• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସେଣ୍ଟଜନ ଆମ୍ବୁଲାନ୍ସ ଜଗନ୍ନାଥଧାମର ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
November 16, 2022
in ଓଡ଼ିଶା, ପୁରୀ, ହୋମ୍
0
ସେଣ୍ଟଜନ ଆମ୍ବୁଲାନ୍ସ ଜଗନ୍ନାଥଧାମର ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ
Share on FacebookShare on TwitterWhatsapp

୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ସେବା-ସମର୍ପଣ ରେ ଈଶ୍ଵର ପ୍ରାପ୍ତି ହୁଏ । ଈଶ୍ଵର ପ୍ରାପ୍ତି ର ସେହି ସେବା-ସମର୍ପଣ ଭାବ ରେ ମଣିଷ ର ସେବା କଲେ ମାଧବ ଖୁସି ହୁଅନ୍ତି। ଏଣୁ ମଣିଷକୁ ଦିବ୍ୟଜ୍ଞାନ ଦେଇଥିବା ସେହି ଈଶ୍ଵରଙ୍କ ସମ୍ମାନାର୍ଥେ ପ୍ରତିଟି ମଣିଷ ଜନଗଣଙ୍କ ସେବା କରିବା ଆବଶ୍ୟକ ବୋଲି କହିଛନ୍ତି ସମାଜସେବୀ ତଥା ସେଣ୍ଟ ଜନ ଆମ୍ବୁଲାନ୍ସ ର ଉପଦେଷ୍ଟା ବଦ୍ରି ମିଶ୍ର। ପୁରୀ ଗାନ୍ଧୀଘାଟ ଠାରେ ଜଗନ୍ନାଥଧାମ ପୁରୀ ଡିଭିଜନ ଦ୍ଵାରା ଆୟୋଜିତ ସ୍ବତନ୍ତ୍ର ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀମିଶ୍ର,ରଥସେଵା ଠାରୁ ହବିଷ୍ୟାଳି ସେବାରେ ସରକାର ତଥା ପ୍ରଶାସନ କୁ ଦେଇଥିବା ସେବାରେ ସାମିଲ ସମସ୍ତ ସେବକଙ୍କ ଭୂୟସୀ ପ୍ରଶଂସା କରିଥିଲେ।କମାଣ୍ଡର ଲାଲା ଅନନ୍ତ କୁମାର ସିଂହଙ୍କ ପରିଚାଳନା ରେ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ମଧୁମିତା ମହାପାତ୍ର ଯୋଗଦେଇ ରଥସେବାରେ ଉଲ୍ଲେଖନୀୟ ସେବା ପାଇଁ ଡାକ୍ତର ପବିତ୍ର ପ୍ରଧାନ, ଶ୍ରୀ ଦିଲୀପ ସାମନ୍ତରାୟ, ନିରଂଜନ ମହାପାତ୍ର, ଶ୍ରୀ ନାରାୟଣ ସିହ୍ନା,ଅଜୟ ପ୍ରଧାନ, ଶ୍ରୀ ଅଶୋକ ରଥ, ଚିତ ରଂଜନ ମହାନ୍ତି, ଚିତ ରଂଜନ ଜେନା,ସୁଶିଲ ସ୍ୱାଇଁ, ଛବି ପ୍ରଧାନ, ପ୍ରସନ୍ନ ଭୋଇ, ରମାକାନ୍ତ ଜେନା, ବିଶ୍ୱଜିତ ଲେଙ୍କା,ବିକ୍ରମ ବେହେରା, ଯଯାତୀ କେଶରୀ ନାୟକ,ନିଳିମା ମିଶ୍ରଙ୍କ ସମେତ ୪୨ଜଣଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରିଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଫାଷ୍ଟ ଏଡ୍ ତାଲିମ ଦିଆଯାଇ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଜଗନ୍ନାଥଧାମ ପୁରୀ କୁ ବିକଶିତ କରାଯିବ ବୋଲି କମାଣ୍ଡର ଲାଲା ଅନନ୍ତ କୁମାର ସିଂହ ଜଣାଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

March 15, 2026
କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

March 15, 2026
କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର  ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

ପରିବାରର ମହାନ ଉଦାରତା : ଉତ୍କଳ ହସ୍ପିଟାଲରେ ଜୀବନ ରକ୍ଷା ପାଇଁ ଶ୍ରୀମତୀ ଉର୍ମିଳା ହରିଚନ୍ଦନଙ୍କ ଯକୃତ ଦାନ

March 15, 2026
କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

କ୍ଷମା ମାଗନ୍ତୁ କୁଳପତି : ଓଡିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଂକ ଦାବି

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version