No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପାଣ୍ଡା ଆର,ଉଦୟଗିରି ବ୍ଲକ ଗ୍ରସ୍ତରେ ଆସି ଆର,ଉଦୟଗିରି ଗ୍ରାମର ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ନିର୍ମାଣ ହୋଇଥିବା ସିମେଣ୍ଟ ଇଟା ଫେଟ୍ରରିକୁ ଉଦଘାଟନ କରି ଏହାପରେ ରଣ୍ଡିବା,କେ.ଏମ.ଭାଲିଆସାହି ଓ ମହେନ୍ଦ୍ରଗଡ ୫ଟି ରୁପାନ୍ତରିକରଣ ବିଦ୍ୟାଳୟ , ରଣ୍ଡିବା ଗ୍ରାମରେ ବ୍ଲକ ଦ୍ବାରା ନିର୍ମାଣ ହୋଇଥିବା ପୋଖରୀ କାର୍ଯ୍ୟ ପରିଦର୍ଶନ ଏବଂ ଛେଳିଗଡ ଗ୍ରାମର ମହିଳା ମଣ୍ଡଳ ନିର୍ମାଣ ଗୃହକୁ ଉଦଘାଟନ କରିଥିଲେ ।
ଏହାସହ ବିଦ୍ୟାଳୟର ଶିକ୍ଷକ ଏବଂ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଏହି କର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ପ୍ରଦିପ କୁମାର ନାୟକ, ତହସିଲିଦାର ନାରାୟଣ ବେହେରା , ସହକାରୀ ନିର୍ବାହୀ ଯନ୍ତୀ ବି. ସାନୁଜ କୁମାର ବିଭିନ୍ନ ପଞ୍ଚାୟତ କନିଷ୍ଠ ଯନ୍ତୀ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

No Result
View All Result