କିନ୍ତୁ ଅରୁଣ ସାରଙ୍କ ନାଥିଲା ଦରମା ନାମିଳୁଥିଲା ପରିଶ୍ରମିକ , ନିଜ ଶିଖକତାକୁ ନିଜର କୌଣସି ସ୍ଵାର୍ଥ ନରଖି ବିନା ପାରିଶ୍ରମିକରେ ଶିକ୍ଷା ପ୍ରଦାନ କରୁଥିଲେ । ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା କହିଲେ ତାଙ୍କୁ ଅତ୍ଯୁକ୍ତି ହେବ ନାହିଂ । ଅନେକ ବାଧା ବିଘ୍ନ କୁ ପଛରେ ପକାଇ ଆଜି ସେ ଏହି ବିଦ୍ୟାଳୟକୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି । ଆଜି ତାଙ୍କରି ଏହି ମହାନ କାର୍ଯ୍ୟ ପାଇଁ ସାରା ବିରିକୋଟ ବାସୀ ଓ ତାଙ୍କ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧୁ ବାଦ ଜଣାଇ ତାଙ୍କରି ଅବସର କାଳୀନ ଉସଚବା ପାଳନ କରୁଛନ୍ତି । ଆଜିକାର ଏହି ଉଚ୍ଚ ଦରଦାମ ର ଦୁନିଆରେ ଦୀର୍ଘ ୧୩ ବର୍ଷ କୌଣସି ପାରିଶ୍ରମିକ ନପାଇ ଶିକ୍ଷକତା କରିବା ମହାନ ଲୋକ ଦୁନିଆରେ ମିଳିବା କଷ୍ଟକର ଓ ମିଳିବେ ନାହିଂ ବୋଲି ଅଞ୍ଚଳରେ ଚର୍ଚ୍ଚା ହଉଥିବା ଶୁଣିବାକୁ ମିଳୁଛି ।
ଏଥିରେ ମୁଖ୍ୟ ଭକ୍ତ ମଧୁସୂଦନ ପଢି, ଆଲିଗଣ୍ଡା ଜୟ ଭାରତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ରଥ , ପାଣିଗଣ୍ଡ ବିଦ୍ୟାଳୟ,ଦମାଦୁଆ ପ୍ରଧାନ ଶିକ୍ଷକ,ଚିତ ରଞ୍ଜନ ପଣ୍ଡା,ଗୁଲୁବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼,କର୍ଚ୍ଚବାଡ଼ି ପ୍ରଧାନ ଶିକ୍ଷକ ଜଟିଆ ପ୍ରଧାନ, ଆର.ଉଦୟଗିରି ବ୍ଲକ ରିଡିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ମୋହନା ସାମ୍ବାଦିକ କ୍ଲବର ସଭାପତି ଲଷ୍ମଣ ଚୌଧୁରୀ,ଅଡବା ଶିଶୁମନ୍ଦିର ଗୁରୁଜୀ,ପୋଇପାଣି ଶିକ୍ଷକ ଅଚୁତ କାର୍ଯ୍ୟ, ତୁଡିକାଲ ଶିକ୍ଷକ ତୁଳସୀ ସାର,ବିରିକୋଟ ପୂର୍ବତନ ସରପଞ୍ଚ ମୋଷl ମାଝୀ,ବିଦ୍ୟାଳୟର ପୂର୍ବତ ସଭାପତି ବିଜୟ କୁମାର ପଶୁପାଳ, ରଘୁନାଥ ନାୟକ, ବସନ୍ତ ପାତ୍ର,ଶ୍ୟମସୁନ୍ଦର ବରାଡ଼, ବଡିସା ମାଝୀ,ମହିଳା ସଂଘ ବିରିକୋଟ ପୂର୍ବତନ ଛତ୍ର ଗ୍ରାମ ର ସମସ୍ତ ବଦ୍ର ବ୍ୟକ୍ତ ଗଣ 200 ରୁଦ୍ଧ 300 ଉପସ୍ଥିତ ଥିଲେ

© 2023 Odisha Taza News.