
ଓଡିଶା ତାଜା ନ୍ୟୁଜ୍ (୩୦ ମଇ, ଶନିବାର ) ନୟାଗଡ :- ମହାମାରୀ କରୋନା ଭୂତାଣୁ ସହିତ ଦିନ ରାତି ଲଢେଇ କରୁଥିବା ମହାନ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରି ସମ୍ବର୍ଦ୍ଧିତ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ ।
ନୟାଗଡ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ, ଜ଼ିଲ୍ଲାପାଳ, ଡ଼ିଏଫଓ, ଏସ.ପି, ପୌର ଅଧିକାରୀ ଓ ଜ଼ିଲ୍ଲା ପ୍ରଶାସନ ର ସମସ୍ତ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ l ପୂର୍ବ ସରକାରୀ ନିର୍ଧରିତ ସମୟ ଅନୁସାରେ ସଂଗୀତ ଗାନ ହୋଇଥିଲା (ରିପୋର୍ଟ ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com















