No Result
View All Result
ଧାମନଗରର ନବ ନିର୍ବାଚିତ ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଷ୍ଟାର୍ ପ୍ରଚାରକ
୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର/ଭୁବନେଶ୍ୱର :- ବିଜେପିର ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି ଓ ଧାମନଗରର ନବ ନିର୍ବାଚିତ ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଷ୍ଟାର୍ ପ୍ରଚାରକ ହୋଇଛନ୍ତି । ତାଲିକାରେ ବି ଅଛନ୍ତି ଚାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଓ ବିଶ୍ୱେଶ୍ୱର ଟୁଡୁ ଓ ସେହିପରି ସୁନୀଲ ବଂଶଲ ମଧ୍ୟ ଷ୍ଟାର୍ ପ୍ରଚାରକ ଭାବେ ତାଲିକାରେ ଅଛନ୍ତି ।
ବିଜେପି ଷ୍ଟାର୍ ପ୍ରଚାରକ :-
ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି. ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ଜୁଏଲ ଓରାମ୍, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେ ଭି ସିଂହଦେଓ, ଗିରିଧାରୀ ଗମାଙ୍ଗୋ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ, ଚୁନିଲାଲ ସାହୁ,
ସୁରମା ପାଢ଼ୀ, ନାଉରୀ ନାୟକ, ରବି ନାରାୟଣ ନାଏକ, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝୀ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ୍, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, ଡ. ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁରଜ ସୂର୍ୟ୍ୟବଂଶୀ, ରଞ୍ଜନ କୁମାର ପଟେଲ, ବିଭୂ ପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ ।
No Result
View All Result