ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ଦିଲ୍ଲୀ :- ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଆହ୍ୱାନ କ୍ରମେ,ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଆମ୍ ଆଦମୀ ପାର୍ଟି ଓଡିଶା ସମର୍ଥିତ ସରପଞ୍ଚ,ସମିତି ସଭ୍ୟ,
ୱାର୍ଡ ମେମ୍ବର ମାନଙ୍କର ଦିଲ୍ଲୀ ଗସ୍ତ l ଆସନ୍ତା ୧୮ ତାରିଖବଦିନ ଦିଲ୍ଲୀରେ ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ସହ ସାକ୍ଷାତକାର ଏବଂ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।















