• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଧୁନିକ ଜଟଣୀର ନିର୍ମାତାଙ୍କ ୧୦୯ ତମ ଜୟନ୍ତୀ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
May 5, 2022
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଆଧୁନିକ ଜଟଣୀର ନିର୍ମାତାଙ୍କ ୧୦୯ ତମ ଜୟନ୍ତୀ ପାଳିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଖୋର୍ଦ୍ଧା,ଜଟଣୀ :- ଆଧୁନିକ ଜଟଣୀର ନିର୍ମାତା ତଥା ଜଟଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଦ୍ଵିତୀୟ ଅଧ୍ୟକ୍ଷ ୰ବନମାଳୀ ଶତପଥୀଙ୍କ ୧୦୯ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ବନମାଳୀ ଶତପଥୀ ସ୍ମୃତି କମିଟି ଆନୁକୂଲ୍ୟରେ ମଙ୍ଗଳବାର ଦିନ ସକାଳେ ଜଟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ୰ଶତପଥୀଙ୍କ ଏକ ପ୍ରତି ମୂର୍ତ୍ତି ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ଜଟଣୀ ପୌର ଅଧ୍ୟକ୍ଷ ଅନନ୍ତ ବେହେରା,ଉପାଧ୍ୟକ୍ଷା ଆରତୀ ରାଉତ,ବରିଷ୍ଠ ଆଇନଜୀବୀ ଶୈଳେନ୍ଦ୍ର ପଟନାୟକ,ବୀରେନ୍ଦ୍ର ପଟନାୟକ, ଜୟ ପ୍ରକାଶ ଶର୍ମା, ତଥା ୰ଶତପଥୀଙ୍କ ପରିବାରର ସମସ୍ତଙ୍କ ଉପସ୍ଥିତିରେ ପ୍ରତୀମୂର୍ତ୍ତି ଅନାଵରଣ କରାଯାଇଥିଲା 

ସେହିପରି ସନ୍ଧ୍ୟାରେ ଆୟୋଜିତ ଏକ ସ୍ମୃତି ଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟନାୟକ, ସୀତାକାନ୍ତ ଶତପଥୀ, ରାଜକିଶୋର ସ୍ୱାଇଁ,ପ୍ରଶାନ୍ତ କୁମାର ମିଶ୍ର, ପ୍ରବୀର କୁମାର ମହାନ୍ତି, ଆଶୁତୋଷ ରାୟ, ଜଟଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଜୀବ କର, ଅଧ୍ୟାପକ ପାର୍ଥ ରଥ, ରଜନୀ ନାୟକ, ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ସମାଜସେବୀ ପ୍ରସନ୍ନ ସାହୁ ପ୍ରମୁଖ  ଶତାଧିକ ଲୋକ ଯୋଗଦେଇ ୰ଶତପଥୀଙ୍କ ଅଭୁଲା ସ୍ମୃତି ଚାରଣ କରି କହିଥିଲେ ଯେ’ବନମାଳୀ ଶତପଥୀ ୧୯୭୯ ରୁ ୧୯୮୪ ପର୍ଯ୍ୟନ୍ତ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ଜଟଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ସେତେବେଳେ ତା’ଙ୍କ ପ୍ରଚେଷ୍ଟାରେ ଜଟଣୀକୁ ଜଳ ଯୋଗାଣ, ନୂଆ ବସଷ୍ଟାଣ୍ଡ ଓ ବନମାଳୀ କଲୋନୀ ଇତ୍ୟାଦି ପ୍ରତିଷ୍ଠା ଚିର ସ୍ମରଣୀୟ । ସୂଚନାଯୋଗ୍ୟ ବହୁ ବିଳମ୍ବରେ ହେଲେ ମଧ୍ୟ ସ୍ମୃତି କମିଟିର ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ,ସଭ୍ୟାଙ୍କ ଉଦ୍ୟମରେ ହୋଇଥିବା ଏହି ପ୍ରତିମୂର୍ତ୍ତି ଓ   ସ୍ମୃତି ଚାରଣ କାର୍ଯ୍ୟକ୍ରମକୁ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି । ଅକ୍ଷୟ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ବିଜୟ ପଣ୍ଡା ବିବରଣୀ ପାଠ କରିଥିବା ବେଳେ ସୁଶାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

May 14, 2026
ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

May 14, 2026
ପର୍ଯ୍ୟଟକ ଓ ବିଦେଶୀଙ୍କ ପସନ୍ଦ ତାଳସଜ

ପର୍ଯ୍ୟଟକ ଓ ବିଦେଶୀଙ୍କ ପସନ୍ଦ ତାଳସଜ

May 14, 2026
ରଥ ନିର୍ମାଣ ସମୀକ୍ଷା ବୈଠକ

ରଥ ନିର୍ମାଣ ସମୀକ୍ଷା ବୈଠକ

May 14, 2026

Recent News

ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

May 14, 2026
ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

May 14, 2026
ପର୍ଯ୍ୟଟକ ଓ ବିଦେଶୀଙ୍କ ପସନ୍ଦ ତାଳସଜ

ପର୍ଯ୍ୟଟକ ଓ ବିଦେଶୀଙ୍କ ପସନ୍ଦ ତାଳସଜ

May 14, 2026
ରଥ ନିର୍ମାଣ ସମୀକ୍ଷା ବୈଠକ

ରଥ ନିର୍ମାଣ ସମୀକ୍ଷା ବୈଠକ

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

May 14, 2026
ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version