ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିନିଗୁଡା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଠାରେ ବୈପାରିଗୁଡା ଅଗ୍ନିଶମ ବିଭାଗ ତରଫରୁ ଏକ ସଚେତନତା ପାଇଁ ବିଦ୍ୟାଳୟ ପରିସରରେ ଅଗ୍ନି ନିର୍ବାପକ ( ମକ୍ ଡ୍ରିଲ୍ ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଓଆଇସି ଉମେଶ ଚନ୍ଦ୍ର ବାଗଙ୍କ ତତ୍ୱାବଧାନରେ ଅଗି୍ନଶମ ବିଭାଗର ଅଚ୍ୟୁତ ଓରାମ, ଟି.ଚାଲାଣ, ଜି.ହିକିମ, ଏସ.ଡି.ଶବର, ବି.ଏସ ଆଗୁ, ଟି.ସେଠୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଗ୍ୟାସ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଆଁ ଲାଗିଲେ ନିଜେ ବଂଚିବା ସହ ଅନ୍ୟମାନଙ୍କୁ କିଭଳି ଭାବରେ ନିଆଁ ଦାଉରୁ ରକ୍ଷା କରାଯାଇପାରିବ 

© 2023 Odisha Taza News.