• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅରୁଣ ନାୟକଙ୍କ ଅନୁଭୂତିରେ : ଡ.ଅରୁଣ

Proprietor Abhimanyu Maharana by Proprietor Abhimanyu Maharana
June 14, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଅରୁଣ ନାୟକଙ୍କ ଅନୁଭୂତିରେ : ଡ.ଅରୁଣ
Share on FacebookShare on TwitterWhatsapp

ସୌଜନ୍ୟ :- ଅରୁଣ ନାୟକ

ଓଡ଼ିଶା ତାଜା ନ୍ୟୁଜ୍/୧୩ ଜୁନ ସୋମବାର/ଭୁବନେଶ୍ୱର :- ରଜ୍ୟ ମନ୍ତ୍ରୀମଣ୍ଡଳର ନବୀକରଣ ପରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କ ସପକ୍ଷରେ ଏବଂ ବିପକ୍ଷରେ ଏବେ ଢେର୍ ଚର୍ଚ୍ଚା । ସତେ ଯେମିତି ସେ ଏକ ମାତ୍ର ରାଜନେତା ଯାହାଙ୍କୁ, ଏଥର ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆ ଯାଇଛି…! ଏଇ ଭଳି ଏକ ଘଟଣା ୨୦୧୪ ରୁ ୨୦୧୯ ସରକାରରେ ମଧ୍ୟ ଘଟିଥିଲା । ତିନି ବର୍ଷ ମନ୍ତ୍ରୀ ମଣ୍ଡଳରେ ରହି, ସେଠୁ ସେ’ ଓହୋରି ଯାଇ, ୨୦୧୯ ନିର୍ବାଚନ ପାଇଁ ସଙ୍ଗଠନ କାର୍ଯ୍ୟରେ ନିଜକୁ ନିୟୋଜନ କରିଥିଲେ । ଏଥର ମଧ୍ୟ ସେଇଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି । ତେବେ ମୁଁ ସ୍ପଷ୍ଟ ଅନୁମାନ କରି ପାରୁଚି, ଯୋଉମାନେ ଏବେ ତାଙ୍କ ବିରୋଧରେ ଚର୍ଚ୍ଚା କରୁଛନ୍ତି, ସେମାନେ ହୁଏତ ଅରୁଣ ସାହୁଙ୍କୁ ଅଥବା ତାଙ୍କ ବ୍ୟକ୍ତିତ୍ୱକୁ ସଠିକ୍ ଭାବରେ ଚିହ୍ନିନାହାଁନ୍ତି କିମ୍ବା ଜାଣି ନାହାଁନ୍ତି । ନହେଲେ ନିଶ୍ଚିନ୍ତ ଭାବରେ ଅରୁଣ ସାହୁଙ୍କ ଦ୍ୱାରା ତାଙ୍କ ସ୍ୱାର୍ଥ ପୂରଣ ହେଇନି କିମ୍ବା ଇଏ ସେମାନଙ୍କର ରାଜନୈତିକ ଶତ୍ରୁ ।

ଅରୁଣ ସାହୁଙ୍କୁ ୨୦୦୪ ମସିହାରୁ ମୁଁ ଜାଣେ…। ଅତି ନିକଟରୁ । ତାଙ୍କ ବ୍ୟକ୍ତିତ୍ୱରେ ମୁଁ ଘୋର୍ ମାତ୍ରାରେ ପ୍ରଭାବିତ… ଏବେ କେବଳ ଗୋଟିଏ କଥା କହିବି, ଆମ ରାଜ୍ୟ ଆଜି ଜଣେ ଦୂରଦର୍ଶୀ ଏବଂ ଭଲ କୃଷି ମନ୍ତ୍ରୀ ହରେଇଛି । ଏଇ କଥାର ପ୍ରମାଣ, ଆପଣ ମାନେ ସମସ୍ତେ ନିଜନିଜ ଅଞ୍ଚଳର କୃଷି ବିଭାଗର ଅଧିକାରୀ ଅଥବା କର୍ମଚାରୀ ମାନଙ୍କଠାରୁ ବୁଝି ପ୍ରମାଣ ପାଇ ପାରିବେ । ଇଏ ଏଭଳି ଜଣେ ମନ୍ତ୍ରୀ ଥିଲେ- ଯାହାଙ୍କ ପାଖକୁ ଯିବାପାଇଁ କୌଣସି ଚିଟ୍ କିମ୍ବା ଚିରକୁଟ୍ ର ଆବଶ୍ୟକ ନଥିଲା। ବରଂ କୃଷକ ମାନେ ଆସିଲେ, ନିଜ ଗାଡିରେ ବସେଇ, ନିଜେ ଗାଡି ଡ୍ରାଇଭିଂ କରି ସେମାନଙ୍କୁ ଅଫିସ୍ କୁ ନେଇ ବ୍ୟକ୍ତିଗତ ସଚିବଙ୍କ ସହ ପରାମର୍ଶ କରି ସମସ୍ୟାର ସମାଧାନ କରୁଥିଲେ ।ଏମିତି କଲେ, ସେ’ କାହାଠୁ ପୁରସ୍କାର ପାଇବେ, କି’ କାହାକୁ ଦେଖେଇ ହେବେ ବୋଲି ଭାବୁନଥିଲେ ।

ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜଣେ କେହି କୃଷି ଅଧିକାରୀଙ୍କ ଜିଭରେ ହାଡ ନାହିଁ ଯିଏ କହିଦେଇ ପାରିବ ଯେ, ସେ ତା’ର ଟ୍ରାନସଫର୍ ଅଥବା ପୋଷ୍ଟିଂ ପାଇଁ କୃଷିମନ୍ତ୍ରୀଙ୍କୁ ୧ ଟଙ୍କା ବି ଲାଞ୍ଚ ଦେଇଚି…। ଏଇମିତି ଅନେକ ଘଟଣା ରହିଛି । ୟା ଆଗରୁ ମୋ’ ସହ କିମ୍ବା ମୋ ସାମ୍ନାରେ ଘଟିଥିବା କିଛି ଘଟଣା ସମ୍ପର୍କରେ ଆଗରୁ ଆଲୋଚନା କରିଚି…। ଏଇ ଏବେ ନିକଟ ଅତୀତରେ ମୋ’ର ଏକ ଛୋଟିଆ ଅନୁଭୂତି କଥା ଆଜି ଉଲ୍ଲେଖ କରୁଚି…,,  ମ୍ୟୁନିସିପାଲଟି ନିର୍ବାଚନ ସମୟରେ, ମୁଁ ମୋ’ ନିଜ ଇଚ୍ଛାରେ ଦୁଇଜଣ ସିନେମା କଳାକାର ( ବିରେନ୍ ମିଶ୍ର ଏବଂ ଭବାନୀ, ଜଣେ ମୋ’ର ବଡଭାଇ ଆଉ ଜଣେ ବନ୍ଧୁ )ଙ୍କୁ ସାଙ୍ଗରେ ଧରି ନୟାଗଡ ଯାଇଥିଲି । ମୋ’ ସକ୍ଷମ ଅନୁଯାୟୀ, ବନ୍ଧୁ ହିସାବରେ ଅଳ୍ପ କିଛି ପଇସା ନିର୍ବାଚନୀ ଖର୍ଚ୍ଚ ନିମିତ୍ତ ଏକ ଲଫାପାରେ ପୁରେଇ ପକେଟ୍ ରେ ନେଇଥିଲି ।

ତାଙ୍କ ନୟାଗଡ଼ ଘରେ ଗୋଟେ ବନ୍ଦ୍ କୋଠରି ଭିତରେ ତାଙ୍କୁ ଲଫାପା କାଢି ବଢେଇ ଦେଲା ବେଳକୁ ସେ ଚିହିଁକି ଉଠିଲେ । ମୋ ଉପରେ ଭୀଷଣ ମାତ୍ରାରେ ରାଗିଯାଇ କହିଲେ , ଲଫାପା ପକେଟ୍ ରେ ପୁରେଇ ଚୁପଚାପ୍ ଘରକୁ ଫେରିଯାଅ….; ଆଉ କୋଠରୀ ଭିତରେ ଗୋଟାଏ ମୁହୂର୍ତ୍ତ ନ’ରହି ସେ’ କ୍ଷୀପ୍ରବେଗରେ ବାହାରିଗଲେ ।ସେତେବେଳକୁ ରାତି ୧୨ ଟା ଉପରେ, ସେ ଖାଇ ନ’ଥିଲେ, ମତେ ଖାଇବାକୁ ଡାକିଲେ, ମୁଁ ଖାଇ ସାରିଛି ବୋଲି କହିଲି । ଏମିତି କେତେକେତେ ସ୍ମରଣୀୟ ଘଟଣା ମତେ ଭାବପ୍ରବଣ କରିଚି…. ଡକ୍ଟର ଅରୁଣ କୁମାର ସାହୁ, ଜଣେ ନେତା ଭାବରେ କେତେ ସଫଳ କି ବିଫଳ, ସେ ବିଚାର ଆପଣ ମାନଙ୍କର।ମୋ’ ମତରେ ସେ ନିର୍ଭୀକ, ସ୍ୱାଭିମାନୀ, ଭାବପ୍ରବଣ, ସାହିତ୍ୟ-ସଂସ୍କୃତି ପ୍ରେମୀ ଏବଂ ସମାଜ ପାଇଁ ଜଣେ ଭଲ ମଣିଷ….।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version