ୟାଗ୍, ଭଲିବଲ, ନେଟ୍ ସହ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଡ଼ିଆ ଥାନା ଅଧିକାରୀ ସୁନିଲ କୁମାର ସୋରେନ୍ , ପଡ଼ିଆ ସହାୟକ ନୀରୀକ୍ଷକ ,ପଡ଼ିଆ ପଞ୍ଚାୟତର ସରପଞ୍ଚ ଗଙ୍ଗା କାରାମ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ ।

© 2023 Odisha Taza News.