• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଚୁର ପରିମାଣର ମଦ ଜବତ : କେମିତି ଚଢାଉ ସମୟରେ ସବୁ ବେଳେ ଖାସି ଯାଉଛନ୍ତି ମଦ ବେପାରୀ

Proprietor Abhimanyu Maharana by Proprietor Abhimanyu Maharana
August 28, 2022
in ଅପରାଧ, ଓଡ଼ିଶା, କୋରାପୁଟ, ହୋମ୍
0
ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଚୁର ପରିମାଣର ମଦ ଜବତ : କେମିତି ଚଢାଉ ସମୟରେ ସବୁ ବେଳେ ଖାସି ଯାଉଛନ୍ତି ମଦ ବେପାରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ବୈପାରିଗୁଡା :- ପ୍ରତିଦିନ କେଉଁ ଠି ନା କେଉଁ ଠି ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ ପାହାଡ,ଜଙ୍ଗଲ,ଦୁର୍ଗମ ଅଂଚଳ ସହ କିଛି ଗ୍ରାମ କୁ ଯାଇ ବେଆଇନ ଭାବେ ରନ୍ଧା ଯାଉ ଥିବା ଦେଶୀ ମଦ ଉପରେ ଚଢାଉ କରି ମଦ ଜବତ କରିବା ସହ ସେଗୁଡିକକୁ ନଷ୍ଟ କରୁଛନ୍ତି ମାତ୍ର କାହିଁକି ଏବେ ପର୍ଯ୍ୟନ୍ତ ଜଣେ ମଧ୍ୟ ମଦ ପ୍ରସ୍ତୁତକାରୀ କିମ୍ବା ବେପାରୀଙ୍କୁ ଧରିବାରେ ସଫଳତା ହାସଲ କରି ପାରୁନାହାନ୍ତି ବିଭାଗ । ବୈପାରିଗୁଡା ଅବକାରୀ ଥାନା ଅଧିନରେ ବୈପାରିଗୁଡା ଓ କୁନ୍ଧୁରା ବ୍ଲକ ପଡୁଥିବା ବେଳେ ଏହି ଅଂଚଳର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଖୋଲାମେଳା ଭାବେ ଦେଶୀ ମଦ ରନ୍ଧା ଚାଲିବା ସହ ବିକ୍ରି ମଧ୍ୟ ହେଉଛି । ଅଧିକାଂଶ ସମୟ ଚଢାଉ ଠାରୁ ଟିକେ ଅଧିକ ଚଢାଉ ମଧ୍ୟରେ ଅବକାରୀ ବିଭାଗ ତରଫରୁ ଦେଶୀ ମଦ ଜବତ ହେଉଥିବା ସମୟରେ ମଦ ପ୍ରସ୍ତୁତିକାରୀ କିମ୍ବା ବେପାରୀ ମାନେ କେମିତି ଘଟଣା ସ୍ଥଳ ରୁ ଖସି ଯାଉଛନ୍ତି ।

ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ କିଛି ସ୍ଥାନ ଉପରେ ଚଢାଉ କରି ପ୍ରଚୁର ପରିମାଣର ଦେଶୀ ମଦ ଜବତ କରି ସବୁ ସମୟରେ ବଡ ସଫଳତା ହାସଲ କରିଥିଲେ ମଧ୍ୟ ଜନସାଧାରଣଙ୍କ ମନରେ ପ୍ରଶ୍ନଉଙ୍ଗି ମାରୁଛି ଯେ କାହିଁକି ବିଭାଗୀୟ ଚଢାଉ ସମୟ ରେ ଖସି ଯାଉଛନ୍ତି ବେପାରୀ କିମ୍ବା ପ୍ରସ୍ତୁତକାରୀ । ନା ବିଭାଗର କିଛି କର୍ମଚାରୀଙ୍କ ଜ୍ଞାତସାର କିମ୍ବା ଭିତରିଆ ସମ୍ପର୍କ ରହିଛି କି ? ଯା ହେତୁ ମଦ ପ୍ରସ୍ତୁତକାରୀ କିମ୍ବା ବେଆଇନ ଭାବେ ବିକ୍ରି କରୁଥିବା ଦେଶୀ ମଦ ବେପାରୀ ମାନଙ୍କୁ ଚଢାଉ ପୂର୍ବ ରୁ ଆଗୁଆ ସୂଚନା ପ୍ରଦାନ କରୁଛନ୍ତି କି ତାହାକୁ ନେଇ ଏବେ ବୈପାରିଗୁଡା ଅଂଚଳରେ ଜୋରଦାର ଭାବେ ଆଲୋଚନା ଚାଲିଥିବାର ଶୁଣିବାକୁ ମିଳୁଛି । ତେବେ ଚଢାଉ ସମୟରେ ଏତେ ଏତେ କର୍ମଚାରୀ ମାନେ ସାମିଲ ହୋଇ ଚଢାଉ କରିବା ପାଇଁ ଯାଉଥିଲେ ମଧ୍ୟ କେବଳ ଚୋରା ଦେଶୀ ମଦ ଜବତ କରି ବାହା ବାହା ନେଉଥିବା ବେଳେ ଜଣେ ମଧ୍ୟ ବେପାରୀଙ୍କୁ ଗିରଫ କରିବା ରେ ବିଫଳ ହେଉଛନ୍ତି ।

ବୈପାରିଗୁଡା ଅବକାରୀ ବିଭାଗ ତରଫରୁ ଶନିବାର ଦିନ ଅବକାରୀ ଥାନା ଅନ୍ତର୍ଗତ ଲିମା ଓ ଘିଉରିଆଗୁଡା ଠାରେ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଭାଟି ଉପରେ ବୈପାରିଗୁଡା, ଜୟପୁର, କୋଟପାଡ ଅବକାରୀ ବିଭାଗ କର୍ମଚାରୀ,ଏପିଆର୍ ଫୋର୍ସ ଓ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏବଂ ଉକ୍ତ ସ୍ଥାନ ରୁ ୪୩୫୦ ଲିଟିର ପେଚ ଓ ୨୭୦ ଲିଟିର ମହୁଲ ମଦ ଜବତ ମଧ୍ୟ କରିଥିଲେ । ତେବେ ଏତେ ସଂଖ୍ୟାକ କର୍ମଚାରୀ ରହି ମଧ୍ୟ କେମିତି ଘଟଣାସ୍ଥଳରୁ ମଦ ପ୍ର୍ରସ୍ତୁତକାରୀ ଖସି ଗଲେ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବକାରୀ ବିଭାଗ ତରଫରୁ ଏଥି ପ୍ରତି ଟିକେ ସତନ୍ତ୍ର ଦୃଷ୍ଟି ଦେଲେ ଆଗାମୀ ଦିନର ଚଢାଉରେ କିଛି ବେପାରୀ ମାନେ ମଧ୍ୟ ଗିରଫ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version