ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ଶରଣକୁଳ :- ଶରଣକୁଳ ଥାନା ହରିହରପୁର ଗ୍ରାମର ପ୍ରଭାତ କୁମାର ସ୍ଵାଇଁ ଗତକାଲି ସନ୍ଧ୍ୟାରେ ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିବା ସମୟରେ ଜଗନ୍ନାଥ ସଡକ ଡିମିସର ପୋଲ ନିକଟରେ ଶରଣକୁଳ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରି ୧୪ ଗ୍ରାମ ୨୦୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

ତାଙ୍କୁ କେସ୍ ନଂ ୬୦ ତା ୧୪.୦୫.୨୨ ଙ୍କ/ଗ୍ଦ ୨୧ (ଭ) କ୍ଟଲ ଘଊଚଝ ଆକ୍ଟରେ ଗିରଫ କରାଯାଇଛି । ଚଢ଼ାଉ ସମୟରେ ତାଙ୍କ ନିକଟରୁ ଏକ ସ୍ପ୍ଲେଣ୍ଡର ପ୍ରୋ ମୋଟରସାଇକେଲ ଓ ଗୋଟିଏ ସାମସଙ୍ଗ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଆଜି ପ୍ରଭାତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶରଣକୁଳ ଥାନାଧିକାରୀ ଜୟଦୀପ ମହାନ୍ତି ।