ଯାତାୟାତ ଠପ୍ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି : ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ମୟୂର ଝୁଲିଆ ଓ ସିକୋ କୁ ସଂଯୋଗ କରୁଥିବା ରାସ୍ତା ମରାମତି କରିବା ରଣପୁର ବିଧାୟକଙ୍କ ହାତରେ ନାହିଁ । ରଣପୁର ନାଟିମ୍ ରାସ୍ତା କୁ ଗୁରୁତ୍ବ ଦେବାକୁ ବାରମ୍ବାର ଅନୁରୋଧ ହେଲେ ମଧ୍ୟ ଦୁର୍ବଳ ପଡିଛନ୍ତି ବିଧାୟକ । ଏବଂ ଅନ୍ୟ ପଟେ ପ୍ରତ୍ୟେକ ଦିନ ଏହି ରାସ୍ତା ରେ ଖଣି ରୁ ପଥର ପୂର୍ଣ୍ଣ ଗାଡ଼ି ଯାତାୟାତ ହେଉଥିବା ଯୋଗୁଁ ରାସ୍ତାଟି ଅସଜ ହୋଇ ପଡ଼ିଥିବା ବେଳେ ରାସ୍ତା ମରାମତି ନେଇ ସିକୋ ବାସିନ୍ଦା ଗୁହାରି କଲେ ମଧ୍ୟ ଏକଜ୍ୟୁଟି ଇଞ୍ଜିନିୟର ଏହାକୁ ଦୃଷ୍ଟି ଆଢ଼ୁଆଳରେ ରଖିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ୍ /୧୪ ମଇ ଶନିବାର/ ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ମୟୂରଝାଲିଆ ରାସ୍ତା ଅବସ୍ଥା ଦୀର୍ଘ ଦିନ ଧରି ଶୋଚନୀୟ ହୋଇପଡ଼ିଛି । ଫଳରେ ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଅଞ୍ଚଳବାସୀ ରାଜନେତା ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହେଉନଥିବା ଅଭିଯୋଗ ହେଉଛି ।

ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଅଞ୍ଚଳବାସୀ ପ୍ରତିଦିନ ସୂଚନା ଥାଉକି, ଉକ୍ତ ସାଢ଼େ ୩ କିମି ରାସ୍ତା ଅର୍ଦ୍ଧେକ ସିକୋ ଅଞ୍ଚଳର ହୋଇଥିବା ବେଳେ ଅର୍ଦ୍ଧେକ ମୟୂରଝାଲିଆ ଅଞ୍ଚଳର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଏଭଳି ସମସ୍ୟା ଉତ୍ପନ୍ନ ହେଉଛି ବୋଲି ମୟୂରଝାଲିଆ ଅଞ୍ଚଳର ବରିଷ୍ଠ ରାଜନେତା ସିଦ୍ଧାର୍ଥ ପଣ୍ଡା କହିଛନ୍ତି । ତେବେ ଉକ୍ତ ରାସ୍ତାଟି ବେଗୁନିଆ ଅଧୀନରେ ଯାଉଥିବାରୁ ଏଥିରେ ଆମର କିଛି ବ୍ୟବସ୍ଥା ନାହିଁ ବୋଲି ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଅମରିଶ ଆଚାର୍ୟ୍ୟ କହିଛନ୍ତି ,

ଅପରପକ୍ଷେ, ଉକ୍ତ ରାସ୍ତାଟି ୨ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ମନମାନୀ ଯୋଗୁ ଉଭୟ ସିକୋ ମୟୂରଝାଲିଆ ଗ୍ରାମବାସୀ ଠିକ୍ ଭାବେ ସରକାରୀ ସହଯୋଗ ପାଇପାରୁନାହାନ୍ତି ବୋଲି ଉଭୟ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି । ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ବିଶେଷ କରି ହସ୍ପିଟାଲକୁ ଯାଉଥିବା ପ୍ରସବକାଳୀନ ମହିଳା, ଅନ୍ୟଥା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ଜରୁରୀକାଳୀନ ସେବା ଓ ସ୍କୁଲକଲେଜ ଛାତ୍ରଛାତ୍ରୀମାନେ ନାନାଦି ବୋଲି ଚେତାବନୀ ଦେଇଛନ୍ତି

ସୂଚନା ଥାଉକି, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ମୟୂରଝାଳିଆ-ସିକୋ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଏବେ ଅତି ଶୋଚନୀୟ ହୋଇପଡ଼ିଛି ଏହି ରାସ୍ତା ଦେଇ ପ୍ରତ୍ୟହ ଚୋରା ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଯାତାୟାତ କରୁଥିବାରୁ ମାଟି-ମୋରମ୍ ରାସ୍ତା ଫାଟି ନଷ୍ଟ ହୋଇଗଲାଣି । ଏପରିକି ସାଢେ ୩ କି.ମି ପରିମିତ ଏହି ରାସ୍ତାସାରା ଅସଂଖ୍ୟ ଖାଲଖମା ସୃଷ୍ଟି ହୋଇଛି ତେବେ ସଂପ୍ରତି ବର୍ଷା ଋତୁରେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତା କାଦୁଆ ପଚୁପଚ୍ ହେବା ସାଙ୍ଗକୁ