• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ମାର୍ଟଆଗ୍ରି ପ୍ରକଳ୍ପ ଓ ନୂଆ ଟେଲିକମ୍ ଟାୱାର୍ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
November 19, 2022
in ଓଡ଼ିଶା, ଗଜପତି, ହୋମ୍
0
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ମାର୍ଟଆଗ୍ରି ପ୍ରକଳ୍ପ ଓ ନୂଆ ଟେଲିକମ୍ ଟାୱାର୍ଉଦ୍‌ଘାଟିତ
Share on FacebookShare on TwitterWhatsapp

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଇଣ୍ଡସ୍ ଟାୱାର୍‌ସ ଲିମିଟେଡ୍ ସିଏସ୍‌ଆର୍ ପ୍ରୋଗ୍ରାମ ଓ ଭୋଡାଫୋନ୍ ଆଇଡିଆ ଫାଉଣ୍ଡେଶନ ପକ୍ଷରୁ ସଲିଡାରିଡାଡ୍ ସହ ମିଳିତ ଭାବେ ଓଡିଶାର ଗଜପତି ଜିଲ୍ଲାର ଖରସଣ୍ଡାଗ୍ରାମ ଠାରେ “ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ”ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ-ଗଜପତିକୁ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁଗଜପତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯେପରିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ, ସିନିଅର୍ ଡିଡିଜି-ଡିଓଟି, ଶ୍ରୀ ବି କେ ନାୟକ, ପାରଳାଖେମୁଣ୍ଡିବିଧାୟକଶ୍ରୀକେ.ନାରାୟଣରାଓ,ବିଧାୟକମୋହନା,ଶ୍ରୀ ଦାଶରଥି ଗମାଙ୍ଗୋ ଆଦିଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମଗୁଡିକର କୃଷକମାନେ ଉପସ୍ଥିତ ଥିଲେ ଯେଉଁମାନଙ୍କୁ ପ୍ରକଳ୍ପ ସମ୍ପର୍କିତ ସୂଚନା ଓ ଏହାର ଲାଭ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ଶ୍ରୀ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୮ କିମି ଦୂରରେ ଅବସ୍ଥିତ ଇଣ୍ଡସ୍ ଟାୱାର୍ସର ଖରସଣ୍ଡା ମୋବାଇଲ ଟାୱାର ସାଇଟ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

ଏହି ମୋବାଇଲ ଟାୱାର ଆଇଓଟି (ଇଂଟରନେଟ୍ ଅଫ୍ ଥିଙ୍ଗସ୍‌) ସକ୍ଷମ ଉପକରଣ, ସେବା ଓ ଏହି ପ୍ରକଳ୍ପ ପାଇଁ ସୂଚନା ପ୍ରବାହ ଆବଶ୍ୟକତା ଲାଗି ଇଂଟରନେଂଟ୍ ସଂଯୋଗକୁ ସକ୍ଷମ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ ଇଣ୍ଡସ୍ ଟାୱାର୍‌ସ ଓ ଭୋଡାଫୋନ୍ ଫାଉଣ୍ଡେଶନର ଗଜପତିଠାରେ ଥିବା ଏହି ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ ଦୁଇଟି ବ୍ଲକ୍‌- ମୋହନା ଓ ଗୁମ୍ମାଠାରେ କାର୍ଯ୍ୟକାରୀ ହେଉଛି ଯାହା ଜିଲ୍ଲାର ୨୫ଟି ଗ୍ରାମର ୫୦୦୦ ଚାଷୀଙ୍କୁ ଉପକୃତ କରିବ । ପ୍ରକଳ୍ପ ସ୍ଥାନରେ ଆଇଓଟି ଆଧାରିତ କୃଷି ଉପକରଣ ଯେପରିକି ଅଟୋମାଟିକ୍ ୱେଦର୍ ଷ୍ଟେଶନ, ସଏଲ୍ ମଏଶ୍ଚର ସେନ୍ସର ଓ ରିମୋଟ୍ ମନିଟରିଙ୍ଗ କ୍ୟାମେରା ଆଦିକୁ ଚାଷ ଜମିରେ ସ୍ଥାପନ କରାଯିବ ଯାହା ଫସଲ, ପାଣିପାଗ ,ଆର୍ଦ୍ରତା ଓକୀଟପତଙ୍ଗ ସମ୍ବନ୍ଧିତ ସୂଚନାଗୁଡିକୁ ବାସ୍ତବ ସମୟରେ ସଂଗ୍ରହ କରିବ ।

ଏହି ପ୍ରକଳ୍ପରେ ସାମିଲ ହୋଇଥିବା କୃଷକମାନଙ୍କୁ ଉନ୍ନତ କୃଷି ଅଭ୍ୟାସଗୁଡିକ ଉପରେ ପ୍ରଶିକ୍ଷଣ ମାଧ୍ୟମରେ ନିୟମିତ ସହଯୋଗ ପ୍ରଦାନ କରାଯିବ । ସେମାନଙ୍କୁ କୃଷି ପରାମର୍ଶ ପାଇଁ ପହଂଚା ଦିଆଯିବ ଯାହା ଓଡିଆ ଭାଷାରେପ୍ରସାରିତହେବଯାହାଫଳରେସେମାନେସଠିକ୍ପଦକ୍ଷେପଗୁଡିକର ସୂଚନା ପାଇବାକୁ ସକ୍ଷମ ହେବେ ଏବଂ ନିଜ ଚାଷଜମିରେ ସଠିକ୍ ସାମଗ୍ରୀ ପ୍ରୟୋଗ କରିବା ଲାଗି ସୁସଜ୍ଜିତ ହେବେ ।ଓଡିଶାରେ ୨ୟ ଥର ପାଇଁ ଏଭଳି ଏକ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି । ପୂର୍ବରୁ କଟକରେ ଏହିଭଳି ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଉଦ୍‌ଘାଟନୀ ଅବସରରେ ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତିଓଡିଶାର କୃଷି ଉପରେ ଏକ ଚିହ୍ନିତ ନିର୍ଭରଶୀଳତା ରହିଛି ସ୍ମାର୍ଟଆଗ୍ରି ଭଳି ଏକ ପ୍ରକଳ୍ପ ଅମଳ ବୃଦ୍ଧି କରିବା ପାଇଁ ବିଭିନ୍ନ ଉପାୟ ଶିଖିବା ଲାଗି କୃଷକମାନଙ୍କୁ ସଚେତନ ଓ ସୁସଜ୍ଜିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ମୁଁ ଇଣ୍ଡସ୍ ଟାୱାର୍‌ସ, ଭୋଡାଫୋନ୍ ଆଇଡିଆ ଫାଉଣ୍ଡେଶନ ଓ ସଲିଡାରିଡାଡ୍‌କୁ ଏଭଳି ଏକ ଶକ୍ତିଶାଳୀ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରିଥିବାରୁ ଶୁଭେଚ୍ଛା ଜଣାଉଛି ଯାହା ଆମର କୃଷକ ସମୁଦାୟ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ସମାଧାନ କରିବା ଏବଂ ସେମାନଙ୍କର କୃଷି ଅଭ୍ୟାସ, ଚାଷ ଅମଳ ଓ ଜୀବନର ଗୁଣବତା ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି ।’ ଶ୍ରୀ ବିଜୟ ଚତୁର୍ବେଦୀ, ସର୍କଲ ସିଇଓ, ଓଡ଼ିଶା, ଇଣ୍ଡସ ଟାୱାର ଲିମିଟେଡ କହିଛନ୍ତି ସମ୍ମାନନୀୟ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ଆଜି ତାଙ୍କର ଯୋଗଦାନ ଏବଂ ଓଡ଼ିଶାରେ ଟେଲିକମ୍ ଭିତିଭୂମିର ବ୍ୟାପକ ବିସ୍ତାରକୁ ସମର୍ଥନ କରିଥିବାରୁ ଇଣ୍ଡସଟାୱାର ତରଫରୁ ମୁଁ ଧନ୍ୟବାଦଜଣାଇ ବାକୁ ଚାହୁଁଛି ଆମେଭାରତର କୋଣଅନୁକୋଣରୁ ସୁମଦାୟଗୁଡ଼ିକୁ ଡିଜିଟାଲ ବଳୟ ମଧ୍ୟକୁ ଆଣିବା ଜାରି ରଖିବୁ, ଯାହା ସେମାନଙ୍କୁ ଅସଂଖ୍ୟ ଲାଭ ପ୍ରଦାନ କରିବ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
TPSODL Flags Off Solar Rath in Koraput

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

October 17, 2026
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
Bhubaneswar hosts Swachhata Utsaba in Grandeur

Bhubaneswar hosts Swachhata Utsaba in Grandeur

October 17, 2026
TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026

Recent News

TPSODL Flags Off Solar Rath in Koraput

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

October 17, 2026
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
Bhubaneswar hosts Swachhata Utsaba in Grandeur

Bhubaneswar hosts Swachhata Utsaba in Grandeur

October 17, 2026
TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

TPSODL Flags Off Solar Rath in Koraput

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

October 17, 2026
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version