No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ବରଗଡ଼ :- କୃଷକମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଫେଲ ହେବା ପ୍ରତିବାଦରେ କୃଷକ ସଙ୍ଗଠନ ପକ୍ଷରୁ ୩୧ ତାରିଖ ପରେ ଯେ କୌଣସି ସମୟରେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।
ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଏସପି ଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଏହାର ସମାଧାନ ୩୧ ତାରିଖ ସୁଦ୍ଧା କରାଯିବକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବରଗଡ଼ ଠାରେ ଆୟୋଜିତ ଏକ ବୈଠକ ରେ ଆଗାମୀ ଦିନରେ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରାଯାଇଥିଲା ।
No Result
View All Result