• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲେନୋଭୋର ନୂଆ ରେଞ୍ଜ୍‌ର ୟୋଗା ଓ ଲିଜନ୍ ଲାପ୍‌ଟପ୍‌କୁ ସୃଜନଶୀଳତା ଓ ଖେଳ ପାଇଁ ଶକ୍ତି ସହ ସଶକ୍ତ କରାଯାଇଛି

Proprietor Abhimanyu Maharana by Proprietor Abhimanyu Maharana
August 8, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଲେନୋଭୋର ନୂଆ ରେଞ୍ଜ୍‌ର ୟୋଗା ଓ ଲିଜନ୍ ଲାପ୍‌ଟପ୍‌କୁ ସୃଜନଶୀଳତା ଓ ଖେଳ ପାଇଁ ଶକ୍ତି ସହ ସଶକ୍ତ କରାଯାଇଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ଭୁବନେଶ୍ୱର :-  ଲେନୋଭୋ ପକ୍ଷରୁ ଭାରତରେ ଏହାର ପରବର୍ତୀ ପିଢିର ଜୁଏଲ୍ କ୍ରାଫ୍ଟେଡ୍ ୟୋଗା ସିରିଜ୍‌; ଦ ବ୍ୟାଟେଲ୍‌-ରେଡି ଲିଜନ୍ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ଲାପ୍‌ଟପ୍‌ର ଉନ୍ମୋଚନ କରାଯାଇଛି ଯାହା ଉପଭୋକ୍ତାଙ୍କୁ ନିଜ ଶୈଳୀରେ ଅଧିକ କିଛି କରିବା ପାଇଁ ସଶକ୍ତ କରୁଛି । ଏହି ନୂତନ ଶୃଙ୍ଖଳାରେ ଲିଜନ୍ ୫ଆଇ, ଲିଜନ୍ ୫ଆଇ ପ୍ରୋ, ଲିଜନ୍ ସ୍ଲିମ୍ ୭ଆଇ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ୩ଆଇ ସହିତ ୟୋଗା ୯ଆଇ, ୟୋଗା ସ୍ଲିମ୍ ୭ଆଇ ପ୍ରୋ ଓ ୟୋଗା ୭ଆଇ ସାମିଲ ରହିଛି । ୟୋଗା, ଲିଜନ୍ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ଲାପ୍‌ଟପ୍‌ଗୁଡିକ ଲେନୋଭୋ ଡଟ୍ କମ୍ ଏବଂ ଭୁବନେଶ୍ୱର ଲେନୋଭୋ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ

ଏସମ୍ପର୍କରେ ଲେନୋଭୋ ଇଣ୍ଡିଆର କଞ୍ଜ୍ୟୁମର ନର୍ଥ ଆଣ୍ଡ ଇଷ୍ଟ୍‌-ସେଲ୍‌ସ ହେଡ୍ ବିପୁଲ୍ ମାଥୁର କହିଛନ୍ତି, “ପୂର୍ବାଂଚଳ ଭାରତରେ ୬୦ରୁ ଅଧିକ ଲେନୋଭୋ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ଗୁଡିକ ସହିତ ଗ୍ରାହକମାନେ ଆମର ନୂଆ ରେଞ୍ଜର ୟୋଗା, ଲିଜନ୍ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ଲାପ୍‌ଟପ୍‌ଗୁଡିକରେ  ଶୁଦ୍ଧ ପ୍ରଦର୍ଶନ ଓ ଆରାମଦାୟକ ଗତିଶୀଳତା  କିଭଳି ଦେଖାଯାଏ ତାହାର ଅନୁଭୂତି ପାଇବାକୁ ସକ୍ଷମ ହେବେ ।  ଆମ ଷ୍ଟୋର୍‌ଗୁଡିକରେ ଥିବା ଆମର ଟିମ୍ ଗ୍ରାହକଙ୍କୁ ଖେଳ ହେଉ କିମ୍ବା କଂଟେଂଟ୍ କ୍ରିଏଶନ ପାଇଁ, ସଠିକ୍ ଡିଭାଇସ୍ ଚୟନ କରିବାରେ ସାହାଯ୍ୟ କରିବା ପାଇଁ ସୁସଜ୍ଜିତ ରହିଛି । ମୁଁ ନିଶ୍ଚିତ ଯେ, ଆମର ଗ୍ରାହକମାନେ ଆମର ନୂଆ ରେଞ୍ଜ୍‌ର ଲାପ୍‌ଟପ୍‌ଗୁଡିକରେ ନୂଆ ଫିଚର, ଡ୍ୟୁରାବୁଲ ଷ୍ଟାଇଲ୍ ଓ ଉନ୍ନତ ଏର୍ଗୋନୋମିକ୍ସକୁ ପସନ୍ଦ କରିବେ ।”

ଲେନୋଭୋ ୟୋଗା ୯ଆଇ, ୟୋଗା ସ୍ଲିମ୍ ୭ଆଇ ପ୍ରୋ ଓ ୟୋଗା ୭ଆଇ ଓଟ୍‌ମିଲ୍‌, ଷ୍ଟର୍ମ ଗ୍ରେ ଓ ସ୍ଲେଟ୍ ଗ୍ରେ କଲର୍‌ରେ ଆସୁଛି ଏବଂ ଏଗୁଡିକ ଯଥାକ୍ରମେ ୧,୬୯,୯୯୦ ଟଙ୍କା, ୧୦୬,୯୯୦ ଟଙ୍କା ଓ ୧,୧୪,୯୯୦ ଟଙ୍କାରେ ଉପଲବ୍ଧ ହେବ । ଲିଜନ୍ ୫ଆଇ, ଲିଜନ୍ ୫ଆଇ  ପ୍ରୋ ଷ୍ଟର୍ମ ଗ୍ରେ କଲର୍‌ରେ ଏବଂ  ଲିଜନ୍ ସ୍ଲିମ୍ ୭ଆଇ  ଯଥାକ୍ରମେ ୧୪୪,୯୯୦ ଟଙ୍କା, ୧୬୪,୯୯୦ ଟଙ୍କା ଓ ୧୫୦,୯୯୦ ଟଙ୍କାରେ ଉପଲବ୍ଧ ହେବ । ଓନିକ୍ସ ଗ୍ରେ କଲର୍‌ରେ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ୩ଆଇ ୮୪,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version