No Result
View All Result
ପଦ୍ମଗିରି ଜୋନ ର ୭ଟି ଗ୍ରାମ ପଞ୍ଚାୟତ ରେ : ଜନ ସମ୍ପର୍କ ପଦ ଯାତ୍ରା
ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ବୁଧବାର ) ମାଲକାନଗିରି :- ମାଲକାନଗିରି ବ୍ଳକ ପଦ୍ମଗିରି ଜୋନ ର ୭ଟି ଗ୍ରାମ ପଞ୍ଚାୟତ କୁ ନେଇ ପଦ୍ମଗିରି ଗ୍ରାମ ପଞ୍ଚାୟତ ରେ ଜନ ସମ୍ପର୍କ ପଦ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ କ୍ରମେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୁର୍ଣ ଚନ୍ଦ୍ର ବାକା ଙ୍କ ନେତୃତ୍ୱରେ ଲୋକଙ୍କ ପାଖରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ପହଞ୍ଚାଇବା ପାଇଁ ଏହି ପଦଯାତ୍ରା କୁ ମାଲକାନଗିରି ବିଜୁଜନତା ଦଳ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି । ଏହି ପଦ ଯାତ୍ରା ରେ ସମ୍ମାନିତ ଅତିଥି ଭାବରେ ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ।
ଏହି ପଦଯାତ୍ରା ସମୟରେ ରାଜ୍ୟ ସରକାର ଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ପଦ ଯାତ୍ରାରେ ପଞ୍ଚାୟତ ର ଅନେକ ମହିଳା ଓ ଯୁବକ ମାନେ ଯୋଗଦାନ ଦେଇଥିଲେ । ଏହି ପଦଯାତ୍ରାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ସଭାପତି ଆଡ଼ମା ରାବା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ,ଜିଲ୍ଲା ବିଜେଡି ମହିଳା ଜନତା ଦଳ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଯୋଗ ଦେଇ ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରିବା ପଦଯାତ୍ରାରେ ମୂଳ ଉଦ୍ଦେଶ୍ୟ ଲୋକଙ୍କୁ ବୁଝେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବିଜେଡି ନେତୃ ମଣ୍ଡଳୀ ମାନଙ୍କ ମଧ୍ୟରୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,
ମାଲକାନଗିରି ଜିଲ୍ଲା ବିଜୁ ମହିଳା କୋରାପୁଟ ଜୋନାଲ କମ୍ମିଟି ମହିଳା ଉପ ସଭାନେତ୍ରୀ ସୁକାନ୍ତି ବୁରୁଦା , ମାଲକାନଗିରି ବିଜୁ ମହିଳା ଉପ ସଭାନେତ୍ରୀ ସୁନିତା ଜେନା ,ମାଲକାନଗିରି ସଦର ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ ମାଲକାନଗିରି ବ୍ଲକ ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ ,ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ , ବିଜେଡି ବରିଷ୍ଠ ନେତା ପ୍ରଫୁଲ ପଣ୍ଡା ,କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ଼ ଜୟପୁର ,ମାଲକାନଗିରି ନିର୍ବାଚନ ମଣ୍ଡଳୀ ଡ଼ାଇରେକ୍ଟର ଉଦୟ ନାଥ ମାଦ୍ରୀ, ଯୁବ ଉପ ସଭାପତି କଣ୍ଟେସ ପୋଟଲା ,ପୂର୍ବତ୍ତନ ବ୍ଲକ ସଭାପତି ସର୍ବ ବିଶୋଇ ,ସାଂସଦ ପ୍ରତିନିଧି କାମେଶ୍ବର ରାଓ , ପୋୖର ପରିଷଦ ଛାତ୍ର ସଭାପତି ଏ କେ ରାଜୁ ,
ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ ,ବ୍ଲକ ସଭାପତି ବିଭାନ୍ସୁ ସାମଲ ,ଜିଲ୍ଲା ଆଦିବାସୀ ନେତା ଘନଶ୍ୟାମ ମାଡକାମୀ ବିଜେଡି ନେତା ଅଖିଳ ମଣ୍ଡଳ ,ବିଜେଡି ନେତା ସୁବାସ ବାନାର୍ଜୀ ,ସମିତି ସଭ୍ୟ ନରସିଂହ ମାଡି ,ସମିତି ସଭ୍ୟ ସୁନ୍ଦର ରାୟ ସେଡା ,ସମିତି ସଭ୍ୟ ସଞ୍ଜିତ ପେଡା ,ସରପଞ୍ଚ ଘାସି ନାୟକ ,ସରପଞ୍ଚ ସୁଦର୍ଶନ କୋପେ, ସରପଞ୍ଚ ଗଙ୍ଗାଧର ମାଡକାମୀ ,ସରପଞ୍ଚ ସୁନା ଧର ମାଡକାମୀ ,ସରପଞ୍ଚ ବିମଳା ପଡ଼ିଆମୀ ,ବିଜେଡି ଯୁବ ନେତା ସଦାନନ୍ଦ ଖରା ,ବିଜେଡି ନେତା ଫନି ଭୂଷଣ ରାୟ ,ଯୁବ ନେତା ଗାନ୍ଧୀ ପଣ୍ଡା ,ବିଜେଡି ନେତା ପୁର୍ଣ ଚନ୍ଦ୍ର ରାଜୁ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଯୋଗ ଦେଇ ଛନ୍ତି ।


No Result
View All Result