• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ଏହାର ଉତ୍ପାଦ ପାଇଁ ସର୍ବଭାରତୀୟ ପ୍ରଥମ ବିଆଇଏସ ପ୍ରମାଣନ ହାସଲ କରିଛି

Proprietor Abhimanyu Maharana by Proprietor Abhimanyu Maharana
November 11, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
Vedanta Aluminium receives All India first BIS certification for its products
Share on FacebookShare on TwitterWhatsapp

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :- ବିଶ୍ୱ ଗୁଣବତା ଦିବସରେ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛିଯେ ତାର ଉତ୍ପାଦ ଏବେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ଲାଭ କରିଛି । ଏହା ସହିତ ଭାରତୀୟ ଆଲୁମିନିୟମ ଉଦ୍ୟୋଗରେ ଏହା ହେଉଛି ପ୍ରଥମ ଯାହାକି ବିଆଇଏସ ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଛି । ପ୍ରମାଣପତ୍ର ପାଇଥିବା ଉତ୍ପାଦ ଗୁଡ଼ିକ ହେଉଛି: ଚା ଓୟାର ରଡ, ପ୍ରାଇମେରୀ ଇନଗଟ, ଆଲଏ ଇନଗଟ ଓ କାଷ୍ଟ ବାର ଏସବୁ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଂଟରୁ ଉତ୍ପାଦିତ ହୋଇଥାଏ । ଚା ସେହିପରି ( ସିଟ, ପ୍ଲେଟ କଣ୍ଡକ୍ଟର ଓ ପ୍ଲେଟ ଜେନେରାଲ ଇଂଜିନିୟରିଂ), ଓୟାର ରଡ଼, ଆଲଏ ଇନଗଟ ଓ ପ୍ରାଇମେରି ଇନଗଟ କଂପାନିର ଛତିଶଗଡ଼ ସ୍ଥିତ ବାଲକୋରୁ ଉତ୍ପାଦନ କରାଯାଇଥାଏ । ମୋଟ ଉପରେ କଂପାନି ଏହାର ଉତ୍ପାଦ ଓ ପ୍ରୟୋଗ ପାଇଁ ୧୫ଟି ପ୍ରମାଣନ ହାସଲ କରିଛି ।

ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଔଦ୍ୟୋଗିକ କ୍ଷେତ୍ରରେ ଗୁଣବତା ମାନକ ନିର୍ଦ୍ଧାରଣ କରିଥାଏ । ଉତ୍ପାଦିତ ଦ୍ରବ୍ୟ ଉପରେ ଗୁଣବତାର ଏକ ଲୋଭନୀୟ ଷ୍ଟାଂପ ବିଏସ ଷ୍ଟାଣ୍ଡାର୍ଡ ମାର୍କ ପ୍ରଦାନ ପୂର୍ବରୁ କଠୋର ମୂଲ୍ୟାଙ୍କନ ପ୍ରଣାଳୀକୁ ନିୟୋଜିତ କରିଥାଏ । ବେଦାନ୍ତ ଆଲୁମିନିୟମ ଉତ୍ପାଦ ଗୁଡ଼ିକ ଲଣ୍ଡନ ମେଟାଲ ଏକ୍ସଚେଂଜ ସହିତ ପଞ୍ଜିକୃତ ହୋଇଛି, ସେମାନଙ୍କ ଆନ୍ତର୍ଜାତୀୟ ଗୁଣାତ୍ମକ ମାନର ଏହା ଏକ ନିଶ୍ଚିତ ପ୍ରମାଣ । ଭାରତୀୟ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ଆହୁରି ବଡାଇବା ଲାଗି କଂପାନି ବର୍ତମାନ ଏହି ସାମଗ୍ରୀକୁ ବିତରଣ କରିବ । ଏଥିପାଇଁ କଂପାନି ବିଶ୍ୱର କେତେକ ସର୍ବୋତମ ଜ୍ଞାନ କୌଶଳ ନିୟୋଜିତ କରିଛି ଏହା ସହ ଗଭୀର ଆର ଆଣ୍ଡ ଡି ଓ ବୈଷୟିକ ଷ୍ଟାର୍ଟଅପକୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପରିଚାଳିତ କରୁଛି । ଯେଉଁ କାରଣରୁ କଂପାନି ପ୍ରାୟ ୫୦ଟି ଦେଶରେ ଗ୍ରାହକଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ଭାବେ ଉଭା ହୋଇଛି ।

ଗୁଣବତା ଉତ୍କର୍ଷତା ଉପରେ ମତ ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ, ଆଲମିିନୟମ ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତିଯେ ସ୍ୱଛ ଶକ୍ତି ସମାଧାନ, ବୈଦ୍ୟୁତିକ ଗତିଶୀଳତା, ସବୁଜ ଅଟ୍ଟାଳିକା ଓ ଉଚ୍ଚସ୍ତରୀୟ ଜ୍ଞାନକୌଶଳକୁ ନେଇ ଆଲୁମିନିୟମ ଭବିଷ୍ୟତରେ ସ୍ୱଳ୍ପ କାର୍ବନ ଯୁକ୍ତ ହେବ । ଏକ ବିଶ୍ୱ ସ୍ତରୀୟ ଉତ୍ପାଦକ ହେବା ପାଇଁ ଆମର ଉତ୍ପାଦ ଗୁଡ଼ିକ ପାଇଁ ବିଆଇଏସ ପ୍ରମାଣ ଏହାର ନିଦର୍ଶନ ଅଟେ । ଆମେ ହେଉଛୁ ଦେଶର ଉତ୍ପାଦନ କ୍ଷମତାର ଗର୍ବିତ ପତାକା ଉତୋଳନକାରୀ । ପ୍ରମାଣପତ୍ର ଉପରେ ମତ ଦେଇ ଶ୍ରୀ ଜଗନ୍ନାଥ ମାଝି, ମୁଖ୍ୟ, ବିଆଇଏସ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମ ବିଆଇଏସ ଦ୍ୱାରା ପ୍ରତିଷ୍ଠିତ ବିସ୍ତୃତ ମାନଦଣ୍ଡ ମାଧ୍ୟମରେ ଏହାର ଉତ୍ପାଦକୁ ପ୍ରମାଣିତ କରିବା ଲାଗି ସ୍ୱେଛାକୃତ ଭାବେ ଆଗକୁ ଆସି ଅପାର ସକ୍ରିୟତା ପ୍ରଦର୍ଶନ କରିଛି । ଗୁଣାତ୍ମକତା ପାଇଁ ବେଦାନ୍ତ ପ୍ରଶଂସା ପାଇବାକୁ ଯୋଗ୍ୟ । ମୁଁ ନିଶ୍ଚିତଯେ ଗ୍ରାହକଙ୍କ ପାଇଁ ଏହା ଏକ ଖୁସି ଖବର ହେବ ।

ସଂପ୍ରତି କଂପାନି ବିଶାଳ ରେଂଜର ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତ କରୁଛି । ଏହାର ରେସ୍ତୋରା ସ୍ୱଳ୍ପ କାର୍ବନଯୁକ୍ତ ଆଲୁମିନିୟମ, ବିଲେଟ, ଓୟର ରଡ,ଆଲଏ ଇନଗଟ ଓ କାଷ୍ଟ ବାର,ଏଆଇଏସଆଇ ଟି ଇନଗଟ, ସ୍ଲାବ, ରୋଲଡ ସାମଗ୍ରୀ ଇତ୍ୟାଦି ବହୁ ଉଦ୍ୟାଗକୁ ସମୃଦ୍ଧ କରୁଛି । ଅଟୋମାବାଇଲ, କୋଠାବାଡ଼ି ଓ ନିର୍ମାଣ, ବିଦ୍ୟୁତିକରଣ, ଇଂଜିନିୟରିଂ ପ୍ରଭୃତି କ୍ଷେତ୍ରରେ ଏହାର ଉତ୍ପାଦ ବହୁଳ ବ୍ୟବହୃତ ହେଉଛି । ବିଆଇଏସ ପ୍ରମାଣନ କଂପାନିର ପ୍ରମୁଖ ଗୁଣବତା ପରିଚାୟକ ଯାହା- ଚା ଆଇଏସଓ ୯୦୦୧:୨୦୧୫- ଉତ୍ପାଦନ ଓ ପ୍ରାଇମେରୀ ଆଲୁମିନିୟମ ଓ ଆଲଏ ପାଇଁ । ଚା ଆଇଏଟିଏଫ ୧୬୯୪୯:୨୦୧୬ ଉତ୍ପାଦନ ଓ ଅଟେ।।ମାଟିଭ ଉଦ୍ୟୋଗର ବିଭିନ୍ନ ପ୍ରୟୋଗ ପାଇଁ । ଚା ଆଇଏସତ୍ତ୍ୱତ୍ତ୍ୱ /ଆଇଇସି ୧୭୦୨୫:୨୦୧୭: ଏନଏବିଏଲ ସହବନ୍ଧନ ଲାବରୋଟୋରି ପାଇଁ । ଚା ଆଇଏସଓ ୧୪୦୦୧:୨୦୧୫ (ପରିବଶେ ପରିଚାଳନା ପ୍ରଣାଳୀ) ଉତ୍ପାଦନ ଓ ପ୍ରାଇମେରୀ ଚା ଆଲୁମିନିୟମ ଓ ଆଲଏ ପାଇଁ ।

ଆଇଏସଓ ୫୦୦୦୧:୨୦୧୮ ( ଉର୍ଜା ପରିଚାଳନା ପ୍ରଣାଳୀ) ଉତ୍ପାଦନ ଓ ପ୍ରାଇମେରୀ ଆଲୁମିନିୟମ ଓ ଆଲଏ ପାଇଁ । ଚା ଆଇଏସଓ ୪୫୦୦୧:୨୦୧୮ (ବୃତିଗତ ସ୍ୱାସ୍ଥ୍ୟ ଓ ନିରାପତା ପରିଚାଳନା ପ୍ରଣାଳୀ) ଉତ୍ପାଦନ ଓ ପ୍ରାଇମେରୀ ଆଲୁମିନିୟମ ଓ ଆଲଏ ପାଇଁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

June 9, 2026
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

June 9, 2026
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

June 9, 2026
କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ

କ୍ୟାବିନେଟ୍ ବୈଠକ : ୫ଟି ବିଭାଗର ୧୦ ଟି ପ୍ରସ୍ତାବ ଅନୁମୋଦିତ

June 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

June 9, 2026
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ – ୩ ଗିରଫ

June 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version