ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ : ନୂତନ ଶ୍ରେଣୀ ଗୃହ ଉଦଘାଟନ – ଶ୍ରୀ ରୋହିତି ପୂଜାରୀ

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) କେନ୍ଦ୍ରାପଡ଼ା :- ଜିଲ୍ଲାର ଆଜି ରାଜନଗର ବ୍ଲକ ର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ରୁଷା ନିୟୁ ଫ୍ୟାସିଲିଟି ଫାଂଡଡେସନ ପକ୍ଷରୁ ପ୍ରଥମେ ନୂତନ ଭାବେ ଶ୍ରେଣୀ ଗୃହ ର ଉଦଘାଟନ ଓ ନୂତନ ଲାଇବ୍ରେରୀ ଉଦଘାଟନ ସହ ବୟଜ କମନ ରୁମ ଉଦଘାଟନ ସହିତ ସ୍ଟୁଡେଣ୍ଟସ ରିଡିଙ୍ଗ ରୁମ ଏବଂ ଷ୍ଟାଫ ରିଡିଙ୍ଗ ରୁମ ଗୁଡିକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତି ପୂଜାରୀ କରିଥିବା ସ୍ଥଳେ ସଂମ୍ମାନନିତ ଅତିଥିଭାବେ କନିକା ର ରାଜା ସାହେବ ଶ୍ରୀ ସିବେନ୍ଦ୍ର ଭଞ୍ଜ ଦେଓ ସହିତ ରାଜନଗର ଟାଣୁଆ ଯୁବ ବିଧାୟକ ଶ୍ରୀ ଧ୍ରୁବ ସାହୁ ଉପସ୍ଥିତ ରହି ରାଜନଗର କଲେଜ ର ଅନେକ ଉର୍ନତି ମୂଳକ କାର୍ଯ୍ୟ ନିମନ୍ତେ ଶିକ୍ଷା ମନ୍ତ୍ରୀ ଙ୍କୁ କଲେଜ ପରିସର କୁ ଟିକି ନିଖି ବୁଲାଇ ଦେଖାଇବା ଓ ବିଚାର ବିମର୍ଶ କରି ଥିଲେ

ତେବେ ସେପଟେ ମାନ୍ୟବର ମନ୍ତ୍ରୀ ଙ୍କୁ ଅନେକ କଲେଜ ର ନୂତନ ଆବଶ୍ୟକ ହେଉ ଥିବା ଭିର୍ତ୍ତି ଭୂମି ପାଇଁ କାର୍ଯ୍ୟ ସହିତ ସରକାରୀ ଅନୁଦାନ ସମ୍ପର୍କ ରେ ଲିଖିତ ଦାବିପତ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ କଲେଜର ଅଧକ୍ଷ୍ୟ ଶ୍ରୀ ଅତୁଲ୍ କୁମାର ବଳ ପ୍ରଦାନ କରିଥିଲେ, ! ଏଥି ସହିତ କନିକା ର ରାଜା ସାହେବ କଲେଜ ଲାଇବ୍ରେରୀ ଫଣ୍ଡକୁ 50ହଜାର ଅର୍ଥ ରାଶି ପ୍ରଦାନ କରିବା ସଙ୍ଗେ ଉକ୍ତ କଲେଜ ପାଖ କୁ ଲାଗିଥିବା ନିଜର କିଛି ଅଂଶ ଜମିକୁ ଜଗନ୍ନାଥ ମହାବିଦ୍ୟାଳୟ ନାଁଆରେ ରେକର୍ଡ କରିଦେବେ ବୋଲି ନିଜେ ସୋ ଇଛା ରେ ପ୍ରସ୍ତାବ ରଖିଥିଲେ,ଅନ୍ୟ ଦିଗରେ ରାଜନଗର ବିଧାୟକ ଧ୍ରୁବ ସାହୁ ନିଜର ଅଭିଭାଷଣ ରେ କହିଛନ୍ତି,!

ମୋର ସମସ୍ତ ଚେଷ୍ଟା ସହିତ ଯଦି ମନ୍ତୀ ମହୋଦୟଓ କଲେଜ ଅଧକ୍ଷ୍ୟ ଚାହାଁନ୍ତି ତେବେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୁ ଆମେ ରାଜ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲା ରେ ଏକ ନମ୍ବର କଲେଜ ଭାବେ ଗଢି ତୋଳିବାର ଆଶା ରଖିଛୁ, ! କାର୍ଯ୍ୟକ୍ରମ ରେ କଲେଜ ର ଅନୁଷ୍ଠିତ କାର୍ଯ୍ୟକ୍ରମ ରେଯୋଗଦେଇ ଥିଲେ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀ ଅଶୋକ କୁମାର ପ୍ରତିହାରୀ, ରାଜନଗର ବ୍ଲକଅଧକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର, ବ୍ଲକ ଉପାଧକ୍ଷ ଶ୍ରୀ ଗଣେଷ ଗୁଡ଼ିଆ,30ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେନ୍ଦ୍ର ପ୍ରସାଦ ରାଉତ, ସାନ ବଡ଼ ଗୋପାଳପୁର ଯୁବସରପଞ୍ଚ ଶ୍ରୀ ଗାଲେଖ ଚନ୍ଦ୍ର ସ୍ୱାଇଁ,ବରିଷ୍ଠ ଯୁବ ନେତା ଶ୍ରୀ ନରହରି ଜେନା,

ରାଜନଗର ସରପଞ୍ଚ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ମିଶ୍ର,ରାଜନଗର ପଂଚାୟତ ସମିତି ସଭ୍ୟା ସୁମିତ୍ରା ସେଠୀ,ରାଜନଗର ନ୍ୟାୟବ ସରପଞ୍ଚ ବାଇଧର ସେଠୀ,ମହିଷାସୁର ପଂଚାୟତ ସମିତି ସଭ୍ୟା ହରପ୍ରିୟା ନାୟକ,ରାଜନଗର ପଂଚାୟତ ଙ୍କ ସରପଞ୍ଚ ଙ୍କ ପ୍ରତନିଧି ତଥା ଯୁବ ସମାଜ ସେବୀ ରମଣୀ ରଞ୍ଜନ ମହାପାତ୍ର ସମେତ ବ୍ରାହ୍ମଣ ସାହି ପଂଚାୟତ ର ସରପଞ୍ଚ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନ, ରମାକାନ୍ତ ସ୍ୱାଇଁ, ବିଶ୍ୱନାଥ ନାୟକ, ଅଶୋକ କୁମାର ବାରିକ, ଦିଲ୍ଲୀପ କୁମାର ପଣ୍ଡା ହୋଇଥିବା ସଭା କାର୍ଯ୍ୟ ରେ ଅଂଶ ଗ୍ରହଣ କରିଥିଲେ, ଉକ୍ତ ସଭା କୁ ଅଧ୍ୟାପକ ସନ୍ଦୀପ କୁମାର ମହାପାତ୍ର ସଭା କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ,!