• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ : ଜନ୍ମ-ମୃତ୍ୟୁ ଯାତ୍ରା ବିଷୟରେ …

Proprietor Abhimanyu Maharana by Proprietor Abhimanyu Maharana
August 21, 2022
in ଓଡ଼ିଶା, ମହାନଗର, ହୋମ୍
0
ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ : ଜନ୍ମ-ମୃତ୍ୟୁ ଯାତ୍ରା ବିଷୟରେ …
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣ , ମୃତ୍ୟୁ ହିଁ ଅନ୍ତିମ ସତ୍ୟ । ଏଥିରୁ ଲୋକଙ୍କୁ ଯେତିକି ଡର ଲାଗିଥାଏ, ସେତିକି ହିଁ ଏହା ବିଷୟରେ ଜାଣିବା ପାଇଁ ଉତ୍ସୁକତା ଭରି ରହିଥାଏ । ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ । ଏହି ପୁରାଣ ଜନ୍ମ-ମୃତ୍ୟୁ ଏବଂ ଏହା ପରର ଯାତ୍ରା ବିଷୟରେ କହିଥାଏ । ଏଥିରେ ବର୍ଣ୍ଣନା କରାଯାଇଛି କି, ମରିବା ସମୟରେ ବ୍ୟକ୍ତିକୁ କିଭଳି ଅନୁଭବ ହୋଇଥାଏ ଏବଂ ମରିବା ପରେ ବ୍ୟକ୍ତିର ଆତ୍ମା ସହିତ କ’ଣ ହୋଇଥାଏ । ଗରୁଡ଼ ପୁରାଣରେ କୁହାଯାଇଛି, ମରିବା ସମୟରେ ବ୍ୟକ୍ତିର ସବୁ ଇନ୍ଦ୍ରିୟ ଶିଥିଳ ପଡ଼ିବାରେ ଲାଗିଥାଏ ।

ତାଙ୍କର ସ୍ମୃତିଶକ୍ତି ଶହ ଶହ ବର୍ଷର ପୁରୁଣା କଥାଗୁଡ଼ିକୁ ବି ମନେ ପକାଇ ଦେଇଥାଏ । ତାଙ୍କୁ ନିଜ ଜୀବନର ସମସ୍ତ ଭଲ, ଖରାପ କାମ ଏକ ରିଲ୍ ଭଳି ଦେଖା ଦେଇଥାଏ । ତାଙ୍କ ଆଖି ସାମ୍ନାରେ ସେହି ଲେଖା ସବୁ ଚାଲି ଆସିଥାଏ, ଯାହାକୁ ସେ ନିଜ ପୂରା ଜୀବନରେ କରି ଥାଆନ୍ତି । ବ୍ୟକ୍ତି ଏହି ସମୟରେ କହିବାରେ ଅସମର୍ଥ ହୋଇଯାଇଥାଏ । ସମ୍ବନ୍ଧିତ ଖବର ମୃତ୍ୟୁ ସନ୍ନିକଟ ଥିବା ବ୍ୟକ୍ତିଙ୍କୁ ୨ ଯମଦୂତ ନଜର ଆସିଥାଆନ୍ତି, ଯିଏ ତାଙ୍କୁ ନେବା ପାଇଁ ଆସିଥାଆନ୍ତି । ଯଦି ବ୍ୟକ୍ତି ନିଜ ଜୀବନରେ ଭଲ କାମ କରିଛନ୍ତି, ତ ତାଙ୍କର ପ୍ରାଣ ସହଜରେ ଚାଲି ଯାଇଥାଏ, ନଚେତ୍ ଆତ୍ମାକୁ ଶରୀର ଛାଡ଼ିବାରେ ବହୁତ ଅସୁବିଧା ହୋଇଥାଏ ।

ଏଥିପାଇଁ ମରିବା ପୂର୍ବରୁ ଗୋଦାନ କରିବାର ପରମ୍ପରା ରହିଛି । ଗାଈକୁ ଦାନ କରିବାର ପୁଣ୍ୟ ତାଙ୍କୁ ଶାନ୍ତିପୂର୍ଣ୍ଣ ମୃତ୍ୟୁ ଦେଇଥାଏ । ଏହାପରେ ଯମଲୋକରେ ତାଙ୍କ କର୍ମର ହିସାବ-କିତାବ ହୋଇଥାଏ ଏବଂ ପୁଣି ଆତ୍ମାକୁ ନୂଆ ଶରୀର ଖୋଜିବା ପାଇଁ ଏହି ମୃତ୍ୟୁଲୋକରେ ଘୂରି ବୁଲିବା ପାଇଁ ଛାଡ଼ି ଦିଆଯାଇଥାଏ । ଆତ୍ମା ୧୩ ଦିନରେ ପୁଣି ନିଜ ଘର ପାଖକୁ ଆସିଯାଇଥାଏ ଏବଂ ଅନେକ ବାର ନିଜ ଆତ୍ମୀୟଙ୍କ ମୋହରେ ପଡ଼ି ସେମାନଙ୍କ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ । ଯଦିଓ ଯମଦୂତଙ୍କ ବନ୍ଧନ ତାକୁ ଏମିତି କରିବାକୁ ଦେଇ ନ ଥାଏ ।

୧୦ ଦିନ ପରେ ସନ୍ତାନ ଦ୍ୱାରା କରାଯାଉଥିବା ପିଣ୍ଡଦାନ ଆତ୍ମାକୁ ସେଠାରୁ ପଳାଇ ଯିବାକୁ ଶକ୍ତି ଦେଇଥାଏ । ଏହାପରେ ସେ ନିଜ ପାଇଁ ନୂଆ ଶରୀର ଖୋଜିଥାଏ । ଗରୁଡ଼ ପୁରାଣ ମୁତାବକ, ନୂଆ ଶରୀର ପାଇବା ପାଇଁ ଆତ୍ମାକୁ ୪୭ ଦିନ ସମୟ ଲାଗି ଯାଇଥାଏ । ଯଦି ଆତ୍ମହତ୍ୟା କି ଦୁର୍ଘଟଣାଜନିତ ମୃତ୍ୟୁ ଘଟେ, ତ ଆତ୍ମା ଲମ୍ବା ସମୟ ପର‌୍ୟ୍ୟନ୍ତ ଘୂରି ବୁଲିଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version