ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ରଣପୁର :- ଗତ କାଲି ପ୍ରକାଶିତ +2 କଳା ରେ ରଣପୁର ମଙ୍ଗରାଜପୁର ଜୁନିଅର କଲେଜ ରେ ଅର୍ଚ୍ଚିତା ନନ୍ଦ ଟପ୍ପର ହୋଇଛନ୍ତି. ସେ ମୋଟ 496 ନମ୍ବର ରଖିଛନ୍ତି, ଅର୍ଚ୍ଚିତା ରଣପୁର ଭଣ୍ଡାରି ସାହିର ସର୍ବେଶ୍ଵର(ବାପି)ନନ୍ଦ ଙ୍କର ଝିଅ, ସେହିପରି ରଣପୁର ମା ମଣିନାଗ ଦୁର୍ଗା ମହିଳା କଲେଜ ର ଅର୍ଚ୍ଚିତା ବେହେରା ଟପ୍ପର ହୋଇଛନ୍ତି. ଅର୍ଚ୍ଚିତା ବେହେରା ରଣପୁର ହାଟ ସାହି ର ଊର୍ମିଳା ବେହେରା ଙ୍କର ଝିଅ, ସେ ମୋଟ 494 ନମ୍ବର ରଖିଛନ୍ତି.
ବର୍ତ୍ତମାନ ସେ ରଣପୁରର ସାନଗଡ ଠାରେ ଅବସ୍ଥିତ ସି.ଏ.ସି.କମ୍ପୁଟର ଏକାଡେମି ରେ ଅଧ୍ୟୟନ ରତ ଅଛନ୍ତି,
ବର୍ତ୍ତମାନ ସେ ରଣପୁରର ସାନଗଡ ଠାରେ ଅବସ୍ଥିତ ସି.ଏ.ସି.କମ୍ପୁଟର ଏକାଡେମି © 2023 Odisha Taza News.