No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସଦର ମହକୁମା ନୁଆଗଡ ଠାରେ ସି ପି ଆଇ (ଏମiଏଲ )ତରଫରୁ ଏକ ବିଶାଳ ରାଲି କରାଯାଇଥିଲା । ଜିଲ୍ଲା ସମ୍ପାଦକ ବିଦ୍ଯାଧର ପାତ୍ରଙ୍କ ନେତୃତ୍ବରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଫ୍ଲା କାର୍ଡ ଧରି ୧୮ ଦଫା ଦାବିନେଇ ନୂଆଗଡ ମାଣିକେଶ୍ବରୀ ମନ୍ଦିର ଠାରୁ ଅଞ୍ଚଳର ପାରମ୍ପରିକ ଆଦିବାସୀ ନୃତ୍ୟ ରେ ଶୋଭାଯାତ୍ରା ବାହାରି ମୁଖ୍ୟ ବଜାରଦେଇ ତହହସିଲ ଓ ବ୍ଲକ କାର୍ଜ୍ୟାଳୟ ଘେରାଉ କରିଥିଲେ । ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ତହସିଲଦାର ଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ଦିଆଯାଇଛି | ମୁଖ୍ୟତଃ ଦାବିଗୁଡିକ ହେଲା ବ୍ଲକରେ ଶୀତଳ ଭଣ୍ଡାର ,ଶୌଚାଳୟ ,ସହ ଆଦିବାସୀ ମାନଙ୍କୁ ଟାଟା କମ୍ପାନୀର ଶୋଷଣ ଓ ଅଣ ଆଦିବାସୀ ମାନଙ୍କ ଜଙ୍ଗଲ ଜମୀପଟା ରବ୍ଦ ଇତ୍ୟାଦି ରହିଛି ।
ପେଟ୍ରୋଲ ଓ ଡିଜେଲ ଗ୍ୟାସ ଦର ବୃଦ୍ଧି ବଦଂ କରାଯାଉ । ନୂଆଗଡ଼ ବ୍ଲକ୍ ରେ ସମସ୍ତ ରେସନ୍ କାର୍ଡ ଧାରୀଙ୍କୁ ୫୦ କେଜି ଚାଉଳ ଏବଂ ମନରେଗା କାମରେ ୨୦୦ଦିନ କାମ ଦୈନିକ ୫୦୦ ଟଙ୍କା ମଜୁରୀ ପ୍ରଦାନ କରାଯାଉନୂଆଗଡ ବ୍ଲକ୍ ରେ ଗୋଟିଏ ଶୀତଳ ଭଣ୍ଡାର,ଶୌଚାଳୟ ଏବଂ ସମସ୍ତ ଚାଷୀ ମାନଙ୍କୁ ସଠିକ୍ ସମୟରେ ବିହନ ଯୋଗାଇ ଦିଆଯାଉ । ନୂଆଗଡ଼ ବ୍ଲକ୍ ରେ ପୂର୍ବ ପୁରୁଷରୁ ଆଦିବାସୀ ମାନେ ଭୋଗ ଦଖଲ କରି ରଖିଥିବା ଜଙ୍ଗଲ ଜମି ଚିହ୍ନଟ କରିବା ପାଇଁ RI ଓ ଅମିନଙ୍କୁ ମାସିକ ୧୫ ଦିନ ପାଇଁ ତହସିଲଦାର ନିର୍ଦେଶ ଦେବାର ସୁ ବନ୍ଦୋବସ୍ତ୍ କରାଯାଉ ନୂଆଗଡ ବ୍ଲକର ମନରେଗା କାମ ରେ ପଞ୍ଚାୟତର GRS ମାନେ ଶ୍ରମିକ ମାନଙ୍କର ଟଙ୍କା କୁ ହଡପ କରୁଛନ୍ତି ଓ ଏହାକୁ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ବିଧାନ କରାଯାଉ ।
ନୂଆଗଡ ବ୍ଲକ୍ ରେ ସମସ୍ତ ଗରିବ ଲୋକମାନଙ୍କୁ ୨୦୦ ୟୁନିଟ ବିଦ୍ୟୁତ୍ ଯୋଗାଇ ଦିଆଯାଉ ଏବଂ ଟାଟା କମ୍ପାନୀ ଆଦିବାସୀ ଗରିବ ମାନଙ୍କ ଉପରେ ଅତ୍ୟଧିକ ବିଦ୍ୟତ୍ ବିଲ୍ ଠକି ନେବ ବନ୍ଦ କରାଯାଉଖଜୁରୀପଦା ଠାରେ ଥିବା ଖାତା ନଂ ୨୭ ପ୍ଲଟ୍ ନଂ. ୧୮୪/୧୪୭ ପଟ୍ଟା ଜମି ଏବଂ ବଡପଦା ମୌଜା ଖାତା ନଂ .୧୨୭ ପ୍ଲଟ୍ ନଂ .୯୫/୨୭୫ ଟି.ଡି.ଏସ୍ .କ୍ରୟ ବିକ୍ରୟ ଏକ ବିକାଶ କେନ୍ଦ୍ର ଅଣ ଆଦିବାସୀଙ୍କ ଦଖଲରୁ ଉଚ୍ଛେଦ କରାଯାଉ । ଖଜୁରୀପଦା ଆର ଆଇ ଅଫିସ ଠାରେ ମଦ ବିକ୍ରି ବନ୍ଦ କରାଯାଉ ଏବଂ ବିଧବା ଓ ବାର୍ଦ୍ଧକ୍ୟ ମାନଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯାଉ । ଆଦିବାସୀ ମାନଙ୍କର ଭଷା ଏବଂ ସଂସ୍କୃତି କୁ ସାମ୍ବିଧାନିକ ଅଧିକାର ଦେବା ସହ ସଂରକ୍ଷଣ ଅଧିକାର ଦିଆଯାଉ । ନୂଆଗଡ ବ୍ଲକ୍ ର ତାବରଡା ଗ୍ରାମର ଆଦିବାସୀ ମାନଙ୍କର ଦଖଲରେ ରହିଥିବା ଜଙ୍ଗଲ ଜମିକୁ ଆଦିବାସୀ ମାନଙ୍କ ନାମରେ ପଟ୍ଟା କରାଯାଉନୂଆଗଡ ବ୍ଲକ୍ ର ସମସ୍ତ ଗାଁର ଆଦିବାସୀ ମାନଙ୍କୁ ଏଫ ଆର ସି ରେ ସାମିଲ୍ କରାଯାଉନୂଆଗଡ ବ୍ଲକ୍ ର ଜଙ୍ଗଲ ବାସୀଙ୍କଦ୍ଵାରାଆଦାୟକରାଯାଉଥିବାମହୁଲ,
ଝୁଣା,ଝାଡୁ,ହଳଦି ଇତ୍ୟାଦି ଜଙ୍ଗଲ ଦ୍ରବ୍ଯ ଗୁଡିକର କ୍ରୟ ବିକ୍ରୟ ପାଇଁ ମାର୍କେଟିଂ ବ୍ୟବସ୍ଥା କରାଯାଉ । ବିକାଶ ନା ରେ ଜଙ୍ଗଲ ସଂରକ୍ଷଣ ବାହାନାରେ ଆଦିବାସୀଙ୍କ ଜଙ୍ଗଲ ଏବଂ ଜମିର ପ୍ରାକୃତିକ ସମ୍ପଦର ବେଆଇନ୍ ଲୁଟ ବନ୍ଦ କରାଯାଉ । ନୂଆଗଡ ବ୍ଲକ୍ ଗ୍ରାମପଞ୍ଚାୟତ୍ ର ତାବରଡା ଗ୍ରାମର ଗାଡବଡା ଭଲ ପାହାଚ ଠାରେ ଚେକ୍ ଡେମ୍ ନିର୍ମାଣ କରାଯାଉ । ଖଜୁରୀପଦା ଗ୍ରାମପଞ୍ଚାୟତ ରେ ଆଦିବାସୀ ଲୋକ ଶ୍ରୀ ସୁରତ ଗମାଙ୍ଗଙ୍କ ମୁହଁରେ ଅଣ ଆଦିବାସୀଙ୍କ ଦୋକାନକୁ ତୁରନ୍ତ ଉଚ୍ଛେଦ କରାଯାଉ । ତାବରଡା ପଞ୍ଚାୟତର ଆଦିବାସୀ ସାହିର ଅଙ୍ଗନୱାଡିଗୃହ ଦୁଇ ବର୍ଷ ହୋଇ ନିର୍ମାଣ ସରିଛି ତୁରନ୍ତ ସମ୍ପୁର୍ଣ ବିଲ୍ କରାଯାଉ । ନୂଆଗଡ ବ୍ଲକ୍ ରେ ଅଣ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି ତୁରନ୍ତ ଋଦ୍ଦ କରାଯାଉ ମନରେଗା ପାଇଁ ୧ ଲକ୍ଷ ଟଙ୍କାକୁ ୨୫ ହଜାର ପିସି ନେବା ବନ୍ଦ କରାଯାଉ ଏବଂ ଶ୍ରମିକ ମାନଙ୍କୁ ସଠିକ୍ ସମୟରେ ମଜୁରୀ ଦିଆଯାଉ ।
ନୂଆଗଡ ବ୍ଲକ୍ ରେ ଇନ୍ଦିରାଆବାସ ବ୍ୟାପକ ଦୁର୍ନିତି ଓ ଲାଞ୍ଚ କରିବାର ବନ୍ଦ କରାଯାଉ । ପେଟ୍ରୋଲ ଓ ଡିଜେଲ ଗ୍ୟାସ ଦର ବୃଦ୍ଧି ବନ୍ଦ କରାଯାଉ । ନୂଆଗଡ଼ ବ୍ଲକ୍ ରେ ସମସ୍ତ ରେସନ୍ କାର୍ଡ ଧାରୀଙ୍କୁ ୫୦ କେଜି ଚାଉଳ ଏବଂ ମନରେଗା କାମରେ ୨୦୦ଦିନ କାମ ଦୈନିକ ୫୦୦ ଟଙ୍କା ମଜୁରୀ ପ୍ରଦାନ କରାଯାଉ ନୂଆଗଡ ବ୍ଲକ୍ ରେ ଗୋଟିଏ ଶୀତଳ ଭଣ୍ଡାର,ଶୌଚାଳୟ ଏବଂ ସମସ୍ତ ଚାଷୀ ମାନଙ୍କୁ ସଠିକ୍ ସମୟରେ ବିହନ ଯୋଗାଇ ଦିଆଯାଉ । ନୂଆଗଡ଼ ବ୍ଲକ୍ ରେ ପୂର୍ବ ପୁରୁଷରୁ ଆଦିବାସୀ ମାନେ ଭୋଗ ଦଖଲ କରି ରଖିଥିବା ଜଙ୍ଗଲ ଜମି ଚିହ୍ନଟ କରିବା ପାଇଁ ଆର ଆଇ ଓ ଅମିନଙ୍କୁ ମାସିକ ୧୫ ଦିନ ପାଇଁ ତହସିଲଦାର ନିର୍ଦେଶ ଦେବାର ସୁ ବନ୍ଦୋବସ୍ତ୍ କରାଯାଉ ନୂଆଗଡ ବ୍ଲକ୍ ର ମନରେଗା କାମ ରେ ପଞ୍ଚାୟତର GRS ମାନେ ଶ୍ରମିକ ମାନଙ୍କର ଟଙ୍କା କୁ ହଡପ କରୁଛନ୍ତି ଓ ଏହାକୁ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ବିଧାନ କରାଯାଉ ।
ନୂଆଗଡ ବ୍ଲକ୍ ରେ ସମସ୍ତ ଗରିବ ଲୋକମାନଙ୍କୁ ୨୦୦ ୟୁନିଟ ବିଦ୍ୟୁତ୍ ଯୋଗାଇ ଦିଆଯାଉ ଏବଂ ଟାଟା କମ୍ପାନୀ ଆଦିବାସୀ ଗରିବ ମାନଙ୍କ ଉପରେ ଅତ୍ୟଧିକ ବିଦ୍ୟତ୍ ବିଲ୍ ଠକି ନେବ ବନ୍ଦ କରାଯାଉଖଜୁରୀପଦା ଠାରେ ଥିବା ଖାତା ନଂ ୨୭ ପ୍ଲଟ୍ ନଂ. ୧୮୪/୧୪୭ ପଟ୍ଟା ଜମି ଏବଂ ବଡପଦା ମୌଜା ଖାତା ନଂ .୧୨୭ ପ୍ଲଟ୍ ନଂ .୯୫/୨୭୫ ଟି.ଡି.ଏସ୍ .କ୍ରୟ ବିକ୍ରୟ ଏକ ବିକାଶ କେନ୍ଦ୍ର ଅଣ ଆଦିବାସୀଙ୍କ ଦଖଲରୁ ଉଚ୍ଛେଦ କରାଯାଉ । ଖଜୁରୀପଦାଆର ଆଇ ଅଫିସ ଠାରେ ମଦ ବିକ୍ରି ବନ୍ଦ କରାଯାଉ ଏବଂ ବିଧବା ଓ ବାର୍ଦ୍ଧକ୍ୟ ମାନଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯାଉ । ଆଦିବାସୀ ମାନଙ୍କର ଭଷା ଏବଂ ସଂସ୍କୃତି କୁ ସାମ୍ବିଧାନିକ ଅଧିକାର ଦେବା ସହ ସଂରକ୍ଷଣ ଅଧିକାର ଦିଆଯାଉ l ନୂଆଗଡ ବ୍ଲକ୍ ର ତାବରଡା ଗ୍ରାମର ଆଦିବାସୀ ମାନଙ୍କର ଦଖଲରେ ରହିଥିବା ଜଙ୍ଗଲ ଜମିକୁ ଆଦିବାସୀ ମାନଙ୍କ ନାମରେ ପଟ୍ଟା କରାଯାଉନୂଆଗଡ ବ୍ଲକ୍ ର ସମସ୍ତ ଗାଁର ଆଦିବାସୀ ମାନଙ୍କୁ ଏଫ୍ ଆର ସି ରେ ସାମିଲ୍
କରାଯାଉନୂଆଗଡ ବ୍ଲକ୍ ର ଜଙ୍ଗଲ ବାସୀଙ୍କ ଦ୍ଵାରା ଆଦାୟକରାଯାଉଥିବା ମହୁଲ,ଝୁଣା,ଝାଡୁ,ହଳଦି ଇତ୍ୟାଦି ଜଙ୍ଗଲ ଦ୍ରବ୍ଯ ଗୁଡିକର କ୍ରୟ ବିକ୍ରୟ ପାଇଁ ମାର୍କେଟିଂ ବ୍ୟବସ୍ଥା କରାଯାଉ । ବିକାଶ ନା ରେ ଜଙ୍ଗଲ ସଂରକ୍ଷଣ ବାହାନାରେ ଆଦିବାସୀଙ୍କ ଜଙ୍ଗଲ ଏବଂ ଜମିର ପ୍ରାକୃତିକ ସମ୍ପଦର ବେଆଇନ୍ ଲୁଟ ବନ୍ଦ କରାଯାଉ । ନୂଆଗଡ ବ୍ଲକ୍ ଗ୍ରାମପଞ୍ଚାୟତ୍ ର ତାବରଡା ଗ୍ରାମର ଗାଡବଡା ଭଲ ପାହାଚ ଠାରେ ଚେକ୍ ଡେମ୍ ନିର୍ମାଣ କରାଯାଉ । ଖଜୁରୀପଦା ଗ୍ରାମପଞ୍ଚାୟତ ରେ ଆଦିବାସୀ ଲୋକ ଶ୍ରୀ ସୁରତ ଗମାଙ୍ଗଙ୍କ ମୁହଁରେ ଅଣ ଆଦିବାସୀଙ୍କ ଦୋକାନକୁ ତୁରନ୍ତ ଉଚ୍ଛେଦ କରାଯାଉ । ତାବରଡା ପଞ୍ଚାୟତର ଆଦିବାସୀ ସାହିର ଅଙ୍ଗନୱାଡିଗୃହ ଦୁଇ ବର୍ଷ ହୋଇ ନିର୍ମାଣ ସରିଛି ତୁରନ୍ତ ସମ୍ପୁର୍ଣ ବିଲ୍ କରାଯାଉ ।
ନୂଆଗଡ ବ୍ଲକ୍ ରେ ଅଣ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି ତୁରନ୍ତ ଋଦ୍ଦ କରାଯାଉ ମନରେଗାପାଇଁ ୧ ଲକ୍ଷ ଟଙ୍କାକୁ ୨୫ ହଜାର ପିସି ନେବା ବନ୍ଦ କରାଯାଉ ଏବଂ ଶ୍ରମିକ ମାନଙ୍କୁ ସଠିକ୍ ସମୟରେମଜୁରୀଦିଆଯାଉନୂଆଗଡନୂଆଗଡ ବ୍ଲକ୍ ରେ ଇନ୍ଦିରାଆବାସ ବ୍ୟାପକ ଦୁର୍ନିତି ଓ ଲାଞ୍ଚ କରିବାର ବନ୍ଦ କରାଯାଉ । ଏଥିରେ ବ୍ଲକ ସମ୍ପାଦକ ଯାକବ କାର୍ଜୀ,ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ , ଦଣ୍ଡପାଣି ରଇତ ସମେତ ଶତାଧିକ ସମର୍ଥକ ସାମିଲ ହୋଇଥିଲେ । ଦୁଇମାସ ମଧ୍ୟରେ ଦାବି ପୁରଣ ନହେଲେ ପୁନର୍ବାର ଅଫିସ ଘେରାଉ କରାଯିବା ନେଇ ଚେତାବନୀ ଦିଆଯାଇଛି

No Result
View All Result