• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି …

Abhimanyu Maharana by Abhimanyu Maharana
May 14, 2022
in ଓଡ଼ିଶା, ପୁରୀ, ରାଜନୀତି, ହୋମ୍
0
ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି …
Share on FacebookShare on TwitterWhatsapp

1. ବିଧାୟକ ଶ୍ରୀ ଷଡ଼ଙ୍ଗୀ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇ ଏହି କଥା କହିଛନ୍ତି ।“ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ମୁଁ କେବେ ବି ବିରୋଧ କରିନି ।

2. ମୋ କହିବା କଥା ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରକଳ୍ପ ଚାଲିଛି, ତାକୁ ନେଇ କୌଣସି ପ୍ରକାର ରାଜନୀତ କରା ନଯାଉ । ଏହାକୁ ସମସ୍ତେ ସହଯୋଗ କରନ୍ତୁ । ରାଜ୍ୟ ସରକାର ଓ ଭାରତ ସରକାର ମିଶିକି କାମଟାକୁ ସାରି ଦିଅନ୍ତୁ ।

3. ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଐତିହ କୀର୍ତ୍ତିରାଜି ଯେତେବେଳେ ଭଙ୍ଗା ହେଲା, ସେତେବେଳେ ବିରୋଧ ହେବାର ଥିଲା । ସେତେବେଳେ କେହି ବିରୋଧ କଲେନି । ବିଧାନସଭାରେ ଯେତେବେଳେ ପ୍ରସ୍ତାବ ଆସିଥିଲା, ସମସ୍ତ ୧୪୭ ବିଧାୟକ ହାତ ଟେକି ଏହାକୁ ସ୍ୱାଗତ କରି ଦେଲେ । ମଠ ଭାଙ୍ଗିବା ପାଇଁ ମହନ୍ତ ମାନେ ବି ରାଜି ହୋଇଯାଇଥିଲେ । ସେଥିରେ ମୁଁ କାହିଁକି ବିରୋଧ କରିଥା’ନ୍ତି ..?

ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ପୁରୀ :- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଆଇନ କହି ଜୋରଦାର ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି ଯେ ସେ ଏହାକୁ କେବେ ବି ବିରୋଧ କରି ନାହାନ୍ତି । ଏହା ସହିତ ଏହି କାମକୁ ତୁରନ୍ତ ଶେଷ କରାଯାଉ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସେ ବାରମ୍ବାର ମତ ବଦଳାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇ ଏହି କଥା କହିଛନ୍ତି ।

ସେ କହିଛନ୍ତି, “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ମୁଁ କେବେ ବି ବିରୋଧ କରିନି । ପ୍ରାରମ୍ଭରୁ ମୋର ଏଥିପ୍ରତି ସମର୍ଥନ ରହିଛି । ଆଜି ବି ଅଛି । ପୂରା ପ୍ରକଳ୍ପ କାମ ଶେଷ ହେବା ପର୍ଯ୍ୟନ୍ତ ସମର୍ଥନ ରହିବ । ମୁଁ କେବେ ମତ ବଦଳେଇନି । ଏମଆର ମଠ ଭଙ୍ଗା ହେଲା ଦିନଠୁ ମୁଁ ଏହାକୁ ସମର୍ଥନ କରୁଛି । ମୋ କହିବା କଥା ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରକଳ୍ପ ଚାଲିଛି, ତାକୁ ନେଇ କୌଣସି ପ୍ରକାର ରାଜନୀତ କରା ନଯାଉ । ଏହାକୁ ସମସ୍ତେ ସହଯୋଗ କରନ୍ତୁ । ରାଜ୍ୟ ସରକାର ଓ ଭାରତ ସରକାର ମିଶିକି କାମଟାକୁ ସାରି ଦିଅନ୍ତୁ । ଏହାକୁ ଯେତେ ବିବାଦ ଭିତରକୁ ଟାଣିବେ ଶ୍ରୀମନ୍ଦିର ଓ ପୁରୀ ସହରବାସୀଙ୍କର ସେତେ ଅଧିକ କ୍ଷତି ହେବ ।”

ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଐତିହ କୀର୍ତ୍ତିରାଜି ଯେତେବେଳେ ଭଙ୍ଗା ହେଲା, ସେତେବେଳେ ବିରୋଧ ହେବାର ଥିଲା । ସେତେବେଳେ କେହି ବିରୋଧ କଲେନି । ବିଧାନସଭାରେ ଯେତେବେଳେ ପ୍ରସ୍ତାବ ଆସିଥିଲା, ସମସ୍ତ ୧୪୭ ବିଧାୟକ ହାତ ଟେକି ଏହାକୁ ସ୍ୱାଗତ କରି ଦେଲେ । ମଠ ଭାଙ୍ଗିବା ପାଇଁ ମହନ୍ତ ମାନେ ବି ରାଜି ହୋଇଯାଇଥିଲେ । ସେଥିରେ ମୁଁ କାହିଁକି ବିରୋଧ କରିଥା’ନ୍ତି ..?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ସହିତ ତାଙ୍କର ଗୁପ୍ତ ବୁଝାମଣା ହୋଇଛି କି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ- ନା, ଏଠି ନୋ ପଲିଟିକ୍ସ। ଓନ୍‌ଲି ବିକାଶ । ମୁଁ ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିବା ବେଳେ ମୁଁ ନିଜକୁ ନା ବିଜେଡିର କହୁଥିଲି ନା ବିଜେପିର ନା କଂଗ୍ରେସର । ମୁଁ ନିଜକୁ କେବଳ ପୁରୀର ନଗରପାଳ ବୋଲି ଭାବୁଥିଲି । ଚୌକିରୁ ତଳକୁ ଓହ୍ଲାଇଲେ ବିଜେଡିର ହେଉଥିଲି । ଏବେ ମୁଁ ପୁରୀ ବିଧାୟକ ।

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
କାଳବୈଶାଖିର ତାଣ୍ଡବରେ ଉପୁଡିଲା ଗଛ ଉଡିଗଲା ଟିଣ ଓ ଆଜବେଷ୍ଟ : ଲୋକଙ୍କ ଗ୍ରହଣରେ ପହଂଚିଲେ ଲୋକପ୍ରତିନିଥି

କାଳବୈଶାଖିର ତାଣ୍ଡବରେ ଉପୁଡିଲା ଗଛ ଉଡିଗଲା ଟିଣ ଓ ଆଜବେଷ୍ଟ : ଲୋକଙ୍କ ଗ୍ରହଣରେ ପହଂଚିଲେ ଲୋକପ୍ରତିନିଥି

May 26, 2022
ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

May 26, 2022
ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

May 25, 2022
ଅତୀତ କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ : ବ୍ରଜରାଜନଗର ରେ ଲଢେଇ କୁ ଓହ୍ଲାଇଛି କଂଗ୍ରେସ – ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର

ଅତୀତ କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ : ବ୍ରଜରାଜନଗର ରେ ଲଢେଇ କୁ ଓହ୍ଲାଇଛି କଂଗ୍ରେସ – ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର

May 25, 2022

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କାଳବୈଶାଖିର ତାଣ୍ଡବରେ ଉପୁଡିଲା ଗଛ ଉଡିଗଲା ଟିଣ ଓ ଆଜବେଷ୍ଟ : ଲୋକଙ୍କ ଗ୍ରହଣରେ ପହଂଚିଲେ ଲୋକପ୍ରତିନିଥି

କାଳବୈଶାଖିର ତାଣ୍ଡବରେ ଉପୁଡିଲା ଗଛ ଉଡିଗଲା ଟିଣ ଓ ଆଜବେଷ୍ଟ : ଲୋକଙ୍କ ଗ୍ରହଣରେ ପହଂଚିଲେ ଲୋକପ୍ରତିନିଥି

May 26, 2022
ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

May 26, 2022
  • About
  • Advertise
  • Privacy & Policy
  • Contact

© 2020 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2020 Odisha Taza News.