• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ମୋଦି@୨୦” ପୁସ୍ତକର ଓଡ଼ିଶା ଚାପ୍ଟର ଲୋକାର୍ପଣ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
August 9, 2022
in ଓଡ଼ିଶା, ରାଜନୀତି, ହୋମ୍
0
“ମୋଦି@୨୦” ପୁସ୍ତକର ଓଡ଼ିଶା ଚାପ୍ଟର ଲୋକାର୍ପଣ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
Share on FacebookShare on TwitterWhatsapp

ମୋଦି @୨୦ ପୁସ୍ତକ ତୁଳନାରେ ମୋଦିଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼-ଅମିତ ଶାହ

ମୋଦି ଗରିବଙ୍କ ଆଶାର ପ୍ରତୀକ ହୋଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାରେ ବିଜେପି ସରକାର ଆସିବ ବୋଲି କହିଲେ ଶାହା
• ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିଚାର ଉପରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ
• ଶାହଙ୍କ ଆଗମନ ଦ୍ୱାରା ଆମ ଓଡ଼ିଆ ସମାଜର ସ୍ୱାଧୀନତା ଲଢେଇ ଓ ଐତିହ୍ୟର ସ୍ମୃତି ଉଜ୍ଜିବୀତ ହୋଇଛି
• ଜନଭାଗିଦାରୀର ଅନନ୍ୟ ଜନଆନ୍ଦୋଳନ ହେଉଛି ମୋଦି ସରକାରର ବଡ଼ ବିଶେଷତା
• ନୂଆ ଭାରତର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ଭୁବନେଶ୍ୱର :– “ମୋଦି @୨୦-ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ଉପରେ ଯେତିକି ବର୍ଣ୍ଣନା ଅଛି, ତା’ ତୁଳନାରେ ତାଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼ । ମୋଦିଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ଅବର୍ଣ୍ଣନୀୟ ବୋଲି ସୋମବାର ଭୁବନେଶ୍ୱର ଠାରେ ଏହି ପୁସ୍ତକର ଓଡ଼ିଶା ଚାପ୍ଟର’ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ପୁସ୍ତକର ଓଡ଼ିଶା ଚାପ୍ଟରର ଉନ୍ମୋଚନ ଓ ପଠନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଓଡ଼ିଶାରେ ବିଜେପିର ସରକାର ହେବାକୁ ଯାଉଛି । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ‌ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଦୀର୍ଘ ୨୦ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସମାପ୍ତ କରିଛନ୍ତି । ପରିବାରବାଦ ଜାଗାରେ ପଲିଟିକ୍ସ ଅଫ୍ ପର୍ଫମାନ୍ସ ବା ପ୍ରଦର୍ଶନ ଅନୁସାରେ ରାଜନୀତିର ନୂଆ ଧାରା ତିଆରି କରିଛନ୍ତି । ଲୋକତନ୍ତ୍ରରେ ସେହି ସଫଳ ହେବ, ଯିଏ ପରଫର୍ମ କରିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ଜବାହାର ଲାଲ ନେହୁରଙ୍କ ଠାରୁ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଅନେକ ପ୍ରଧାନମନ୍ତ୍ରୀ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । କିନ୍ତୁ ଦେଶରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ପରିଶ୍ରମ ଦ୍ୱାରା ଗରିବ ଲୋକଙ୍କ ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରୁଛନ୍ତି । ସେଥିପାଇଁ ମୋଦି କହିଥିଲେ ମୋ ସରକାର ଗରିବ, ଯୁବକ, ମହିଳା, ଜନଜାତି ବଞ୍ଚିତ ପାଇଁ ସମର୍ପିତ ରହିବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଦର୍ଶନରେ ଜନଭାଗିଦାରୀର ଅନନ୍ୟ ଜନଆନ୍ଦୋଳନ ହେଉଛି ମୋଦି ସରକାରର ବଡ଼ ବିଶେଷତା ।

ଅଦ୍ୱିତୀୟ ନେତା ମୋଦିଙ୍କ ଗୁଜୁରାଟ ମଡେଲରୁ ଇଣ୍ଡିଆ ମଡ଼େଲ, ଜନକଲ୍ୟାଣକାରୀ ଯୋଜନା ଆଜି କୋଟି କୋଟି ଲୋକଙ୍କୁ ନୂଆ ଆଶା ଓ ଭରସା ଦେଇଛି । ମୋଦି ବିଶ୍ୱର ଗରିବ ଲୋକମାନଙ୍କର ଆଶାର ପ୍ରତୀକ ହୋଇଛନ୍ତି । ବିକଶିତ ରାଷ୍ଟ୍ର ଓ ବିଶ୍ୱର ସବୁ ଅଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଅଛି । ମୋଦିଙ୍କ ମଡେଲକୁ ଅନେକ ବଡ ବଡ଼ ରାଷ୍ଟ୍ର ଗ୍ରହଣ କରୁଛନ୍ତି । ଦିନେ ଖାଦ୍ୟର ଅଭାବକୁ ଦୂର କରିବା ପାଇଁ ଭାରତ ଆମେରିକାରୁ ନିମ୍ନମାନର ଚାଉଳ ଗହମ ଆମଦାନୀ କରୁଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବାକୁ ତାଙ୍କ ପାଖକୁ ଆସୁଛନ୍ତି । ଏହା ପରିବର୍ତ୍ତିତ ଭାରତ ବା ନୂଆ ଭାରତ ଏବଂ ଏହାର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ମଇ ୧୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରକମଳରେ “ମୋଦି @ ୨୦- ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ପୁସ୍ତକରେ ୨୨ଟି କ୍ଷେତ୍ରର ସୁନାମଧନ୍ୟ ଲେଖକଙ୍କ ଦ୍ୱାରା ୨୧ ପ୍ରବନ୍ଧର ସଂକଳନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ ବର୍ଷ ଧରି ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରର ମୁଖ୍ୟ ଭାବରେ ରହିଥିବା ସମୟରେ ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଦକ୍ଷତାର ବିଭିନ୍ନ ଦିଗକୁ ପୁସ୍ତକରେ ଉଲ୍ଲେଖ କରାଯାଇଛି । ତେବେ ମୋଦିଙ୍କ ୨୦ ବର୍ଷ ନେତୃତ୍ୱାଧୀନ ଏହି ବହିକୁ ଆଲୋଚନା କରିବା ମୁଖ୍ୟ ବିଷୟବସ୍ତୁ ନୁହେଁ, ମୋଦି ହେଉଛନ୍ତି ପୂର୍ଣ୍ଣାଙ୍ଗ ।

ସେ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ଅବସରରେ ଓଡ଼ିଶାକୁ ଶ୍ରୀ ଶାହଙ୍କ ଆଗମନ ଦ୍ୱାରା ଆମ ଓଡ଼ିଆ ସମାଜର ସ୍ୱାଧୀନତାର ଲଢେଇ ଓ ଐତିହ୍ୟର ସ୍ମୃତି ଉଜ୍ଜିବୀତ ହୋଇଛି । “ମୋଦି @୨୦ – ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକର ଲେଖକ ଭାବେ ଶ୍ରୀ ଶାହ ଆଜି ଉପସ୍ଥିତ ହେବା ଗର୍ବର ବିଷୟ । ମୋଦିଙ୍କର ବିଚାର, ରଣନୀତି, ବ୍ୟାପକତା ତଥା ତାଙ୍କ ଭଳି ଜଣେ ହିମାଳୟ ସଦୃଶ ନେତୃତ୍ୱକୁ ଖୁବ କମ ଲୋକ ଜାଣିଛନ୍ତି । ସେହି କମ ଲୋକଙ୍କ ମଧ୍ୟରୁ ଶ୍ରୀ ଶାହ ଅନ୍ୟତମ । ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିଚାର ଉପରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ମାନ୍ୟବର ଗୃହ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

“ମ ୋଦି@୨୦” ପୁସ୍ତ କର ଓଡିଶୋ ଚୋପଟର ମ ୋକୋପପଣ କମ ମକନ୍ଦ୍ର ଗୃହ ନ୍ତ୍ର ୀ
ମ ୋଦି @୨୦ ପୁସ୍ତକ ତୁଳନୋମେ ମ ୋଦିଙ୍କ ବ୍ ୟକ୍ତ ି ତ୍ୱ ବ୍ ହୁତ ବ୍ ଡ଼ –ଅ ି ତ ଶୋହ
ମ ୋଦି ଗେିବ୍ ଙ୍କ ଆଶୋେ ପ୍ର ତୀକ ମହୋଇଛନ୍ତି – ଧମ େ ନ୍ଦ୍ର ପ୍ର ଧୋନ
 ଓଡିଶୋମର ବିମେପି ସରକୋର ଆସିବ ମବୋ ି କହିମ ଶୋହୋ
 ମ ୋଦିଙ୍କ ବଳିଷ୍ଠ ମେତୃତ୍ୱ ଓ ବିଚୋର ଉପମର ଓଡିଶୋବୋସୀଙ୍କ ୁ ୋଗପଦଶପେ ମଦଇଥି ବୋରୁ ଗୃହ
ନ୍ତ୍ର
ୀ ଙ୍କ ୁ ଧେୟବୋଦ
 ଶୋହଙ୍କ ଆଗ େ ଦ୍ୱ ୋରୋ ଆ ଓଡିଆ ସ ୋେର ସ୍ୱ ୋଧୀେତୋ ମେଇ ଓ ଐତିହୟର ସ୍ମ ୃ ତି
ଉଜ୍ଜିବୀତ ମହୋଇଛି
 େେଭୋଗିଦୋରୀର ଅେେୟ େେଆମଦୋଳେ ମହଉଛି ମ ୋଦି ସରକୋରର ବଡ ବିମଶଷତୋ
 େୂଆ ଭୋରତର ୁ ଖ୍ ୟ ବିନ୍ଧ ୋଣୀ ମହଉଛନ୍ତି େମରନ୍ଦ୍ର ମ ୋଦି
ଭୁବ୍ ମନଶ୍ୱ େ, ଅଗଷ୍ଟ ୦୮ – “ମ ୋଦି @୨୦–ଡ୍ରି ସ ି ଟ୍ ମଡ ି ଭରି ” ପୁସ୍ତ କମର ପ୍ର ଧୋେ ନ୍ତ୍ର ୀ ମ ୋଦିଙ୍କ କୋର୍ଯପୟ
ଉପମର ମର୍ଯତିକି ବର୍ଣ୍ପେୋ ଅଛି, ତୋ’ ତୁଳେୋମର ତୋଙ୍କ ବୟକ୍ତ ି ତ୍ୱ ବହୁତ ବଡ । ମ ୋଦିଙ୍କ କୋର୍ଯପୟ ଓ ବୟକ୍ତିତ୍ୱ
ଅବର୍ଣ୍ପେୀୟ ମବୋ ି ମସୋ ବୋର ଭୁ ବମେଶ୍ୱ ର ଠୋମର ଏହି ପୁସ୍ତ କର ଓଡିଶୋ ଚୋପଟର’ର ଉମେମୋଚେ କରିବୋ
ଅବସରମର କହିଛନ୍ତି ମକନ୍ଦ୍ର ଗୃହ ନ୍ତ୍ର ୀ ଅ ି ତ ଶୋହ ।
ଏହି ପୁସ୍ତ କର ଓଡିଶୋ ଚୋପଟରର ଉମେମୋଚେ ଓ ପଠେ କୋର୍ଯପୟକ୍ର ମର ମର୍ଯୋଗମଦଇ ଶ୍ର ୀ ଶୋହ କହିଛନ୍ତି ମର୍ଯ
ଓଡିଶୋମର ବିମେପିର ସରକୋର ମହବୋକୁ ର୍ଯ ୋଉଛି । ମ ୋକଙ୍କ ବିଶ୍ୱ ୋସକୁ େିତି ଆେି ପ୍ର ଧୋେ ନ୍ତ୍ର ୀ େମରନ୍ଦ୍ର ମ ୋଦି
ସବପୋଧିକ ମ ୋକପ୍ରିୟ ମହୋଇପୋରିଛନ୍ତି । ପ୍ର ଧୋେ ନ୍ତ୍ର ୀ ମ ୋଦି ଗୁେରୋଟମର ଗୋତୋର ୩ ଥର ୁ ଖ୍ ୟ ନ୍ତ୍ର ୀ
ମହୋଇଛନ୍ତି । ଗୋତୋର ୨ ଥର ପ୍ର ଧୋେ ନ୍ତ୍ର ୀ ମହୋଇସୋରିଛନ୍ତି । ଦୀର୍ପ ୨୦ ବଷପ ଶୋସେମର ପ୍ର ଧୋେ ନ୍ତ୍ର ୀ
ମ ୋଦି ପରିବୋରବୋଦ ଏବଂ ତୁଷ୍ଟ ୀକରଣର ରୋେେୀତିକୁ ସ ୋପ୍ତ କରିଛନ୍ତି । ପରିବୋରବୋଦ େୋଗୋମର ପ ି ଟିକ୍ସ
ଅଫ୍ ପର୍ପ ୋେସ ବୋ ପ୍ର ଦଶପ େ ଅେୁସୋମର ରୋେେୀତିର େୂଆ ଧୋରୋ ତିଆରି କରିଛନ୍ତି । ମ ୋକତନ୍ତ୍ର ମର ମସହି
ସର୍ଳ ମହବ , ର୍ଯ ି ଏ ପରର୍ ପ କରିବ ମବୋ ି ମସ କହିଛନ୍ତି ।
ମକନ୍ଦ୍ର ଶିକ୍ଷୋ , ଦକ୍ଷତୋ ବିକୋଶ ଏବଂ ଉଦୟ ି ତୋ ନ୍ତ୍ର ୀ ଧମ ପ ନ୍ଦ୍ର ପ୍ର ଧୋେ କହିଛନ୍ତି ମର୍ଯ ସ୍ୱ ୋଧୀେମତୋର ଭୋ ରତମର
େବୋହୋର ୋ ମେହୁରଙ୍କ ଠୋରୁ େମ ୋହେ ସିଂହଙ୍କ ପର୍ଯପୟନ୍ତ ଅମେକ ପ୍ର ଧୋେ ନ୍ତ୍ର ୀ େୂଆ କୀତି ସ୍ଥ ୋପେ
କରିଛନ୍ତି । କିନ୍ତୁ ମଦଶମର ପ୍ର ଥ ଥର ପ୍ର ଧୋେ ନ୍ତ୍ର ୀ େମରନ୍ଦ୍ର ମ ୋଦି କମଠୋର ପରିଶ୍ର ଦ୍ୱ ୋରୋ ଗରିବ ମ ୋକଙ୍କ
ପୋଇଁ ମଦଖି ଥି ବୋ ସ୍ୱ ପନକୁ ସୋକୋର କରୁଛନ୍ତ ି । ମସଥିପୋଇଁ ମ ୋଦି କହିଥିମ ମ ୋ ସରକୋର ଗରିବ, ର୍ଯ ୁ ବକ,

ହିଳୋ, େେେୋତି ବଞ୍ଚିତ ପୋଇଁ ସ ପିତ ରହିବ । ସବକୋ ସୋଥ, ସବକୋ ବିକୋଶ, ସବକୋ ବିଶ୍ୱୋସ ,ସବକୋ ପ୍ର ୟୋସ
ଦଶପେମର େେଭୋଗିଦୋରୀର ଅେେୟ େେଆମଦୋଳେ ମହଉଛି ମ ୋଦି ସରକୋରର ବଡ ବିମଶଷତୋ ।
ଅଦ୍ୱିତୀୟ ମେତୋ ମ ୋଦି ଙ୍କ ଗୁେୁରୋଟ ମେ ରୁ ଇଣ୍ଡ ି ଆ ମଡ , େେକ ୟୋଣକୋରୀ ମର୍ଯୋେେୋ ଆେି ମକୋଟି
ମକୋଟି ମ ୋକଙ୍କ ୁ େୂଆ ଆଶୋ ଓ ଭରସୋ ମଦଇଛି । ମ ୋଦି ବିଶ୍ୱର ଗରିବ ମ ୋକ ୋେଙ୍କର ଆଶୋର ପ୍ର ତୀକ
ମହୋଇଛନ୍ତି । ବିକଶିତ ରୋଷ୍ଟ୍ର ଓ ବିଶ୍ୱ ର ସବୁ ଅଞ୍ଚ ଳମର ମ ୋଦିଙ୍କ ମ ୋକପ୍ରିୟତୋ ଶୀଷପମର ଅଛି । ମ ୋଦିଙ୍କ
ମେ କୁ ଅମେକ ବେ ବଡ ରୋଷ୍ଟ୍ର ଗ୍ର ହଣ କରୁଛନ୍ତ ି । ଦିମେ ଖ୍ ୋଦୟର ଅଭୋବକୁ ଦୂର କରିବୋ ପୋଇଁ ଭୋରତ
ଆମ ରିକୋରୁ େି ନ ୋେର ଚୋଉଳ ଗହ ଆ ଦୋେୀ କରୁଥି ୋ । ୋତ୍ର ଏମବ ଆମ ରିକୋ ରୋଷ୍ଟ୍ରପତି
ପ୍ର
ଧୋେ ନ୍ତ୍ର ୀ ମ ୋଦିଙ୍କ ସହ ହୋତ ି ଳୋଇବୋକୁ ତୋଙ୍କ ପୋଖ୍ କୁ ଆସୁଛନ୍ତ ି । ଏହୋ ପରିବତିତ ଭୋରତ ବୋ େୂଆ
ଭୋରତ ଏବଂ ଏହୋର ୁ ଖ୍ ୟ ବିନ୍ଧ ୋଣୀ ମହଉଛନ୍ତି େମରନ୍ଦ୍ର ମ ୋଦି ।
ମକନ୍ଦ୍ର ନ୍ତ୍ର ୀ ଶ୍ର ୀ ପ୍ର ଧୋେ କହିଛନ୍ତି ମର୍ଯ ଗତ ଇ ୧୧ ତୋରିଖ୍ ମର େୂଆଦିଲ୍ଲ ୀ ସ୍ଥ ି ତ ବିଜ୍ଞ ୋେ ଭବେ ଠୋମର ବିଶିଷ୍ଟ
ବୟକ୍ତିବିମଶଷଙ୍କ କରକ ଳମର “ମ ୋଦି @ ୨୦– ଡ୍ର ି ସ ି ଟ୍ ମଡ ି ଭରି ” ପୁସ୍ତ କ ଉମେମୋଚେ ମହୋଇଥି ୋ । ଏହି
ପୁସ୍ତ କମର ୨୨ଟି ମକ୍ଷତ୍ରର ସୁେୋ ଧେୟ ମ ଖ୍ କଙ୍କ ଦ୍ୱ ୋ ରୋ ୨୧ ପ୍ର ବନ୍ଧର ସଂକଳେ ମହୋଇଛି । ପ୍ର ଧୋେ ନ୍ତ୍ର ୀ
ମ ୋଦି ୨୦୦୧ରୁ ଗୁେୁରୋଟର ୁ ଖ୍ ୟ ନ୍ତ୍ର ୀ ଏବଂ ମଦଶର ପ୍ର ଧୋେ ନ୍ତ୍ର ୀ ଭୋବମର ୨୦ ବଷପ ଧରି ରୋେୟ ତଥୋ
େୋତୀୟ ସ୍ତ ରମର ସରକୋରର ୁ ଖ୍ ୟ ଭୋବମର ରହିଥିବୋ ସ ୟମର ତୋଙ୍କ ଚିନ୍ତୋଧୋରୋ ଏବଂ କୋର୍ଯପୟଦକ୍ଷତୋର
ବିଭିନ୍ନ ଦିଗକୁ ପୁସ୍ତ କମର ଉମଲ୍ଲ ଖ୍ କରୋର୍ଯ ୋଇଛି । ମତମବ ମ ୋଦିଙ୍କ ୨୦ ବଷପ ମେତୃତ୍ୱୋଧୀେ ଏହି ବହିକୁ
ଆମ ୋଚେୋ କରିବୋ ୁ ଖ୍ ୟ ବିଷୟବସ୍ତ ୁ େୁମହଁ, ମ ୋଦି ମହଉଛନ୍ତି ପୂର୍ଣ୍ ପ ୋଙ୍ଗ । ।
ମସ କହିଛନ୍ତି ମର୍ଯ ମଦଶ ସ୍ୱ ତନ୍ତ୍ରତୋର ୭୫ ବଷପ ଅବସରମର ଓଡିଶୋକୁ ଶ୍ର ୀ ଶୋହଙ୍କ ଆଗ େ ଦ୍ୱ ୋରୋ ଆ ଓଡିଆ
ସ ୋେର ସ୍ୱ ୋଧୀେତୋର ମେଇ ଓ ଐତିହୟର ସ୍ମ ୃ ତି ଉଜ୍ଜ ି ବୀତ ମହୋଇଛି । “ମ ୋଦି @୨୦ – ଡ୍ର ି ସ ି ଟ୍
ମଡ ି ଭରି” ପୁସ୍ତ କର ମ ଖ୍ କ ଭୋମବ ଶ୍ର ୀ ଶୋହ ଆେି ଉପସ୍ଥିତ ମହବୋ ଗବପର ବିଷୟ । ମ ୋଦିଙ୍କର ବିଚୋର ,
ରଣେୀତି, ବୟୋପକତୋ ତଥୋ ତୋଙ୍କ ଭଳି େମଣ ହି ୋଳୟ ସଦୃଶ ମେତୃତ୍ୱ କୁ ଖ୍ ୁ ବ କ ମ ୋକ େୋଣିଛନ୍ତ ି । ମସହି
କ ମ ୋକଙ୍କ ଧ୍ୟ ରୁ ଶ୍ର ୀ ଶୋହ ଅେୟତ । ମ ୋଦିଙ୍କ ବଳିଷ୍ଠ ମେତୃତ୍ୱ ଓ ବିଚୋର ଉପମର ଓଡିଶୋବୋସୀଙ୍କ ୁ
ୋଗପଦଶପେ ମଦଇଥି ବୋରୁ ୋେୟବର ଗୃହ ନ୍ତ୍ର ୀ ଙ୍କ ୁ ଶ୍ର ୀ ପ୍ର ଧୋେ ଧେୟବୋଦ େଣୋଇଛନ୍ତି ।
*********************

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version