• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ୧୦୦% ଶୂନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂସ୍ଥାରେ ପରିଣତ

Proprietor Abhimanyu Maharana by Proprietor Abhimanyu Maharana
August 24, 2022
in ଓଡ଼ିଶା, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ୧୦୦% ଶୂନ୍ୟ ପ୍ଲାଷ୍ଟିକ  ବର୍ଜ୍ୟ ସଂସ୍ଥାରେ ପରିଣତ

Web

Share on FacebookShare on TwitterWhatsapp

1 – ଆମୱେ ଇଣ୍ଡିଆ ୧୦୦% ଶୂନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂସ୍ଥାରେ ପରିଣତ

2 – ଭାରତର ପ୍ରଥମ ଏଫଏମ୍‍ସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଭାବରେ ବ୍ୟବହାର ପୂର୍ବ ଏବଂ ଉପଭୋକ୍ତା ବ୍ୟବହାର-ପରବର୍ତ୍ତୀ ଶୂନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂସ୍ଥା ହୋଇଛି

3 – ବାର୍ଷିକ ପ୍ରାୟ ୫୦ ନିୟୁତ ୟୁନିଟରୁ ଅଧିକ ପ୍ଲାଷ୍ଟିକ ଉତ୍ପାଦକୁ ପୁନଃ ବ୍ୟବହାର ଯୋଗ୍ୟ କରୁଛି

4 – ଏକ ଅନୁକୂଳ ପରିବେଶ ଏବଂ ସାମାଜିକ ପ୍ରଭାବ ନିମନ୍ତେ ଆମୱେ ତାହାର ଦୀର୍ଘସ୍ଥାୟୀ ଅନିବାର୍ଯ୍ୟତାକୁ କାର୍ଯ୍ୟରେ ରୂପାୟିତ କରୁଛି

5 – ଏହାର ମୁଖ୍ୟ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଉଲ୍ଲେଖନୀୟ ଭାବରେ ଅଙ୍ଗାରକ ନିର୍ଗମନ ହ୍ରାସରେ ସହାୟକ ହେଉଛି, ଯାହା ଗୋଟିଏ ବର୍ଷ ପରେ ଅନ୍ୟ ବର୍ଷକୁ ପ୍ରାୟ ୪୭,୦୦୦ ବୃକ୍ଷ ସଂରକ୍ଷଣ କରିବା ସହିତ ସମାନ

 ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଦେଶରେ ଅନ୍ୟତମ ସର୍ବବୃହତ ଏଫ୍‍ଏମସିଜି ଡାଇରେକ୍ଟ ସେଲିଂ କମ୍ପାନୀ ୧୦୦% ବ୍ୟବହାର ପରବର୍ତ୍ତୀ ପ୍ଲାଷ୍ଟିକ ବର୍ଜ୍ୟକୁ ଏହାର ଏକ୍ସଟେଣ୍ଡେଡ ପ୍ରଡ୍ୟୁସର ରେସ୍‍ପନ୍ସିବିଲିଟି (ଇପିଆର) କଲେକ୍ସନ ଏବଂ ଆମୱେ ଉତ୍ପାଦନକାରୀ କାରଖାନାସ୍ଥଳରେ ସୃଷ୍ଟି ହେଉଥିବା ୧୦୦% ଉପଭୋକ୍ତା ବ୍ୟବହାର ପୂର୍ବବର୍ତ୍ତୀ ପ୍ଲାଷ୍ଟିକ ବର୍ଜ୍ୟକୁ ପୁନଃବ୍ୟବହାରଯୋଗ୍ୟ କରିବା ଆଧାରରେ ପ୍ରାକ୍‍ ଏବଂ ଉପଭୋକ୍ତା ବ୍ୟବହାର ପରବର୍ତ୍ତୀ ଶୂନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂସ୍ଥାରେ ପରିଣତ ହୋଇଛି । କମ୍ପାନୀ ୮୦୦ ମେଟ୍ରିକ ଟନ୍‍ ଉପଭୋକ୍ତା-ବ୍ୟବହାର ପରବର୍ତ୍ତୀ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରି ତାହାକୁ ପୁନଃ ବ୍ୟବହାର ଯୋଗ୍ୟ କରିଛି, ଯାହା ୫୦ ନିୟୁତ ୟୁନିଟ୍‍ ବୋତଲ, ଟ୍ୟୁବ, କ୍ୟାପ, ଜାର୍‍ ଏବଂ ବିଭିନ୍ନ ଆକାର ସାଚେଟ୍‍ ଆଦି ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସହିତ ସମାନ ।

ଏଥିସହିତ କମ୍ପାନୀ ପ୍ରାକ୍‍-ପ୍ଲାଷ୍ଟିକ ବ୍ୟବହାର କ୍ଷେତ୍ରରେ ଶୂନ୍ୟ ବର୍ଜ୍ୟରେ ପରିଣତ ହେବାକୁ ନିଜର ଉତ୍ପାଦନସ୍ଥଳରେ ୧୦୦% ବିପଜ୍ଜନକ ଉତ୍ପାଦ ଏବଂ ପ୍ଲାଷ୍ଟିକ ବର୍ଜ୍ୟକୁ ପୁନଃବ୍ୟବହାର ଯୋଗ୍ୟ କରିବା ସହିତ ତାହାକୁ ପୁନଃବ୍ୟବହାର କରିଛି । ସାମଗ୍ରିକ ଭାବରେ ପରିବେଶଗତ ଏବଂ ସାମାଜିକ ପ୍ରଭାବ ପ୍ରତି ସଜାଗ ରହିବା ଜରିଆରେ ନିଜର ବ୍ୟବସାୟ ପରିଚାଳନା କରି କମ୍ପାନୀ ତାହାର ଦୀର୍ଘସ୍ଥାୟୀ ଲକ୍ଷ୍ୟଗୁଡିକ ହାସଲ ଦିଗରେ କେତେକ ଦୃଷ୍ଟାନ୍ତମୂଳକ ପଦକ୍ଷେପକୁ ଲାଗୁକରିଛି ଏବଂ ତଦ୍ଦ୍ୱାରା ଜନସାଧାରଣଙ୍କୁ ଅଧିକ ଭଲ ଏବଂ ସୁସ୍ଥକର ଜୀବନ ବଞ୍ଚିବା ଦିଗରେ ସହାୟତା କରିବାକୁ ନିଜର ଦୂରଦୃଷ୍ଟିକୁ ପୁନଃଦୃଢିକରଣ କରୁଛି ।

ଏହି ସଫଳତା ସମ୍ପର୍କରେ ମତ ଦେଇ ଅଦୀପ ରୟ, ଆସୋସିଏଟ ଭାଇସ୍‍ ପ୍ରେସିଡେଌକ୍ଷଗ୍ଧ;, ରେଗୁଲେଟୋରୀ ଆଫେୟାର୍ସ, ଆମୱେ ଇଣ୍ଡିଆ କହିଛନ୍ତି, “ଆମୱେରେ ଏକ ସୁସ୍ଥ ପୃଥିବୀ ଗଠନ ନିମନ୍ତେ ଆମର ପ୍ରତିବଦ୍ଧତା ଆମ ଉତ୍ପାଦ, ପ୍ରକ୍ରିୟା ଏବଂ ଚିନ୍ତାଧାରାରେ ପ୍ରତିଫଳିତ ଉପଭୋକ୍ତା ବ୍ୟବହାର ପୂର୍ବ ଏବଂ ବ୍ୟବହାର ପରବର୍ତ୍ତୀ କ୍ଷେତ୍ରରେ ଶୂନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ହାସଲ କରିବା ଆମର ଅନ୍ୟତମ ମୁଖ୍ୟ ସଫଳତା ହୋଇଛି । ଆମେ ଆମ କାର୍ଯ୍ୟକାରିତାରେ ଅଗ୍ରସର ହେଉଥିବାବେଳେ ଆମେ ଆମର ଉତ୍ପାଦ ପାଇଁ ବୋତଲଗୁଡିକ ପୁନଃବ୍ୟହାରଯୋଗ୍ୟ ପ୍ଲାଷ୍ଟିକରୁ ତିଆରି କରିବା ସକାଶେ ଯେଉଁ ଲକ୍ଷ୍ୟ ରଖିଛୁ ସେହି ଆଧାରରେ ଏବଂ ପ୍ଲାଷ୍ଟିକ ବର୍ଜ୍ୟଜନିତ ପ୍ରଦୂଷଣ ହ୍ରାସ ନିମନ୍ତେ ଆମେ ନିରନ୍ତର ଉପାୟ ଖୋଜିଚାଲିବୁ ।

ଆମେ ଏକ ଅଧିକ ଦୀର୍ଘସ୍ଥାୟୀ କମ୍ପାନୀରେ ପରିଣତ ହେବା, ବିଶ୍ୱରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଭବିଷ୍ୟତ ପିଢି ଯେଭଳି ଆଗକୁ ବଢିପାରିବେ ସେ ଦିଗରେ ସେମାନଙ୍କୁ ସମର୍ଥ କରାଇବା ନିମନ୍ତେ ଆମେ ପ୍ରତିବଦ୍ଧ ଏବଂ ଦୃଢସଂକଳ୍ପ ନେଇଛୁ ।” ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଆମୱେ ଇଣ୍ଡିଆ ଦେଶରେ ଅନ୍ୟତମ ପ୍ରଥମ ବ୍ରାଣ୍ଡ୍‍ ମାଲିକ ହୋଇଛି ଯାହା ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସକାଶେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତଣ ବୋର୍ଡ (ସିପିସିବି) ସହିତ ପଞ୍ଜିକୃତ ହୋଇଛି । ପୁନଶ୍ଚ ଆମୱେ ଇଣ୍ଡିଆରେ ମୁଖ୍ୟତଃ ଉତ୍ପାଦନ ଏବଂ ଯୋଜନା ଓ ସାମଗ୍ରୀ ସଂଗ୍ରହ ବିଭାଗଗୁଡିକରୁ ବିଭିନ୍ନ ଦାୟିତ୍ୱ ତୁଲାଉଥିବା ଏକ ଟିମ୍‍ ସମ୍ମିଳିତ ଭାବରେ ପୃଥିବୀ ଉପରେ ବ୍ୟବସାୟର ପ୍ରଭାବ ପୁନଃ ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି, ଏବଂ ଏହି ସଂସ୍ଥାର ଦୀର୍ଘାବଧି ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି ।

ମୁଖ୍ୟ ମୁଖ୍ୟ ଦୀର୍ଘସ୍ଥାୟୀ କେତେକ ପ୍ରୟାସ ମଧ୍ୟରେ କାରଖାନାରେ ଅକ୍ଷୟ ଶକ୍ତିର ବ୍ୟବହାର, ମୃତ୍ତିକା ଏବଂ ଜଳ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟ ଆଦି ରହିଛି । ଏଥିସହିତ କ୍ରମାଗତ ଦୀର୍ଘସ୍ଥାୟୀ ପ୍ରୟାସଗୁଡିକ ଜରିଆରେ କମ୍ପାନୀ କାଗଜ ବ୍ୟବହାର ହ୍ରାସ, ଯୋଗାଣ ଶୃଙ୍ଖଳକୁ ଅଧିକ କ୍ରିୟାଶୀଳ କରିବା ଏବଂ ସୌର ଶକ୍ତି ବ୍ୟବହାର ଦ୍ୱାରା ଅଙ୍ଗାରକ ନିର୍ଗମନ ପ୍ରାୟ ୧୦.୫୦ ଲକ୍ଷ କେଜିସିଓ୨ଇ ହ୍ରାସ କରିପାରିଛି, ଯାହା ଗୋଟିଏ ବର୍ଷ ପରେ ଅନ୍ୟ ବର୍ଷ ୪୭,୦୦୦ ବୃକ୍ଷର ସଂରକ୍ଷଣ ସହିତ ସମାନ । ନ୍ୟୁଟ୍ରିଲାଇଟ୍‍ ପାଇଁ ଉପାଦାନ ସଂଗ୍ରହ ପ୍ରକ୍ରିୟାରେ ଏହାର ଦୀର୍ଘସ୍ଥାୟୀ ବ୍ୟବସ୍ଥା ନିର୍ମାଣ କରୁଛି ୮୦ ବର୍ଷରୁ ଅଧିକ କାଳର ଏକ ସମୃଦ୍ଧ ପରମ୍ପରା ସହିତ ଆମୱେର ବ୍ରାଣ୍ଡ୍‍ ନ୍ୟୁଟ୍ରିଲାଇଟ ବିହନରୁ ପରିପୋଷକ ଆଭିମୁଖ୍ୟରୁ ସପ୍ଲିମେେଌକ୍ଷଗ୍ଧ;ସନ ପର୍ଯ୍ୟନ୍ତ ଚମ୍ପିଆନ୍‍ ହୋଇଛି ।

କମ୍ପାନୀ ତାହାର ଉପାଦାନଗୁଡିକ ନିଜର ପ୍ରମାଣିକୃତ ଫାର୍ମ ଏବଂ ସହଯୋଗୀଙ୍କ ଫାର୍ମଗୁଡିକରେ ସୃଷ୍ଟି କରାଯାଇଥିବା ଉଦ୍ଭିଦରୁ ସଂଗ୍ରହ କରୁଛି, ଏବଂ ଏହାଦ୍ୱାରା ବିଶ୍ୱବ୍ୟାପୀ ଗୁଣବତ୍ତା ସମ୍ପନ୍ନ ପୋଷଣକାରୀ ଉତ୍ପାଦ ଯୋଗାଇ ଦେଉଛି । ଦୀର୍ଘସ୍ଥାୟୀତା ପ୍ରତି ନିଜର ପ୍ରତିବଦ୍ଧତା ଆଧାରରେ ଆମୱେ କୃଷିକ୍ଷେତ୍ରରେ ପରିବେଶଗତ ଦୀର୍ଘସ୍ଥାୟୀ ମାନକୁ ଅନୁସରଣ କରୁଛି, ଯଥା ଉତ୍ତମ କୃଷି ଅଭ୍ୟାସ (ଜିଏପି), ବିବିଧତାର ସହିତ ଜମି ସଂରକ୍ଷଣ ଏବଂ ଚାଷ ତଥା ଗୁଳ୍ମଲତା ସଂଗ୍ରହ ନିମନ୍ତେ ସଠିକ ଭୌଗୋଳିକ ସ୍ଥାନ ଚିହ୍ନଟ । ଏସବୁ ସହିତ ସନ୍ଧାନ ନେବାର ସାମର୍ଥ୍ୟ ମଧ୍ୟ ଆଉ ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହା ଏକ ସ୍ୱଚ୍ଛ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା, ଦୀର୍ଘସ୍ଥାୟୀ ଉଦ୍ଦେଶ୍ୟକୁ ଆଗେଇନେବା, ତଥ୍ୟଗୁଡିକୁ ଲିପିବଦ୍ଧ କରିବା ଏବଂ କଞ୍ଚାମାଲ ସଂଗ୍ରହରୁ ନେଇ ଉତ୍ପାଦିତ ସାମଗ୍ରୀ ପର୍ଯ୍ୟନ୍ତ ସମୁଦାୟ ଉତ୍ପାଦନ ପ୍ରକ୍ରିୟା ଉପରେ ନଜର ରଖିବାରେ ସହାୟକ ହେଉଛି ଏବଂ ଏହାଦ୍ୱାରା ଉତ୍ପାଦର ସୁରକ୍ଷା ଓ ଗୁଣମାନ ସୁନିଶ୍ଚିତ କରାଯାଇପାରୁଛି ।

ଆମୱେ ଇଣ୍ଡିଆର ତାମିଲନାଡୁ ଉତ୍ପାଦନ କାରଖାନା ମଧ୍ୟରେ ଏବଂ ଏହାର ଚତୁର୍ପାଶ୍ୱର୍ରେ ସବୁଜ ପ୍ରୟାସ ତାମିଲନାଡୁରେ ଥିବା ଆମୱେ ଇଣ୍ଡିଆର ଉତ୍ପାଦନ କାରଖାନାକୁ ଅନ୍ୟତମ ସର୍ବାଧିକ ପରିବେଶ ଅନୁକୂଳ ଏବଂ ଦେଶରେ ଦୀର୍ଘସ୍ଥାୟୀ ସୁବିଧା ସ୍ଥଳ ଭାବରେ ଆମେରିକାର ଗ୍ରୀନ୍‍ ବିଲଡିଂ କାଉନସିଲ୍‍ରୁ ସମ୍ମାନଜନକ ଏଲ୍‍ଇଇଡି ଗୋଲ୍ଡ ସାର୍ଟିଫିକେସନ ମିଳିଛି । ପରିବେଶ ସଂରକ୍ଷଣ ନିମନ୍ତେ ପ୍ରତିବଦ୍ଧତା ସହିତ କମ୍ପାନୀ ତାହାର ଉତ୍ପାଦନ ସ୍ଥଳ ଭିତରେ କେତେକ ସଚେତନ ପଦକ୍ଷେପ ନେଇଛି ଏବଂ ତାହାସହିତ ଏହା କେତେକ ମୁଖ୍ୟ ମୁଖ୍ୟ ପଦକ୍ଷେପ ଗ୍ରହଣ କରିଛି । ଯଥା : ୬୩% ଶକ୍ତି ବ୍ୟବହାର ପବନ ଓ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସରୁ ଆସୁଛି – ତାମିଲନାଡୁରେ ଏହାର ଅନ୍ୟତମ ସର୍ବବୃହତ ରୁଫ-ଟପ୍‍ ସୌର ପ୍ରକଳ୍ପ ରହିଛି, ଯାହା ପ୍ରାୟ ୧ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯାଇଛି

ଏବଂ ଏହା ଶୂନ୍ୟ ବର୍ଜ୍ୟ ନିଗର୍ମନ ସ୍ଥଳ – ବର୍ଷାଜଳ ଅମଳ ପ୍ରକଳ୍ପ ସହିତ ୫ହଜାର କିଲୋଲିଟର ଜଳ ମହଜୁଦ ସୁବିଧା – ଉନ୍ନତ ଜଳ ପୁନଃବ୍ୟବହାରଯୋଗ୍ୟ ପ୍ରକ୍ରିୟା ଏବଂ ବର୍ଜ୍ୟଜଳକୁ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ବଗିଚା ଆଦିରେ ପୁନଃବ୍ୟବହାର ନିଜର ସାମାଜିକ ଦାୟିତ୍ୱ ନିର୍ବାହର ଅଂଶସ୍ୱରୂପ ଆମୱେ ଇଣ୍ଡିଆ ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାରେ ଥିବା ତାହାର ଉତ୍ପାଦନ କାରଖାନା ଚତୁର୍ପାଶ୍ୱର୍ରେ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ହାତକୁ ନେଇଛି । ଏହି ପ୍ରକଳ୍ପ ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖିଛି ଯାହା କୃଷି ଓ ପିଇବା ଉଦ୍ଦେଶ୍ୟରେ ଜଳସଙ୍କଟ ପରିସ୍ଥିତି ସମାଧାନରେ ସହାୟକ ହେଉଛି । ଜଳ ସଂରକ୍ଷଣ ପ୍ରକଳ୍ପ ୭ଟି ଗ୍ରାମରେ ଭୂତଳ ଜଳସ୍ତର ବୃଦ୍ଧି ଘଟାଇଛି ଏବଂ ଏହାଦ୍ୱାରା କୃଷକଙ୍କ ସମେତ ୧୦ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version