• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭଙ୍ଗା ପୂଜା ପଣ୍ଡାଲରେ ଚାଲିଛି ଟୀକାକେନ୍ଦ୍ର : ବ୍ୟାପକ ଅବ୍ୟବସ୍ଥା, ସାଧାରଣରେ ଅସନ୍ତୋଷ – ଢେଙ୍କାନାଳ

Proprietor Abhimanyu Maharana by Proprietor Abhimanyu Maharana
May 20, 2022
in ଓଡ଼ିଶା, ଢେଙ୍କାନାଳ, ହୋମ୍
0
ଭଙ୍ଗା ପୂଜା ପଣ୍ଡାଲରେ ଚାଲିଛି ଟୀକାକେନ୍ଦ୍ର : ବ୍ୟାପକ ଅବ୍ୟବସ୍ଥା, ସାଧାରଣରେ ଅସନ୍ତୋଷ – ଢେଙ୍କାନାଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ ଢେଙ୍କାନାଳ :- ଜିଲ୍ଲା ପ୍ରଶାସନର କୋଭିଡ୍ ପରିଚାଳନା କୁ ନେଇ ଘନ ଘନ ବୈଠକ ବସୁଛି । ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଶେଷ କରି ଦୂରତା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି ଏବଂ ଟୀକା କେନ୍ଦ୍ରକୁ ଆସୁଥିବା ବ୍ୟକ୍ତି କିଭଳି ଆରାମଦାୟକ ଭାବେ ଟୀକା ନେଇ ପାରିବେ ସେଥିପ୍ରତି ମଧ୍ୟ ବ୍ୟବସ୍ଥା କରାଯାଉଛି । ବିଜ୍ଞାପନ ମାଧ୍ୟମରେ ସୂଚନା ଦିଆଯାଇ ବିଭିନ୍ନ ବର୍ଗର ଲୋକଙ୍କୁ ଟୀକାକରଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ବାସ୍ତବରେ ଏ ବ୍ୟବସ୍ଥା ସବୁ ଅବ୍ୟବସ୍ଥା ବା ଓଲଟା ଚାଲିଛି । ଜିଲ୍ଲାପାଳ ମହୋଦୟଙ୍କ ଘନଘନ ବୈଠକ ସବୁ ବୃଥା ପାଲଟିଛି ।

ଅଧାଭଙ୍ଗା ସାହି ପୁଜା ପେଣ୍ଡାଲରେ ଚାଲିଛି ଟୀକାକେନ୍ଦ୍ର । ଜିଲ୍ଲାରେ ଟୀକା ମହଜୁଦ ଥାଇ ମାତ୍ର ପାଞ୍ଚ କିଲୋମିଟର ଦୂର ଟୀକା କେନ୍ଦ୍ରକୁ ଟୀକା ପହଞ୍ଚି ପାରୁନି । ସେପଟେ ସୂଚନା ପାଇ ନୀରିହ ଲୋକଟି ପାଞ୍ଚଶହ ଟଙ୍କା ଅଟୋ ଭଡ଼ା କରି ଟୀକା କେନ୍ଦ୍ରରେ ଛିଡ଼ାହୋଇ ଟୀକା ନ ନେଇ ନିରାଶ ହୋଇ ଘରକୁ ଫେରୁଛନ୍ତି । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର ଏକ ନମ୍ବର ୱାର୍ଡ ଅନ୍ତର୍ଗତ କଲେଜପଡା ପୂଜା ପେଣ୍ଡାଲରେ ଚାଲିଥିବା ଟୀକାକରଣ କେନ୍ଦ୍ରରେ ।

ସୂଚନା ମୁତାବକ, ପ୍ରଶାସନ ପକ୍ଷରୁ ଆଜି କଲେଜ ପଡା ଟୀକାକେନ୍ଦ୍ରରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ସମୁଦାୟ ୨୫୦ ଟି ଡୋଜ୍ ଦେବା ନିମନ୍ତେ ପୂର୍ବରୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ସକାଳୁ ସକାଳୁ ଟୀକା କେନ୍ଦ୍ର ଆଗରେ ଲୋକଙ୍କ ଭିଡ ଜମିଲା ଏବଂ ଟୀକା ଦେବା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ଯାଇଥିଲେ ନିୟୋଜିତ ମହିଳା ଠିକା କର୍ମଚାରୀ । କିନ୍ତୁ ଟୀକା ପହଞ୍ଚି ପାରିଲାନି ମୁଖ୍ୟ ଚିକିତ୍ସାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର ଟୀକା କେନ୍ଦ୍ରକୁ । ଏ ସମ୍ବନ୍ଧରେ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡିଭିଏଲଏନ୍ ତ୍ରିଲୋଚନ ପରିଡାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରେ,

ଟୀକା ପହଞ୍ଚାଇବା ପାଇଁ ଏଠାରେ କୌଣସି ଗାଡ଼ି ନାହିଁକି ସେଭଳି କିଛି ବ୍ୟବସ୍ଥା ହୋଇ ପାରିବ ନାହିଁ, ତମେ ନିଜେ ଆସି ନେଇଯାଅ କହିଛନ୍ତି ବୋଲିି ପ୍ରକାଶ କରିଛନ୍ତି ଟୀକା କେନ୍ଦ୍ରରେ କାର୍ଯ୍ୟରତ ମହିଳା ଠିକା କର୍ମଚାରୀ ସୋନାଲି ଦ୍ବିବେଦୀ । ଶେଷରେ ଟୀକା କେନ୍ଦ୍ରରେ ଟୀକା ବି ପହଞ୍ଚି ପାରିଲା ନାହିଁ । ଫଳରେ ଅନେକ ଲୋକ ଟୀକା ନ ପାଇ ନିରାଶ ହୋଇ ଘରକୁ ଫେରିଗଲେ । ଘଟଣାକୁ ନେଇ ଟୀକା କେନ୍ଦ୍ରରେ କିଛି ସମୟ ପାଇଁଁ ଉତ୍ତେଜନା ଲାଗି ରହିଥିଲା । ସାଧାରଣରେ ଅସନ୍ତୋଷ ଲାଗି ରହିଲା ।

କିଭଳି ଚାଲିଛି ସାହିର ଅଧାଭଙ୍ଗା ପୂଜା ପେଣ୍ଡାଲ ଘରେ ଟୀକା କେନ୍ଦ୍ର । ନା ଅଛି ପଂଖା କି ଚଉକି କି ପିଇବା ପାଇଁ ପାନୀୟଜଳ । ଫଳରେ ବହୁ ଆସୁଥିବାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ଆଜି ଦୁର ବାଟରୁ ଆସି ଟୀକା ନ ନେଇ ବହୁ ଲୋକ ନିରାଶ ହୋଇ ଫେରିଛନ୍ତି । ଏପରିକି ରେଗଡା ଗ୍ରାମର ନାମକ ମାଳତୀ ବେହେରା ନାମକ ଜଣେ ବୟସ୍କା ବ୍ୟକ୍ତି ପାଞ୍ଚଶହ ଟଙ୍କା ଅଟୋ ଭଡ଼ା କରି ଟୀକା ନ ନେଇ ନିରାଶ ହୋଇ ଫେରିଥିବା ଜଣାପଡିଛି । ତେବେ ଏଭଳି ବ୍ୟବସ୍ଥା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।  ଢେଙ୍କାନାଳ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

July 26, 2026
Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
Navi Mumbai’s Kharghar Temple Hosts Bahuda Yatra

Navi Mumbai’s Kharghar Temple Hosts Bahuda Yatra

July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ

Raipur’s Jagannath Temple Hosts Bahuda Yatra

July 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

July 26, 2026
Navi Mumbai’s Kharghar Temple Hosts Bahuda Yatra

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

July 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version