
ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ଧାମନଗର :- ସାମୁହିକ ନିଷ୍ପତ୍ତି ହିଁ ବିଜୁ ଜନତା ଦଳର ଶକ୍ତି । ଧାମନଗର ଉପ-ନିର୍ବାଚନ ପାଇଁ ଜଣେ ମା’ଙ୍କୁ ସୁଯୋଗ ଦେଇ ମହିଳା ସଶକ୍ତୀକରଣର ନାରାକୁ ଆହୁରି ସୁଦୃଢ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ।
ଧାମନଗର ବାସୀଙ୍କ ଆଶୀର୍ବାଦ ଦଳୀୟ ପ୍ରାର୍ଥୀ ଶ୍ରୀମତି ଅବନ୍ତି ଦାସଙ୍କ ସହ ଯିବ, ଏହା ମୋର ଦୃଢ ବିଶ୍ୱାସ ।
















