
୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପବିତ୍ର ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଲିଘାଟ ସ୍ଥିତ ରାମକୃଷ୍ଣ ବିଦ୍ୟା ନିକେତନ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସସ୍ମିତା ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଣ ଦୌଡ଼ ,ଗୀତ ,ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏହି ପଵିତ୍ର ଶିଶୁଦିବସ ଅବସର ରେ ପ୍ରତିଶୃତି ପରିବାର ତରଫ ରୁ ବାସେଳୀ ସlହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଖାତା ଓ କଲମ ବଣ୍ଟନ କରାl ଏହି ଥରେ ଯୋଗ ଦେଇଥିଲେ ପୁରୀ ର ବିଧାୟକ ଜୟନ୍ତ କୁ ଷଢ଼ଗୀ,ପଦ୍ମମହାପାତ୍ର, ପ୍ରିୟଙ୍କା ମହାପାତ୍ର,ଚାଦନା ମହାପାତ୍ର,ସୁଜାତା ତ୍ରିପାଠୀ, ସର୍ଣ ଲତା ତ୍ରିପାଠୀ,ସୁଷମା ପ୍ରଧାନ,ଅନ୍ୟ ମାନେ ସମସ୍ତେ ମିଶିକି ସହଜିୟ କରିଥିଲେ l ପରିଶେଷ ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସସ୍ମିତା ପଟ୍ଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.