• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅନୁଗୁଳ

ଆଡଭାଣ୍ଟେଜ୍ ଅନୁଗୋଳ : କାର୍ଯ୍ୟକ୍ରମର ଦ୍ୱିତୀୟ  ଦିବସ

Proprietor Abhimanyu Maharana by Proprietor Abhimanyu Maharana
May 11, 2022
in ଅନୁଗୁଳ, ଓଡ଼ିଶା, ମହାନଗର, ହୋମ୍
0
ଆଡଭାଣ୍ଟେଜ୍ ଅନୁଗୋଳ : କାର୍ଯ୍ୟକ୍ରମର ଦ୍ୱିତୀୟ  ଦିବସ
Share on FacebookShare on TwitterWhatsapp

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ଅସିତ୍ ତ୍ରିପାଠୀ     ଅଧିକରୁ ଅଧିକ ଯୁବବର୍ଗ ଆନୁଷଙ୍ଗିକ ଶିଳ୍ପ ସ୍ଥାପନର ସୁଯୋଗ ନେବାକୁ ଆହ୍ୱାନ ।

ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ଭୁବନେଶ୍ୱର/ଅନୁଗୋଳ :- ଅନୁଗୋଳ ଜିଲ୍ଲାସ୍ତରୀୟ ପୁଂଜିନିବେଶ ପ୍ରୋତ୍ସାହନ କର୍ମଶାଳା( ଆଡ୍ ଭାଣ୍ଟେଜ୍-ଅନୁଗୋଳ) ର ଆଜି ଦ୍ୱିତୀୟ ଦିବସ କର୍ମଶାଳା ଉତ୍ସାହଜନକ ରହିଥିଲା । ଆଜି ଏହି ଦିବସରେ ଅଣୁ, କ୍ଷୁଦ୍ର,  ମଧ୍ୟମ  ଉଦ୍ୟୋଗର ପ୍ରତିଷ୍ଠା ସହ ବିଭିନ୍ନ କ୍ଷେତ୍ରରେ ଅର୍ଥର ଉପଯୁକ୍ତ ବିନିଯୋଗ ପୂର୍ବକ ଶିଳ୍ପର ନିରନ୍ତର ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍ ତ୍ରିପାଠୀ ଯୋଗଦେଇ କହିଲେ ଯେ, ଅନୁଗୁଳରେ ବୃହତ ଇସ୍ପାତ ଓ ଆଲୁମିନିୟମ କମ୍ପାନୀମାନ ରହିଛି । ଯୁବକ ଯୁବତୀମାନେ ଏହାର ସୁଯୋଗ ନେବା ଆବଶ୍ୟକ ।

ଏଠାରେଆଗ୍ରହୀ ଶିଳ୍ପଦ୍ୟୋଗୀମାନେ , ବୃହତ ଶିଳ୍ପମାନଙ୍କ ଉପରେ ନିର୍ଭରଶୀଳ  ଲୌହ-ଇସ୍ପାତ ଓ ଆଲୁମିନିୟମ ଆଦି କ୍ଷୁଦ୍ର ଶିଳ୍ପ  ସଂସ୍ଥା ( ଡାଉନ୍ ଷ୍ଟ୍ରିମ୍ ଓ ଆନ୍ସିଲିଆରି ଇଣ୍ଡଷ୍ଟ୍ରିଜ୍ )  ସ୍ଥାପନ କରି ଶିଳ୍ପଦ୍ୟୋଗ ପ୍ରତିଷ୍ଠା କରିପାରିବେ,ଯାହାକି ସେମାନଙ୍କୁ ନିଯୁକ୍ତିଠାରୁ ଅଧିକ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ସାମାଜିକ କ୍ଷେତ୍ର ଓ ନବୀକରଣ ଯୋଗ୍ୟ ଅଭିନବ ଷ୍ଟାର୍ଟ ଅପ୍ କ୍ଷେତ୍ର ଗୁଡିକରେ ରହିଥିବା ଭବିଷ୍ୟତ ସଂପର୍କରେ ଆଲୋଚନା କରାଯାଇଥିଲା । ସବୁଜ ଶିଳ୍ପ ହବ୍ ଓ  ସବୁଜ କୋଠା ଷ୍ଟାର୍ଟ ଅପ୍ ପ୍ରସ୍ତାବ  ଅଂଶଗ୍ରହଣ- କାରୀମାନଙ୍କୁ ଆକର୍ଷିତ କରିଥିଲା ।

କାର୍ଯ୍ୟକ୍ରମରେ  ଅଣୁ, କ୍ଷୁଦ୍ର, ମଧ୍ୟମ ବିଭାଗର ପ୍ରମୁଖ ଶାସନ ସଚିବଲ ଶ୍ରୀମତୀ ରଂଜନା ଚୋପ୍ରା, ଇପିକଲ ଓ ଇଡକଲର  ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, ମିଳିତ ଜାତିସଂଘ, ପରିବେଶ କାର୍ଯ୍ୟକ୍ରମର ମୁଖ୍ୟ ଶ୍ରୀ ଅତୁଳ ବାଗାଇ, ଶିଳ୍ପ ନିର୍ଦ୍ଦେଶକ ସଦ୍ଦିକ ଆଲାମ୍, ଷ୍ଟାର୍ଟ ଅପ୍ ଓଡିଶାର ବରିଷ୍ଠ ପ୍ରତିନିଧି, ଏମଏସ୍ ଟି.ସି .ଓଡିଶା( ଏମଏମ୍ଆର୍ ପି ଟି.) ଏବଂ ଉନ୍ନୟନ ଅଲ୍ଚଟରନେଟିଭ୍ ଗ୍ରୁପ ମାନେ ଯୋଗଦେଇ ବେସରକାରୀ କ୍ଷେତ୍ରରେ ପ୍ରତିନିଧିତ୍ୱ କରି ଏଠାରେ ଗୋଟିଏ ପ୍ଲାଟଫର୍ମରେ ପାରସ୍ପରିକ ଆଲୋଚନା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଏମଏସଏମଇ ଓ ଷ୍ଟାର୍ଟଅପ୍ କ୍ଷେତ୍ରରୁ 200ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । 

ଜିଲ୍ଲାପାଳ ଅନୁଗୋଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମ ସଂପର୍କରେ ବିଷଦ୍ ଭାବେ ଆଲୋକପାତ କରିଥିଲେ । ଜିଲ୍ଲାରେ ଏମଏସ୍ଏମଇ ଓ ଷ୍ଟାର୍ଟ ଅପ୍ ସ୍ଥାପନରେ ତାଙ୍କର ସମସ୍ତ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ ।ଶିଳ୍ପ ନିର୍ଦ୍ଦେଶକ,  ଏ କ୍ଷେତ୍ରରେ ଏମଏସଏମଇ ବିଭାଗ ତରଫରୁ ସରକାରଙ୍କ ତରଫରୁ ବହୁମୁଖୀ ପ୍ରୋତ୍ସାହନ ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚୋପ୍ରା ନିରନ୍ତର ବିକାଶରେ ଏମଏସଏମଇ କ୍ଷେତ୍ରର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ ।  ଷ୍ଟାର୍ଟ ଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ. ଓମକାର ରାୟ, ରାଜ୍ୟ ସରକାରଙ୍କର ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରକାଶ କରିଥିଲେ ।

ଆଇ.ଆଇ.ଟି କାନପୁର, ଜିଲ୍ଲାପ୍ରଶାସନ – ଅନୁଗୋଳ ଏବଂ ଡେଭେଲପମେଣ୍ଟ  ଅଲଟରନେଟିଭ୍ – ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ 2 ଗୋଟି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଅପରାହ୍ଣରେ  ବିଭିନ୍ନ କ୍ଷେତ୍ରରେ 9ଟି ଷ୍ଟାର୍ଟ ଅପ୍, 11 ଟି ଏମଏସ୍ଏମଇ ରେ ବ୍ୟବସାୟ ସଂପର୍କିତ ଧାରଣା ଉପସ୍ଥାପନ କରାଯାଇଥିଲା  । କେତେକ ଷ୍ଚାର୍ଟ ଅପ୍ ଏହି କର୍ମଶାଳାରେ ସେମାନଙ୍କର ପ୍ରସ୍ତାବିତ  ଶିଳ୍ପ, ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନ କରିଥିଲେ । ବୈଠକରେ ବହୁ ସଂଖ୍ୟାରେ ପ୍ୟାନେଲ ସଦସ୍ୟ, ବିଭିନ୍ନ ଶିଳ୍ପଉଦ୍ୟୋଗରୁ ଅଂଶଗ୍ରହଣକାରୀ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version