ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି । ଏହି ମାଓବାଦୀ ଗୋଷ୍ଠୀଟି KKBN ସଙ୍ଗଠନର ବୋଲି ଜଣାପଡିଛି ।

ଉକ୍ତ ଗୁଳି ବିନିମୟରେ କୌଣସି ମୃତାହତ ହେବାର ସୂଚନା ମିଳିନଥିବା ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହେଇଛି ବୋଲି କଳାହାଣ୍ଡି ଏସ୍ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । କିଛିଦିନ ତଳେ ନୂଆପଡାରେ ଏକ ମାଓବାଦୀ ଆକ୍ରମଣ ପରେ କଳାହାଣ୍ଡିରେ ମଧ୍ୟ ବଡ଼ ଧରଣର ମାଓବାଦୀ ଆକ୍ରମଣର ଯୋଜନା କରୁଥିଲେ ବୋଲି ଏସ୍ପି ସୂଚନା ଦେଇଛନ୍ତି ।