<h4><img class="alignnone wp-image-88718" src="https://odishatazanews.com/wp-content/uploads/2022/10/karona-101-5-300x45.jpg" alt="" width="587" height="88" /><img class="alignnone wp-image-88879" src="https://odishatazanews.com/wp-content/uploads/2022/10/dashpala-3-300x214.jpeg" alt="" width="700" height="499" /><strong><span style="color: #ff0000;"><em>ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ନୂଆଗାଁ :-</em></span> ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ଓ ବିପତ୍ତିର ପୁନଃ କାରଣରେ ଗୋଷ୍ଠୀର ଭୂମିକା ଉପରେ ପ୍ରବନ୍ଧ ଓ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଉଦୟପୁର ସରକାରୀ ଅପ ଗ୍ରେଟେଡ ହାଇସ୍କୁଲ ର ୭ମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାଏକ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଜୁନିଅର ବିଭାଗରେ ଅଂଶଗ୍ରହଣ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । </strong><img class="alignnone wp-image-88878" src="https://odishatazanews.com/wp-content/uploads/2022/10/dashpala-2-300x154.jpeg" alt="" width="666" height="342" /><strong>ସେହିପରି ନୂଆଗାଁ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ସିନିଅର ବିଭାଗରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୃତିତ୍ୱ ଅର୍ଜନ କରିଥିବା ପ୍ରିୟଙ୍କା ଓ ଶୁଭଶ୍ରୀ ଙ୍କୁ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ପୁରସ୍କୃତ କରିଥିଲେ । ଏହା ପୂର୍ବରୁ ବ୍ଲକ୍ ସ୍ତରୀୟ ପ୍ରବନ୍ଧ ଓ ଡିବେଟ୍ ପ୍ରତିଯୋଗିତାରେ ପ୍ରିୟଙ୍କା ଓ ଶୁଭଶ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ ।</strong><img class="alignnone wp-image-88018" src="https://odishatazanews.com/wp-content/uploads/2022/10/ODISHA-TAZANEWS-PRESS.pptx1_.pptx5-Copy-1-300x70.jpg" alt="" width="626" height="146" /></h4>