No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ମାଲକାନଗିରି,ପଡିଆ :- ମାଲକାନଗିରି ପୈ।ର ପରିଷଦର ସାଂସଦ ପ୍ରତିନିଧି ଭାବେ ଚୟନ ହେଲେ ଶ୍ରୀ କୃଷ୍ଣ ଚନ୍ଦ୍ର ପାଳ । କୃଷ୍ଣ ଚନ୍ଦ୍ର ପାଳ ପୂର୍ବରୁ ମାଲକାନଗିରି ପୈ।ର ପରିଷଦର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଅବସର ପରେ ବିଜୁ ଜନତା ଦଳରେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିଥିଲେ ।
ତାଙ୍କର କାର୍ଯ୍ୟ ଦକ୍ଷତା ଓ ନିଷ୍ଠା କୁ ଦୃଷ୍ଟିରେ ରଖି ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ତାଙ୍କୁ ମାଲକାନଗିରି ପୈ।ର ପରିଷଦର ସାଂସଦ ପ୍ରତିନିଧି ଭାବେ ଚୟନ କରିଛନ୍ତି । ଏହା ପରେ ଶ୍ରୀ କୃଷ୍ଣ ଚନ୍ଦ୍ର ପାଳ ଆଜି ମାଲକାନଗିରି ପୈ।ର ପରିଷଦକୁ ଯାଇ ସେଠାରେ ମାଲକାନଗିରି ପୈ।ରାଧ୍ୟକ୍ଷ ଶ୍ରୀ ମନୋଜ କୁମାର ବାରିକ ଓ ମାଲକାନଗିରି ପୈ।ର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିଶୂଳ ମାରଡିଙ୍କ କାର୍ଯ୍ୟଳୟ ଠାରେ ସାକ୍ଷାତ କରିଥିଲେ ।

No Result
View All Result