ନବୀନ ନିବାସ ରେ ଅପରାହ୍ନ ସାଢ଼େ ୫ଟା ବେଳେ “ବନ୍ଦେ ଉତ୍କଳ ଜନନୀ” ଗାନ କଲେ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ତାଜା ନ୍ୟୁଜ୍‌ (୩୦ ମଇ, ଶନିବାର ) ନବୀନ ନିବାସ :- ନବୀନ ନିବାସରୁ ଲୋକସେବା ଭବନ ସବୁଆଡୁ ଶୁଭିଲା “ବନ୍ଦେ ଉତ୍କଳ ଜନନୀ”। ଓଡ଼ିଶା ମାଟିର ସବୁ ସନ୍ତାନ ଗର୍ବରେ ଗାଇଲେ ବନ୍ଦେ ଉତ୍କଳ ଜନନୀ । ମହାମାରୀ କରୋନା ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ସଂକଳ୍ପକୁ ସାବାସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମସ୍ତେ ଗାଇଥିଲେ ।

ଅପରାହ୍ନ ସାଢ଼େ ୫ଟାରେ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିବା ବେଳେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗାଇଥିଲେ ସମସ୍ତ ଅଧିକାରୀ, କର୍ମଚାରୀ ସଙ୍ଗୀତ ଗାନ କରାଯାଇଥିଲା ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com