• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷାରେ ନିଆଯାଇଛି ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
May 3, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷାରେ ନିଆଯାଇଛି ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ହେଉଛି ଓଡ଼ିଶାର ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା । ତାଙ୍କର ବଳିଷ୍ଠ ଦିଗ୍‌ଦର୍ଶନରେ ଉଚ୍ଚଶିକ୍ଷା ବିଭାଗ ଅନେକ ପରିବର୍ତ୍ତନଧର୍ମୀ ପଦକ୍ଷେପମାନ ଗ୍ରହଣ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଖାଲିଥିବା ପଦବୀ ତୁରନ୍ତ ପୂରଣ କରିବା ଉପରେ ଜୋର ଦେଇଆସିଛନ୍ତି । ସମୁଦାୟ ୪୨୫୫ ପଦବୀ ନିମନ୍ତେ ଅର୍ଥ ବିଭାଗର ମଞ୍ଜୁରୀ ନିଆସରିଛି ଏବଂ ଏସ୍‌ଏସ୍‌ବି ଓ ଓପିଏସ୍‌ସିଙ୍କୁ ସୁପାରିଶ କରାଯାଇଛି । ତନ୍ମଧ୍ୟରୁ ୨୦୮୧ ପଦବୀ ପୂରଣ ସରିଥିବାବେଳେ ଅନ୍ୟଗୁଡ଼ିକ ପାଇଁ ପ୍ରକ୍ରିୟା ଚାଲୁରହିଛି । ୨୦୧୯-୨୦ ବର୍ଷରୁ ୨୦୨୧-୨୨ ବର୍ଷ ମଧ୍ୟରେ ୧୭୮୧ ଜଣ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଏସ୍‌ଏସ୍‌ବି ମାଧ୍ୟମରେ ସଂପୂର୍ଣ୍ଣ ହୋଇଛି ଏବଂ ୪୭୬ ଜଣଙ୍କର ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି । ୩୮୫ ଜଣ ବି.ଏଡ୍‌ ଶିକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟା ଓ.ପି.ଏସ୍‌.ସି ମାଧ୍ୟମରେ ଚାଲୁରହିଛି । ୫୧ଟି ସରକାରୀ କଲେଜ୍‌ରେ ଖାଲିଥିବା ୬୦୬ ଅଧ୍ୟାପକ ପଦବୀରୁ ଓପିଏସ୍‌ସି ମାଧ୍ୟମରେ ୧୫୦ ପଦବୀ ପୂରଣ ହୋଇସାରିଥିବାବେଳେ ଅନ୍ୟଗୁଡ଼ିକର ପ୍ରକ୍ରିୟା ଚାଲୁରହିଛି ।

ବିଶ୍ୱବିଦ୍ୟାଳୟସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ସ୍ତରରେ ୧୦୦୭ ଖାଲିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବାବେଳେ ତନ୍ମଧ୍ୟରୁ ଓପିଏସ୍‌ସି ମାଧ୍ୟମରେ ୧୫୦ଟି ପଦବୀ ପୂରଣ ହୋଇସାରିଛି ଏବଂ ଏହା ତ୍ୱରାନ୍ୱିତ ହେଉଛି । ନିଯୁକ୍ତି ନିୟମରେ ପରିବର୍ତ୍ତନ କରାଯାଇ ନୂତନ ଓଡ଼ିଶା ଏଜୁକେସନ୍‌ ସର୍ଭିସେସ୍‌ (କଲେଜ ବ୍ରାଞ୍ଚ) ରିକ୍ରୁଟ୍‌ମେଣ୍ଟ ରୁଲ୍‌ସ, ୨୦୨୦ ପ୍ରସ୍ତୁତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଞ୍ଜଫଞ୍ଚଟ୍ଟ;ଟିି୩୯; ନୀତି ଆଧାରରେ ଉଚ୍ଚଶିକ୍ଷା ବିଭାଗ ଓ ନିର୍ଦ୍ଦେଶାଳୟର ଏକତ୍ରୀକରଣ କରାଯାଇଛି, ଯଦ୍ଦ୍ୱାରା ଫାଇଲ୍‌ ପ୍ରକ୍ରିୟା ଓ ନିଷ୍ପତ୍ତି ତ୍ୱରିତ ହୋଇପାରୁଛି । ‘ନୀତିଶିକ୍ଷା ଓ ମୂଲ୍ୟବୋଧି୩୯; ତଥା ଞ୍ଜଫଞ୍ଚଟ୍ଟ;ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନାି୩୯; ଉପରେ ବାଧ୍ୟତାମୂଳକ ବିଷୟ ଶିକ୍ଷା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ତଥା ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ଡିଗି୍ର କଲେଜ୍‌ରେ ପ୍ରୋକେଫାରିଆଲ୍‌ ଏବଂ ମେଣ୍ଟରିଂ ପଦ୍ଧତି ଲାଗୁ କରାଯାଇଛି । କଲେଜ୍‌ର ଉନ୍ନତିରେ ପୁରାତନ ଛାତ୍ରଙ୍କର ଅବଦାନ ରଖିବା ନିମନ୍ତେ ଞ୍ଜଫଞ୍ଚଟ୍ଟ;ମୋ କଲେଜ୍‌ି୩୯; ପରି ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଛି । କର୍ମଚାରୀମାନଙ୍କ ପାଇଁ ମଧ୍ୟ ଅନେକ ସଂସ୍କାର ଅଣାଯାଇଛି । ସେ ମାଟରନିଟି ଲିଭ୍‌ ହେଉ କି କୌଣସି ସମ୍ବନ୍ଧୀୟ ସରକାରୀ ଅନୁମତି ସବୁଥିରେ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଆନ୍ତବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତିର ପ୍ରତିଯୋଗିତାମାନ କରାଯାଉଛି । ନାମଲେଖାରେ ସ୍ୱଚ୍ଛତା ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ସାମ୍‌ସ ପ୍ରକଳ୍ପ ଅଧୀନରେ ଇ-ଆଡ୍‌ମିଶନ୍‌ ଲାଗୁ କରାଯାଇଛି ା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷା ଓ ଅନୁସନ୍ଧାନକୁ ଉନ୍ନୀତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଗଠନ କରାଯାଇଛି । ଏହିପରି ଅନେକ ସଂସ୍କାରମୂଳକ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ଗ୍ରହଣ କରିଛି । ପ୍ରକାଶଥାଉ କି, ଆଜି କୃଷି ଭବନରେ ଓସ୍‌ୱାନ୍‌ ମାଧ୍ୟମରେ ଆୟୋଜିତ କଲେଜ୍‌ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସାରା ରାଜ୍ୟରୁ ଯୋଗଦେଇଥିବା ପ୍ରାୟ ୭୦୦ରୁ ଅଧିକ କଲେଜର ଅଧ୍ୟକ୍ଷମାନଙ୍କୁ ସରକାର ଲାଗୁ କରିଥିବା ସମସ୍ତ ସଂସ୍କାରର ଲାଭ ଉଠାଇ ଏଗୁଡ଼ିକୁ ସଠିକ୍‌ ଭାବରେ କାର୍ଯ୍ୟକାରି କରିବା ସହ କଲେଜର ସର୍ବାଙ୍ଗୀନ ଉନ୍ନତିରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଅଧ୍ୟକ୍ଷମାନଙ୍କ ସହିତ କଲେଜର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ଏହାର ସମାଧାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଅଶୋକ ଦାସ ଓ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ସେମାନଙ୍କ ମତବିନିମୟ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version