• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍‌ର ନୂଆ କେନ୍ଦ୍ର ଝାରସୁଗୁଡ଼ାରେ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
July 17, 2022
in ଓଡ଼ିଶା, ଝାରସୁଗୁଡା, ମହାନଗର, ହୋମ୍
0
କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍‌ର ନୂଆ କେନ୍ଦ୍ର ଝାରସୁଗୁଡ଼ାରେ ଉଦ୍‌ଘାଟିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍ ହେଉଛି ପୂର୍ବ ଭାରତ ଓ ଦେଶର ଅନ୍ୟ ପ୍ରାନ୍ତ ମଧ୍ୟରେ ଆଦ୍ୟ ବାଲ୍ୟକାଳ ଶିକ୍ଷାର ଗୁଣାତ୍ମକ ମାନରେ ରହିଥିବା ଅଭାବକୁ ଦୂର କରିବା ଲାଗି ଏକ ଅଭିଯାନ । ଏହା ଝାରସୁଗୁଡ଼ାରେ ନୂତନ କେନ୍ଦ୍ର ଖୋଲିଛି । ରବିବାର (ଜୁଲାଇ ୧୭, ୨୦୨୨) ଦିନ ଝାରସୁଗୁଡ଼ାର ମଙ୍ଗଲବଜାରରେ କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲର ନୂଆ କେନ୍ଦ୍ରକୁ ବେଦାନ୍ତ ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନିଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ଓ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସଙ୍କ ପ୍ରତିନିଧି ମିସ୍ ଦୀପାଲି ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କ୍ୟୁରିଅସ୍ କବ୍‌ସର ପ୍ରଥମ ଶାଖା ସମ୍ବଲପୁରରେ ରହିଛି ଯାହା ହେଉଛି ସମ୍ବଲପୁର, ରାଉରକେଲା ଓ ଭୁବନେଶ୍ୱର ଆଦିରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଅନ୍ୟତମ ଅଗ୍ରଣୀ ପ୍ରି-ସ୍କୁଲ୍‌ରେ ପରିଣତ ହୋଇଛି । କ୍ୟୁରିଅସ୍ କବ୍‌ସର ସହ ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷା ମିସ୍ ଦେବଶ୍ରୀ ଦେବଯାନି ନିଜ ଅଭିଭାଷଣରେ କହିଛନ୍ତି ଯେ ଏହି ସ୍କୁଲର ଯାତ୍ରା ୭ ଜଣ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ ହୋଇ ୫ରୁ ଅଧିକ କେନ୍ଦ୍ରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀରେ ପହଂଚିଛି । ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ସଂସ୍ଥା ଯାହାର ୮୦ରୁ ଅଧିକ ମହିଳା ଷ୍ଟାଫ୍ ରହିଛନ୍ତି । ଭାରତର ୧୫୦୦+ ଏକ୍‌ସିଡ୍ ସ୍କୁଲ୍ ମଧ୍ୟରେ ଶ୍ରେଷ୍ଠ ୨୫ ପ୍ରେରଣାଦାୟୀ ସ୍କୁଲ ମଧ୍ୟରେ ଏହା ସ୍ଥାନ ପାଇଛି ।

“୨୫ ଷ୍ଟୋରିଜ୍ ଆବାଉଟ୍ ଏକ ମିଲିଅନ୍‌ ଚିଲ୍‌ଡ୍ରେନ୍‌’ ପୁସ୍ତକରେ ନିକଟରେ ତାହା ପ୍ରକାଶ ପାଇଥିଲା । କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ, ଝାରସୁଗୁଡ଼ାର ନିର୍ଦେଶକ ମିସ୍ ଶିତଲ ଅଗ୍ରୱାଲ୍ କହିଛନ୍ତି ଯେ, “କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ ହେଉଛି ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଓ ଅନ୍ୟତମ ପ୍ରିମିୟମ୍ ପ୍ରି-ସ୍କୁଲ ଓ ଏହାର ଉପସ୍ଥିତି ସମ୍ବଲପୁର, ରାଉରକେଲା, ଭୁବନେଶ୍ୱର ଓ ଏବେ ଝାରସୁଗୁଡ଼ାରେ ରହିଛି । ଏହା ନିଜର ଆନ୍ତର୍ଜାତିକ ପାଠ୍ୟକ୍ରମ, ଉନ୍ନତ ଭିତିଭୂମି ଓ ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପରିଚିତ । ୧ : ୧୦ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତ ସହିତ ଆମେ ପାରମ୍ପରିକ ଶିକ୍ଷାଦାନ ପଦ୍ଧତିକୁ ବଦଳାଇବାକୁ ଚାହୁଁଛୁ । ଆମର ଶିକ୍ଷକମାନେ ପରୀକ୍ଷାମୂଳକ ଉପାୟରେ ପାଠ ପଢ଼ାଉଛନ୍ତି ଯାହା କେବଳ “କହିବା’ ଶିକ୍ଷାଦାନ ପଦ୍ଧିିକୁ ବଦଳାଇଛି ।

ଆମେ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରୁଥିବା ବେଳେ ଚାପ ମୁକ୍ତ ଓ ସହାୟକ ପରିବେଶ ସୁନିଶ୍ଚିତ କରୁଛୁ । ଦେଶର ଶ୍ରେଷ୍ଠ ସ୍କୁଲର ଶିକ୍ଷା ବିଶେଷଜ୍ଞମାନଙ୍କ ଦ୍ୱାରା ଆମ ଶିକ୍ଷକମାନେ ତାଲିମପ୍ରାପ୍ତ । ଆମେ ଖୁସି ବ୍ୟକ୍ତିତ୍ୱ ପ୍ରସ୍ତୁତ କରିବା ଉପରେ ବିଶ୍ୱାସ କରୁ ଏବଂ ପିଲାମାନଙ୍କ ସାମଗ୍ରିକ ବିକାଶ ଉପରେ ଆମେ ଗୁରୁତ୍ୱ ଦେଉଛୁ । ପିଲାମାନଙ୍କ ସୁରକ୍ଷା ଓ ଆରାମ ଉପରେ ମଧ୍ୟ ଆମେ ଧ୍ୟାନ ଦେଉଛୁ । ଆମ କ୍ୟାମ୍ପସରେ ସିସିଟିଭି ଲାଗିଛି ଏବଂ ଆମର ସବୁ ଶ୍ରେଣୀ ଗୃହରେ ଏସି ରହିଛି । ଆମେ ଆଦ୍ୟ ବାଲ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଚାହୁଁଛୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ୩୫ ଗ୍ରାମ ଓଜନ ର ସୁନାଚେନ ଚୋରି ସାଧା ପୋଷାକଧାରୀ ପୋଲିସ ଅଭିଯୁକ୍ତ କୂ କାବୁ କଲେ

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ୩୫ ଗ୍ରାମ ଓଜନ ର ସୁନାଚେନ ଚୋରି ସାଧା ପୋଷାକଧାରୀ ପୋଲିସ ଅଭିଯୁକ୍ତ କୂ କାବୁ କଲେ

June 9, 2026
ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ

June 9, 2026
 ୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା 

 ୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା 

June 9, 2026
ପୂରାତନ ଶିକ୍ଷାର୍ଥୀ ଙ୍କ ବନ୍ଧୁ ମିଳନ

ପୂରାତନ ଶିକ୍ଷାର୍ଥୀ ଙ୍କ ବନ୍ଧୁ ମିଳନ

June 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ୩୫ ଗ୍ରାମ ଓଜନ ର ସୁନାଚେନ ଚୋରି ସାଧା ପୋଷାକଧାରୀ ପୋଲିସ ଅଭିଯୁକ୍ତ କୂ କାବୁ କଲେ

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ୩୫ ଗ୍ରାମ ଓଜନ ର ସୁନାଚେନ ଚୋରି ସାଧା ପୋଷାକଧାରୀ ପୋଲିସ ଅଭିଯୁକ୍ତ କୂ କାବୁ କଲେ

June 9, 2026
ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ

June 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version