• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାନଦୀ ଟ୍ରିବୁନlଲ ର କଚ୍ଛପ ଗତି ପାଇଁ ଓଡ଼ିଶାର ବନ୍ୟା ଓ ମରୁଡି ସମସ୍ୟା ଉତ୍କଟ ହେଉଛି – ମହାନଦୀ ବଞ୍ଚାଅ ଆନ୍ଦୋଳନ

Proprietor Abhimanyu Maharana by Proprietor Abhimanyu Maharana
August 28, 2022
in ଓଡ଼ିଶା, ମହାନଗର, ହୋମ୍
0
ମହାନଦୀ ଟ୍ରିବୁନlଲ ର କଚ୍ଛପ ଗତି ପାଇଁ ଓଡ଼ିଶାର ବନ୍ୟା ଓ ମରୁଡି ସମସ୍ୟା ଉତ୍କଟ ହେଉଛି – ମହାନଦୀ ବଞ୍ଚାଅ ଆନ୍ଦୋଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ମହାନଦୀ ର ଚଳିତ ବନ୍ୟା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କୁ ଗଭୀର ସଙ୍କଟ ଓ ଦୁର୍ଦ୍ଦିନ ଭିତରକୁ ଠେଲି ଦେଉଛି l ବନ୍ୟା ଦୁର୍ଗତ ମାନଙ୍କୁ ସମବେଦନା ଜଣାଇବା ସହିତ ସେମାନେ ଏହି ଦୁର୍ଦ୍ଦିନ କୁ ସାହସ ଓ ଧର୍ଯ୍ୟ ର ସହିତ ସାମ୍ନା କରିବେ ବୋଲି ଆମର ବିଶ୍ୱାସ lମହାନଦୀ ଜଳ ଓ ବନ୍ୟା ର ସୁପରିଚାଳନା ହୋଇଥିଲେ ଲୋକଙ୍କୁ ଏହି ଦୁର୍ଦ୍ଦଶା ରୁ ରକ୍ଷା କରା ଯାଇ ପାରିଥାନ୍ତା ବୋଲି ଆମେ ମତ ରଖୁଛୁ l ତା ସହିତ ତଳ ମୁଣ୍ଡରେ ବନ୍ୟା ର ପ୍ରତିକାର, ଆଗୁଆ ପଦକ୍ଷେପ, ନଦୀ ବନ୍ଧ ଗୁଡ଼ିକର ରକ୍ଷଣବେକ୍ଷଣ ଠିକ୍ ଭାବରେ ହୋଇ ନଥିବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି l

ଅଗଷ୍ଟ ମାସରେ ମହାନଦୀ ପ୍ରବଳ ବନ୍ୟା ଆଣିଲା l ଏପ୍ରିଲ ଠୁ ଜୁନ ମାସ ପର୍ଯ୍ୟନ୍ତ ନଦୀ ଶୁଖିଲା ପଡ଼ିଲା l ଛତିଶଗଡ଼ ର କଲମା ଵ୍ୟରେଜ ରୁ ମୁନ୍ଦାଏ ପାଣି ଓଡ଼ିଶା ପଟକୁ ଆସିଲା ନାହିଁ l ଫଳରେ ମହାନଦୀ ସୁଖାସୋଡା ନିକଟରେ ମୃତ ହୋଇଗଲା l ଛତିଶଗଡ଼ ସରକାର ଅଣ ମୌସୁମୀ ସମୟରେ ମହାନଦୀ ରେ ଆଦୌ ପାଣି ନଛାଡିବା ଯେମିତି ଦୁଃଖ ଦାୟକ, ଓଡ଼ିଶା ସରକାର ସେହି ସମୟରେ ନିଦା ବିଷ୍ଣୁ ସାଜି ଚୁପ୍ ରହିବା ସେମିତି ମର୍ମନ୍ତିକ l ବନ୍ୟା ସମୟରେ ଦୁଇ ରାଜ୍ୟ ଭିତରେ ଯଦି ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ହୋଇ ପାରିଲା ତେବେ ମହାନଦୀ ଶୁଖିଲା ପଡ଼ିଥିବା ସମୟରେ କାହିଁକି ସେଭଳି ବୈଠକ ହେଲାନାହିଁ? ଓଡ଼ିଶା ସରକାର ସେଥି ପାଇଁ କାହିଁକି ତତ୍ପର ହେଲେ ନାହିଁ? ଓଡ଼ିଶା ବାସୀ ଓ ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ବାସ୍ତବରେ ଦରଦ ନାହିଁ ବୋଲି ପ୍ରମାଣିତ ହୁଏ l

ଓଡ଼ିଶାରେ ବନ୍ୟା ଓ ମରୁଡି ତଥା ମହାନଦୀ ର ଦୂରବସ୍ଥା କୁ ବହୁ ଗୁଣରେ ଛତିଶଗଡ଼ ସରକାର ବଢ଼ାଇଲା ବେଳେ ରାଜ୍ୟ ସରକାର ଙ୍କ ନିରବତା ଅକ୍ଷମଣୀୟ । ତା ସହିତ ମହାନଦୀ ଟ୍ରିବୁନlଲ ଏହି ବିପତ୍ତି କୁ ଅଧିକ ବ୍ୟାପକ କରୁଛି l ଆଜି ମହାନଦୀ ଟ୍ରିବୁନlଲ ୩୦ ତମ ବୈଠକ ବସିଛି l ଟ୍ରିବୁନlଲ କୁ ଆଉ କିଛି ମାସ ପରେ ୪ ବର୍ଷ ପୂରିବ l ମାତ୍ର ଟ୍ରିବୁନlଲ ଯେଉଁ ଭଳି କଚ୍ଛପ ଗତିରେ ଚାଲୁଛି ତାକୁ ଦେଖିଲେ ମହାନଦୀ ର ବନ୍ୟା ଓ ମରୁଡି ର ବିପତ୍ତି ପ୍ରଶମିତ ହେବା ର ଆଭାସ ମିଳୁ ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଆବାହକ ସୁଦର୍ଶନ ଦାସ, ଉପଦେଷ୍ଟା ଇଂ ଲଳିତ ମୋହନ ପଟ୍ଟନାୟକ, ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଷୋୟୀ, ନିରଦ ଖୁଣ୍ଟିଆ, ପ୍ରକାଶ ରଥ ପ୍ରକାଶ କରିଛନ୍ତି l

ବର୍ତ୍ତମାନ ପର୍ଯ୍ୟନ୍ତ କମନ୍ ଇନଫର୍ମେଶନ ଫର୍ମାଟ ଚୁଡାନ୍ତ ହୋଇ ପାରିନାହିଁ l ଏବେ ବି ୧୦ ଜଣ ସାକ୍ଷୀ ସେମାନଙ୍କ ଏଫିଡେବିଟ ଦାଖଲ କରିନାହାନ୍ତି l ବାରମ୍ବାର ତାଗିଦ ସତ୍ତ୍ୱେ କେନ୍ଦ୍ରୀୟ ସଂସ୍ଥା ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆବଶ୍ୟକ ଡାଟା ବା ତଥ୍ୟ ଦେଉ ନାହାନ୍ତି l ଫଳରେ ଟ୍ରିବୁନlଲ କୁ ୪ ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ ଏହାର ଶୁଣାଣି ଆରମ୍ଭ ହୋଇ ନାହିଁ l କମନ ଇନ୍ଫରମେସନ୍ ଫର୍ମାଟ ଚୁଡାନ୍ତ ହେଲା ପରେ ସେଥିରେ ତଥ୍ୟ ବା ଡାଟା ସଂଗ୍ରହ କରାଯିବ ଯାହା ବହୁତ୍ ସମୟ ସlପେକ୍ଷ l ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ମହାନଦୀ ଟ୍ରିବୁନାଲ୍ ରୁ ମହାନଦୀ ଓ ଓଡ଼ିଶା ନ୍ୟାୟ ପାଇବା କ୍ରମଶଃ ଦୁରୁହ ହୋଇ ପଡ଼ୁଛି l କାବେରୀ ନଦୀ ଟ୍ରିବୁନlଲ କ୍ଷେତ୍ରରେ ଯେମିତି ଚୁଡାନ୍ତ ରାୟ ଶୁଣାଇବା ପାଇଁ ୨୫ ବର୍ଷ ସମୟ ଲାଗିଲା, ମହାନଦୀ ଟ୍ରିବୁନlଲ ସେହି ପରି ଯେ ନହେବ, ସେ କଥା କିଏ କହିବ? ମାତ୍ର ସେତେବେଳକୁ ନେଡୀ ଗୁଡ଼ କହୁଣୀକୁ ବହି ଯାଇଥିବ l

ଅବସ୍ଥା ସାଙ୍ଘାତିକ ହେବ l ବିଶେଷକରି ଜଳବାୟୁ ପରିବର୍ତ୍ତନ ର ସମସ୍ୟା ପରିପ୍ରେକ୍ଷୀରେ ଏହା ଅତି ଉତ୍କଟ ହେବାର ସମ୍ଭାବନା କୁ ଏଡାଇ ଦିଆ ଯାଇ ନପାରେ lସେହି କଥାକୁ ଗୁରୁତର ସହିତ ବିଚାର କରିବା ପାଇଁ ଆମେ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କୁ ନିବେଦନ କରୁଛୁ l ଉଭୟ ରାଜ୍ୟ ଏକାଠି ବସନ୍ତୁ, କଥାବାର୍ତ୍ତା କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ l ଓଡ଼ିଶା ସରକାର ହୀରାକୁଦ ତଳ ମୁଣ୍ଡରେ ଜଳ ସଂରକ୍ଷଣ ପାଇଁ ଓ ସବୁଜ ମହାନଦୀ ମିଶନ ମାଧ୍ୟମରେ ନଦୀ ର ଉଭୟ ପାର୍ଶ୍ଵରେ ଗଛ ଲଗାଇବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି l ଏହା ମହାନଦୀ ଓ ଓଡ଼ିଶା ବାସୀଙ୍କ ପାଇଁ ପ୍ରତାରଣା ବୋଲି ଆମେ ବିଚାର କରୁ l ମହାନଦୀ ଟ୍ରିବୁନlଲ ଆରମ୍ଭରୁ ଏକ ଅନ୍ତରୀଣ ରାୟ ବଳରେ ମହାନଦୀ ଓ ତଳ ମୁଣ୍ଡରେ ଥିବା ଓଡ଼ିଶା ର ସ୍ବାର୍ଥ ପାଇଁ ପଦକ୍ଷେପ ନେବା ପାଇଁ ଆବେଦନ କରା ଯାଇଥିଲା l

ମାତ୍ର ଟ୍ରିବୁନlଲ ୪ ବର୍ଷ ବିତିବlକୁ ଯାଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାହା ହେଲା ନାହିଁ l ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ଦୃଢ଼ ନିନ୍ଦା କରୁଛି ଏବଂ ତୁରନ୍ତ ଆନ୍ତରିଣ ରାୟ ଦେଇ ମହାନଦୀ ଓ ଓଡ଼ିଶାକୁ ସାମୟିକ ନ୍ୟାୟ ଦିଅନ୍ତୁ l ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବ ଭଳି ମହାନଦୀ ବଞ୍ଚାଅ ଆନ୍ଦୋଳନ ଲୋକଙ୍କ ପାଖକୁ ଯିବ l ବିଭିନ୍ନ ସ୍ଥାନରେ ସଭା ସମିତି, ପଦଯାତ୍ରା ଇତ୍ୟାଦି ସଂଗଠିତ କରିବ l ଛତିଶଗଡ଼ ଓ ଓଡ଼ିଶା ସରକାର ଉପରେ ଚାପ ପକାଇବା ପାଇଁ ତାର ପ୍ରୟାସ ଜାରି ରଖିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରକାଶ କରିଛି l ସାମ୍ବାଦିକ ସମ୍ମିଳନୀ ରେ ଅସିତ ଷଡ଼ଙ୍ଗୀ, ଗୀତାଞ୍ଜଳି ମହାନ୍ତି, ନିରୁପମା ଲେଙ୍କା ଉପସ୍ଥିତ ଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026
ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ

ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ

July 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version