• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ସାଇବର ଠକେଇର ଶିକାର ହେବେ କି ଗାଁ ଗହଳିର ଲୋକେ ଏ ବିଷୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନି ବିଭାଗ

Proprietor Abhimanyu Maharana by Proprietor Abhimanyu Maharana
September 26, 2022
in ଅପରାଧ, ଓଡ଼ିଶା, କୋରାପୁଟ, ହୋମ୍
0
ସାଇବର ଠକେଇର ଶିକାର ହେବେ କି ଗାଁ ଗହଳିର ଲୋକେ ଏ ବିଷୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନି ବିଭାଗ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ବୈପାରିଗୁଡା :- ପ୍ରତିଦିନ କୌଣସି ନା କୌଣସି ନମ୍ବରରୁ ଗୋଟିଏ ମେସେଜ୍ ଆସେ । କେଉଁ ମେସେଜ୍ ଟି ସଠିକ କେଉଁ ମେସେଜ୍ ଟା ନକଲି କେମିତି ଜାଣିବେ ଗାଁ ଗହଳିର ଲୋକେ ସେହିି ବିଷୟକୁ ନେଇ ଏବେ ନାନା ପ୍ରଶ୍ନ ଗ୍ରାହକଙ୍କ ନିକଟରେ ଠିଆ ହେଇଥିବା ବେଳେ ବିଭାଗୀୟଙ୍କ ପକ୍ଷରୁ ଏହି ଘଟଣାକୁ ନେଇ କିଛି ସ୍ୱଷ୍ଟୀକରଣ ନ ମିଳିବା ପଛରେ କଣ ରହିଛି ରହସ୍ୟ । ଲାଇନ କାଟିବା କିମ୍ବା ଲାଇନ ମରାମତି କରିବା ପାଇଁ ଗାଡି ଯୋଗେ ବୁଲିବୁଲି ଘୋଷଣା କରୁଛନ୍ତି ମାତ୍ର କାହିଁକି ସଠିକ ଅଫିସ ନମ୍ବର ଗ୍ରାହକଙ୍କ ନିକଟରେ ରଖୁନାହାନ୍ତିି ଅଧିକାରୀ । ଦିନକୁ ଦିନ ମାତିଛନ୍ତି ସାଇବର ଠକ । ସାମାନ୍ୟ ଅସାବଧାନତା ଏବଂ ଭୁଲ କାରଣରୁ ଲୋକମାନେ କ୍ଷଣିକରେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ।

ପ୍ରତ୍ୟେକ ଦିନ ଲୋକଙ୍କୁ ଠକିବା ନେଇ ନୂଆ କୌଶଳ ଆପଣାଉଛନ୍ତି । ଲୁଟେରାମାନେ ସାମାଜିକ ଗଣମାଧ୍ୟାମରେ ଖୁଲମଖୁଲା ମେସେଜ୍ ପଠାଇ ବିପୁଳ ଅର୍ଥ ଆତ୍ମସାତ କରିବାର ନଜିର ଥିବାବେଳେ ଏବେ ଏଭଳି ଏକ ତଥ୍ୟ ଲୋକଲୋଚନକୁ ଆସିଛି । ଲୁଟେରାମାନେ ସାମାଜିକ ଗଣମାଧ୍ୟାମରେ ଏଭଳି କାରନାମା କରୁଥିବା ବେଳେ ଗାଁ ଗହଳି ତଥା ଦୁର୍ଗମ ଅଂଚଳର ଲୋକେ ମାନେ କେଉଁ ଟା ଠିକ୍ କେଉଁ ଟା ଭୁଲ ନ ଜାଣିପାରି ଏହି ସାଇବର ଠକ ମାନଙ୍କର ହାବୁଡରେ ପଡୁଥିବାର ଜଣାପଡିଛି । ମିନିଟ ରେ ଲୋକଙ୍କୁ ଭକୁଆ ବନାଇ ଖାଲି କରିଦେଉଛନ୍ତି ସାଇବର ଠକ । ଏବେ କାହାକୁ କେଉଁ ପ୍ରକାର ମେସେଜ୍ ଆସୁଛି ତାହା ଦେଖି ଲୋକେ ଆର୍ଶ୍ଚଯ୍ୟ ହୋଇ ପଡୁଛନ୍ତି । ଏମିତି କିଛି ମେସେଜ୍ ଫୋନ୍ କୁ ଆସୁଛି ଟିପିଏସଓଡିଏଲ ବିଦ୍ୟୁତ୍ କମ୍ପାନୀ ନାମରେ ।

କମ୍ପାନୀ ପଠାଉଥିବା ମେସେଜ୍ ଓ ସାଇବର ଠକ ପଠାଉଥିବା ମେସେ୍‌ଜ କୁ କେମିତି ଲୋକେ ଜାଣିବେ ସେଥି ପ୍ରତି କମ୍ପାନୀ ତରଫରୁ ସଚେତନତା କରାଇବା ଏବେ ଜରୁରୀ ହୋଇପଡିଛି । ତେବେ ଟିପିଏସଓଡିଏଲ ବିଦ୍ୟୁତ୍ କମ୍ପାନୀ ପକ୍ଷରୁ ମେସେ୍‌ଜରେ ଲେଖା ଥାଉଛି ଯେ କିଛି ସନ୍ଦେହ ଥିଲେ ୧୯୧୨ କିମ୍ବା ୧୮୦୦୩୪୫୬୭୯୭ ରେ ଯୋଗାଯୋଗ କରିବାକୁ କୁହାଯାଉଥିବା ବେଳେ ଅନ୍ୟ କିଛି ନମ୍ବର ରୁ ଆସୁଥିବା ମେସେଜ୍ ୬୩୭୦୨୧୪୬୭୩ ନମ୍ବରରୁ ମେସେ୍‌ଜ ଆସୁଛି ଯେ ବିଦ୍ୟୁତ୍ ବିଲ ୍ ପୈଠ ନ କଲେ ବିଦ୍ୟୁତ୍ କଟାଯିବ । ଏହି ମେସେ୍‌ଜ ଗୁଡିକକୁ ଲୋକେ ଦେଖି ଜାଣିପାରୁନାହାନ୍ତି ଯେ ଅସଲ ମେସେ୍‌ଜ ଓ ନକଲି ମେସେ୍‌ଜ କଉଟା । ଗ୍ରାମାଂଚଳର ଲୋକେ ଈଂରାଜୀ ବିଷୟ ଉପରେ ସେ ଟା ଜ୍ଞାନ ନଥିବାରୁ ଏହି ସାଇବର ଠକଙ୍କ ହାବୁଡରେ ପଡି ଟଙ୍କା ହରାଉଛନ୍ତି । ଏହାକୁ ନେଇ ସଂପୃକ୍ତ ସାଇବର ଠକ ଉପରେ କାର୍ଯ୍ୟାପୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବହୁ ଗାହକ ଠକେଇର ଶିକାର ହୋଇପାରନ୍ତି ବୋଲି କୁହାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

April 26, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

April 26, 2026
ନିଆଳି ମହାବିଦ୍ୟାଳୟରେ ବିଦାୟକାଳୀନ ସମାରୋହ ‘ନବପଥ–୨୦୨୬’ ଅନୁଷ୍ଠିତ

ନିଆଳି ମହାବିଦ୍ୟାଳୟରେ ବିଦାୟକାଳୀନ ସମାରୋହ ‘ନବପଥ–୨୦୨୬’ ଅନୁଷ୍ଠିତ

April 26, 2026
ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

April 26, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version