No Result
View All Result


ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ବାଣପୁର :- ବାଣପୁର ଏନଏସି ମା ଭଗବତୀ ଙ୍କ ପୀଠ ରୁ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଙ୍କ ନିର୍ଦେଶ ରେ ଖୋର୍ଦ୍ଧା ଜିଲ୍ଲା ମହିଳା ସଂଘଟିକା ଓ ସମାଜସେବୀକା ଶ୍ରୀମତୀ ସ୍ଵାଗତିକା ଜଗଦେବ ଙ୍କ ନେତୃତ୍ୱ ରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୁଈ ମା ଟିକିରାଇ ପୀଠ ପର୍ଯ୍ୟନ୍ତ ହେଇଥିଲା l ଏହି ପଦ ଯାତ୍ରା ର ମୂଳ ଉଦେଶ୍ୟ ହେଊଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସଫଳ ହେଇଥିବା ଜନହିତକର ଯୋଜନା ବିଷୟରେ ସମସ୍ତ ଲୋକ ଙ୍କ ପାଖରେ ପଂହଁଚିବା l
ଏହି ପଦଯାତ୍ରା ରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଗୋପୀନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ବିଜେଡି ମହିଳା ସଭାପତି ଶ୍ରୀ ଗୀତାଞ୍ଜଳି ପାଟଶାଣୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜଗତ ବଲଭ ମହାରଥ, ଏନଏସି ଚେୟାରମ୍ୟାନ ଶ୍ରୀ ମିଟୁ ନାୟକ, ବିଧାୟକ ପ୍ରତିନିଧି ଶ୍ରୀ ବିକ୍ରମ କେଶରୀ ଜେନା, ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ପ୍ରଧାନ,
ଏମପି ପ୍ରତିନିଧି ଶ୍ରୀ ଯଦୁ ପ୍ରଧାନ, ବିଜେଡି ଉପସଭାପତି ଶ୍ରୀ ମାନସ ପ୍ରଧାନ, ବାଲୁଗାଁ ନଗର ମଣ୍ଡଳୀ ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଚେୟାରମ୍ୟାନ ଶ୍ରୀ ସୁକାନ୍ତି ପାଇକରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ଖୋର୍ଦ୍ଧା ଶ୍ରୀ ବିଶ୍ଵଦୀପ ପ୍ରଧାନ, ଚିଲିକା ନିର୍ବାଚନ ମଣ୍ଡଳୀ ଅବଜର୍ବ ହବି ବୁଲା ଖାଁ, ଯୁବ ନେତା ଶ୍ରୀ ସନ୍ତୋଷ ପାଇକରାୟ, ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ, ସବିତା ସୁନ୍ଦରାୟ, ଚିଲିକା ବ୍ଲକ ଏମପି ପ୍ରତିନିଧି ଶ୍ରୀ ପ୍ରଭାସ ସୁନ୍ଦରାୟ, ବିଧାୟକ ପ୍ରତିନିଧି ଶ୍ରୀ ଉତ୍ପଳ ପାଇକରାୟ,
ନନ୍ଦପୁର ସରପଞ୍ଚ ଶ୍ରୀ ପୁଷ୍ପ ମିତ୍ର ଖୁଣ୍ଟିଆ,ମୁଖପାତ୍ର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଡିଜିଟାଲ ସେକ୍ରେଟାରୀ ଶ୍ରୀ ବଟକୃଷ୍ଣ ପ୍ରଧାନ, ରଂଜିତ ନାୟକ,ଶ୍ରୀମତୀ ରୀନା ବଡ ଜେନା,bcjd ସେକ୍ରେଟାରୀ ଶ୍ରୀ ନୀଲେସ ବରାଳ, ଚିଲିକା ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ଆଲୋକ ନାୟକ, ବାଣପୁର ବ୍ଲକ ଶ୍ରୀ ମୁନା ସେଣ, ବାଣପୁର ବ୍ଲକ ମହିଳା ବିଜେଡି ସଭାପତି ଶ୍ରୀମତୀ ଗୀତାଞ୍ଜଳି ସେଣ, କାଉନସିଲର ଶ୍ରୀମତୀ ସୁଜାତା ପଣ୍ଡା, ବାଲୁଗାଁ ଆଞ୍ଚଳିକ ମହିଳା ମହାସଂଘ ସଭାପତି ଶ୍ରୀମତୀ ବନିତା ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସେକ୍ରେଟାରୀ ଶ୍ରୀ ସନ୍ତୋଷ ଜାଲି, ବାଣପୁର ଏନଏସି ବିଜେଡି ସଭାପତି ଉମାକାନ୍ତ ଲାଠି,
ଭାଇସ ଚେୟାରମ୍ୟାନ ଶ୍ରୀମତୀ ସ୍ୱାଚିପ୍ରଭା ସ୍ୱାଇଁ, ବାଣପୁର, ବାଲୁଗାଁ ଏନଏସି ର ସମସ୍ତ ପରିଷଦ ବର୍ଗ, ବାଣପୁର ଓ ଚିଲିକା ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ସଭାପତି, ସେକ୍ରେଟାରୀ, ବିଜେଡି ମହିଳା, ଛାତ୍ର, ଯୁବ ର ନେତା ଓ ସଦସ୍ୟ ଓ ବିଜେଡି ର ବରିଷ୍ଠ ନେତା, କର୍ମୀ, ନାରୀ ନେତ୍ରୀ ଓ ବିଶେଷ କରିକି ଆମର ଶୋଭାଯାତ୍ରା ର ଯୋଦ୍ଧା ବିଜେଡି କର୍ମୀ ମାନେ ଯୋଗ ଦେଈ ଏହି ଶୋଭାଯାତ୍ରା କୁ ସଫଳ କରିଥିଲେ l



No Result
View All Result