ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ହାଟ ସାହି ଠାରୁ ଶ୍ରୀରାମ ନଗର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ଵାରା ପ୍ରାୟ ଏକ କୋଟି ଟଙ୍କାର ଡ୍ରେନ ଓ ଦୁଇଟି ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମେୟର ସୁଲୋଚନା ଦାସ ଶିଳାନ୍ୟାସ କରିଥିଲେ ।

କାର୍ଯ୍ୟକ୍ରମ ରେ ଡେପୁଟି ମେୟର ମଞ୍ଜୁଲତା କଂହର କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ଚନ୍ଦ୍ରଶେଖର ମଲ୍ଲିଆ,ଶିବପ୍ରସାଦ ବେହେରା ଏବଂ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।