‘ପରିଚୟ’ ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଟିଏ ଜାରଜର ଅତ୍ମପରିଚୟ ଅନେ୍ୱଷଣ ଏବଂ ସମାଜର ଅବହେଳା ଓ ଉଦାସୀନତା ଚଳଚ୍ଚିତ୍ରର ଭାବବସ୍ତୁ ବୋଲି ପ୍ରକାଶ କରିଥିବାବେଳେ
ଚଳଚ୍ଚିତ୍ରର ସହ-ପ୍ରଯୋଜିକା ଶୁଚିସ୍ମିତା ମିଶ୍ର ଚଳଚ୍ଚିତ୍ର ନିର୍ମାଣର ପ୍ରେରଣା ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ନିର୍ଦ୍ଦେଶକ ସାତ୍ୟକି ମିଶ୍ରଙ୍କ ସମେତ ଚଳଚ୍ଚିତ୍ରସଂପୃକ୍ତ କଳାକାର ଓ ବୈଷୟିକ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କଳାକାରଙ୍କ ସହ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।© 2023 Odisha Taza News.