• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାଲଲକାନଗିରି ମ୍ୟୁନିସପାଲିଟିରେ ଜନ୍ମ ପଞ୍ଜିକରଣର ସର୍ଟିଫିକେଟ ପାଇଁ : ଜବରଦସ୍ତ ୩୫୦ ଟଙ୍କା ଆଦାୟ – ଅଧ୍ୟକ୍ଷ ମନୋଜ କର୍ମଚାରୀଙ୍କୁ ତାଗିଦ କଲେ

Proprietor Abhimanyu Maharana by Proprietor Abhimanyu Maharana
July 8, 2022
in ଓଡ଼ିଶା, ମାଲକାନଗିରି, ହୋମ୍
0
ମାଲଲକାନଗିରି ମ୍ୟୁନିସପାଲିଟିରେ ଜନ୍ମ ପଞ୍ଜିକରଣର ସର୍ଟିଫିକେଟ ପାଇଁ : ଜବରଦସ୍ତ ୩୫୦ ଟଙ୍କା ଆଦାୟ – ଅଧ୍ୟକ୍ଷ ମନୋଜ କର୍ମଚାରୀଙ୍କୁ ତାଗିଦ କଲେ
Share on FacebookShare on TwitterWhatsapp

ମହଙ୍ଗା ପଡ଼ିବ ଟଙ୍କା ଆଦାୟ

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ମାଲକାନଗିରି :- ଜନ୍ମ ପଞ୍ଜିକରଣର ସର୍ଟିଫିକେଟ ପାଇଁ ଜବରଦସ୍ତ ଆଦାୟ ,ଜନ୍ମ ପଞ୍ଜିକରଣର ସର୍ଟିଫିକେଟ ପାଇଁ ଜବରଦସ୍ତ ଆଦାୟ , କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନିସପାଲଟିରେ ଗତ ଦୁଇ ଦିନ ତଳେ କିପରି ଜନ୍ମ ପଞ୍ଜିକରଣର ସର୍ଟିଫିକେଟ ପାଇଁ ଜବରଦସ୍ତ ୩୫୦ ଟଙ୍କା ଆଦାୟ କରାଯାଉଥିଲା । ସେନେଇ ଭିଡିଓ ଭାଇରାଲ ହେବା ପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣକରାଗଲା । ଏହି ଘଟଣା ଥମିନଥିବା ବେଳେ ଏବେ ମାଲକାନଗିରି ମ୍ୟୁନିସପାଲିଟିରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଏମଭି-୪୨ ଗ୍ରାମର ପରିତୋଷ ବିଶ୍ବାସ ଏବଂ ତାଂକର ମାଆ ମୀନତି ବିଶ୍ବାସ ମାଲକାନଗିରି ମ୍ୟୁନିସପାଲଟିକୁ ଆସି ନିଜର ଚାଉଳ କାର୍ଡକୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବର୍ତନ କରିବା ପାଇଁ ବାରମ୍ବାର ଡିଟିପି ଅପରେଟର ସୁଦେବ ମଣ୍ଡଳଙ୍କୁ ନେହୁରା ହେଉଥିଲେ ମଧ୍ୟ ସେ ୨ ହଜାର ଟଙ୍କା ନଦେଲେ କାମ ହୋଇପାରି ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ । ତେବେ ପରିତୋଷ ଜଣେ ଅତି ଗରିବ ଲୋକ ହୋଇଥିବାରୁ ସେ ଏହି କଥାକୁ ଭିଡିଓ ରେକର୍ଡିଂ କରିପାରିନଥିଲା । କିନ୍ତୁ ନୂତନ ଭାବେ ଦାୟୀତ୍ବ ନେଇଥିବା ଅଧ୍ୟକ୍ଷ ମନୋଜ ବାରିକଙ୍କୁ ଅଭିଯୋଗ କରିଥିଲା ।

ମନୋଜ ବାରିକ ଏହା ସତ ନା ମିଛ ଜାଣିବା ପାଇଁ ତୁରନ୍ତ ୨ ହଜାର ଟଙ୍କା ଦେବାକୁ କହିଥିଲେ । ପରିତୋଷ ଡିଟିପି ଅପରେଟର ସୁଦେବକୁ ୨ ହଜାର ଟଙ୍କା ଦେବା ପରେ କାମ ହୋଇଯିବ ବୋଲି ସେ କହିଥିଲା । ଏହି ସମୟରେ ମନୋଜ ସୁଦେବକୁ ଧରିଥିଲେ । ତୁରନ୍ତ ନିଜ କକ୍ଷକୁ ଡାକିବା ସହ ଅନ୍ୟ କର୍ମଚାରୀମାନଙ୍କ ସହ ଯୋଗାଣ ଅଧିକାରୀ,ନିର୍ବାହୀ ଅଧିକାରୀଙ୍କୁ ଡାକି ଏ ସମସ୍ତ ବିଷୟରେ ଅବଗତ କରାଇଥିଲେ।ସୁଦେବକୁ ଟଙ୍କା କାହିଁକି ନେଲ ବୋଲି ପଚାରିବାରୁ ସେ କିଛି କହିନଥିଲା । କିନ୍ତୁ ଟଂକା ନେବା କଥାକୁ ସ୍ବୀକାର କରିଥିଲା ।

ତେବେ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇବା ସହ କାର‌୍ୟ୍ୟାନୁଷ୍ଠାନ ପାଇଁ କହିବେ ବୋଲି ପ୍ରକାଶ କରିଥିଲେ । ତେବେ ସେ କିପରି ଜଣେ ଡିଟିପି ଅପରେଟର ଟଙ୍କା ନେଉଥିବା କଥା ଜାଣିନାହାନ୍ତି ସଂଦେହ ସୃଷ୍ଟି କରୁଛି । ଏହା ଦୀର୍ଘ ଦିନ ହେଲା ଚାଲିଆସୁଥିବା ସ୍ଥାନୀୟ ଲୋକେ କହିଥିଲେ।ସମସ୍ତଙ୍କ ଅଗୋଚରରେ ଏଭଳି କାମ ଚାଲିଥିବା କୁହାଯାଇଛି ।

ତେବେ ସର୍ଭିସ ପ୍ରଭାଡରମାନଙ୍କ ଦ୍ବାରା ଏହି ଡିଟିପି ଅପରେଟରମାନେ ନିଯୁକ୍ତି ପାଇଥାନ୍ତି । ଦରମା ପାଇବା ସହ ମୋଟା ଅଂକର ଉତ୍କୋଚ ନେଇ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି । ତେବେ ଜିଲ୍ଲା ଯୋଗାଣ ବିଭାଗ କି କାର‌୍ୟ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା । ତେବେ ମ୍ୟୁନିସପାଲଟିରେ ଅନ୍ୟ ବିଭାଗରେ କିପରି କାମ ଚାଲିଛି ତାହାକୁ ମଧ୍ୟ ଅଧ୍ୟକ୍ଷ ମହୋଦୟ ତଦାରଖ କରନ୍ତୁ ବୋଲି ଦାବି ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

July 24, 2026
ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର

July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା

July 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version