No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ରାୟଗଡ :- ଅଧ୍ୟାପକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଅନାଥ ପିଲାଙ୍କୁ ଅନ୍ନଦାନ ପ୍ରଦାନ। ସେବକପୂର ସ୍ଥିତ ପର୍ଶୁରାମ ଗୁରୁକୁଳ କଲେଜର ପୂର୍ବତନ ଅଧ୍ୟାପକ ସ୍ବର୍ଗତ k କୃଷ୍ଣ ପ୍ରସାଦ ଙ୍କ ପ୍ରଥମ ଶ୍ରାଧ ବାର୍ଷିକୀ ଅବସରରେ ସ୍ବର୍ଗତ କୃଷ୍ଣପ୍ରସାଦ ଙ୍କ ପରିବାର, ଆମ୍ମା ଚେରିଟେବୁଲ ଟ୍ରଷ୍ଟ(K.ସୀତାପୁର) ଓ ସାଙ୍ଗସାଥି ମାନଙ୍କର ମିଳିତ ସହଯୋଗରେ ଆଜି ଗୋଷାଣୀ ବ୍ଲକ୍ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ୍ ଉରାଡ଼ା ସ୍ଥିତ ବିବେକାନନ୍ଦ

ଅନାଥାଶ୍ରମର ଛାତ୍ର ମାନଙ୍କୁ ଅନ୍ନଦାନ ସହ ପିଲାଙ୍କ ନୀତି ଆବଶ୍ୟକୀୟ ଜିନିଷ ପତ୍ର ତେଲ, ସାବୁନ, ବ୍ରସ ଇତ୍ୟାଦି ବଣ୍ଟନ କରାଯାଇଛି। ଏଥିରେ ଆମ୍ମା ଚେରିଟେବୁଲ ଟ୍ରଷ୍ଟ ର ସମ୍ପାଦକ S ପ୍ରଭାକର, ଟ୍ରଷ୍ଟି N ଜ୍ୟୋତି, ଅଧ୍ୟାପକ N ମୀନା ରାଓ ପ୍ରମୁଖ ଉପସ୍ଥିତ ଥିଲେ। ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି

No Result
View All Result