• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ମୁଥୁଟ୍ ଫାଇନାନ୍ସ ସହଭାଗିତାରେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ସୁନା ଋଣ ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
July 11, 2022
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ମୁଥୁଟ୍ ଫାଇନାନ୍ସ ସହଭାଗିତାରେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ସୁନା ଋଣ ପ୍ରଦାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ଭୁବନେଶ୍ୱର :- ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଋଣ ପାଇଁ ସହଜ ପହଂଚ ପ୍ରଦାନ କରିବା ଆରମ୍ଭ କରିଛି । ବ୍ୟାଙ୍କର ଗ୍ରାହକମାନେ ଏବେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ଏକ ମିନିଟ୍ ମଧ୍ୟରେ ମୁଥୁଟ୍ ଫାଇନାନ୍ସରୁ ସୁନା ଋଣ ପାଇଁ ଆବେଦନ କରିପାରିବେ । ଏହି ସହଭାଗିତା ସହ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଗ୍ରାହକମାନେ ମୁଥୁଟ୍ ଫାଇନାନ୍ସରୁ ଶୂନ ପ୍ରୋସେସିଂ ଫି’ ସହିତ ବାଧାମୁକ୍ତ ସୁନା ଋଣ ପାଇପାରିବେ । ସର୍ବାଧିକ ମୂଲ୍ୟ ପ୍ରଦାନ କରି ମୁଥୁଟ୍ ଫାଇନାନ୍ସ ସୁନା ମୂଲ୍ୟର ସର୍ବାଧିକ ୭୫%କୁ ଋଣ ଭାବେ ପ୍ରଦାନ କରୁଛି । ଗ୍ରାହକମାନେ ୫୦,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ମୂଲ୍ୟର ଋଣ ରାଶି ପାଇଁ ଡୋର୍‌ଷ୍ଟେପ୍ ବିତରଣ ପାଇପାରିବେ ।

ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ଗ୍ରାହକମାନେ ୩୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ସ୍ୱଳ୍ପ ଋଣ ରାଶି ପାଇଁ ଏବଂ ସର୍ବନିମ୍ନ ୭ ଦିନରୁ ଆରମ୍ଭ ହେଉଥିବା ଏକ ସ୍ୱଳ୍ପାବଧି ପାଇଁ ଆବେଦନ କରିପାରିବେ । ଏହି ନମନୀୟ ପେମେଂଟ୍ ବିକଳ୍ପ ଗ୍ରାହକଙ୍କୁ ମାଚ୍ୟୁରିଟି ତାରିଖ ପୂର୍ବରୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଆଶିଂକ ପେମେଂଟ୍ କିମ୍ବା ସମ୍ପୂର୍ଣ୍ଣ ପେମେଂଟ୍ କରିବାକୁ ଅନୁମତି ଦେଉଛି । ଗ୍ରାହକମାନେ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ୫ ଲକ୍ଷ ପଡୋଶୀ ବ୍ୟାଙ୍କିଙ୍ଗ ପଏଂଟ୍‌ଗୁଡିକୁ ପରିଦର୍ଶନ କରି ଏକ ସୁନା ଋଣ ପାଇଁ ଆବେଦନ କରିପାରିବେ । ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ- ଗଣେଶ ଅନନ୍ଥନାରାୟଣନ୍ କହିଛନ୍ତି, “ସୁନା ଋଣଗୁଡିକ ସୁରକ୍ଷିତ ଋଣ ଅଟେ ଯାହାକୁ ବ୍ୟକ୍ତିଗତଠାରୁ ଆରମ୍ଭ କରି ପେସାଦାର ପର୍ଯ୍ୟନ୍ତ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ହାସଲ କରାଯାଇପାରିବ ।

ଆମେ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ସୁନା ଋଣ ପାଇଁ ସହଜ ପହଂଚ ପ୍ରଦାନ କରିବା ଲାଗି ମୁଥୁଟ୍ ଫାଇନାନ୍ସ ସହ ସହଭାଗିତା କରି ଖୁସି ଅନୁଭବ କରୁଛୁ । ମୁଥୁଟ୍ ଫାଇନାନ୍ସ ଦ୍ୱାରା ପ୍ରଦାନ କରାଯାଉଥିବା ନମନୀୟ ପରିଶୋଧ ସୁବିଧା ଏହାକୁ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ସମାଧାନରେ ପରିଣତ କରୁଛି ଯେଉଁମାନେ ସ୍ୱଳ୍ପ କିମ୍ବା ଦୀର୍ଘାବଧି ଋଣ ଚାହୁଁଛନ୍ତି । ଆମେ ସକରାତ୍ମକ ରହିଛୁ ଯେ, ଆମର ଗ୍ରାହକମାନେ ଏଥିରୁ ଉପକୃତ ହେବେ ।”

ଏହି ସହଭାଗିତା ସମ୍ପର୍କରେ ମତ ରଖି ମୁଥୁଟ୍ ଫାଇନାନ୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକ୍‌ଜ୍ୟାଣ୍ଡର ଜର୍ଜ ମୁଥୁଟ୍ କହିଛନ୍ତି, ‘ଆମେ ଗ୍ରାହକଙ୍କ ପାଇଁ ଏକ ପ୍ରଭାବୀ ଓ ସମାବେଶୀ ଋଣ ସମାଧାନ ଆଣିବା ପାଇଁ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ସହ ସହଭାଗିତା କରି ଉତ୍ସାହିତ ରହିଛୁ । ଏହି ସହଭାଗିତା ନିଜର ସୁନା ସମ୍ପତି ଉପରେ ଶୀଘ୍ର ତରତଳା ଚାହୁଁଥିବା ଗ୍ରାହକଙ୍କୁ ସୁରକ୍ଷିତ ଓ ସୁଲଭ ଋଣ ପାଇଁ ପହଂଚ ପ୍ରଦାନ କରିବ । ଆମେ ବିଭିନ୍ନ ଭୌଗୋଳିକ ଅବସ୍ଥିତି ଓ ଆଧାରରେ ଗ୍ରାହକଙ୍କର ଏକ ବିସ୍ତୃତ ଶୃଙ୍ଖଳାକୁ ସେବା ପ୍ରଦାନ କରିବା ପାଇଁ ଖୁସି ଅନୁଭବ କରୁଛୁ ।’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version