• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ରାଜନୀତି ସରଗରମ : ଦଳବିରୋଧୀ କାର୍ଯ୍ୟ ନେଇ ଚର୍ଚ୍ଚାରେ … ଆଲୋକ

Proprietor Abhimanyu Maharana by Proprietor Abhimanyu Maharana
April 20, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ରାଜନୀତି ସରଗରମ : ଦଳବିରୋଧୀ କାର୍ଯ୍ୟ ନେଇ ଚର୍ଚ୍ଚାରେ … ଆଲୋକ
Share on FacebookShare on TwitterWhatsapp

ଆଲୋକ ପଟ୍ଟନାୟକ ଆଗାମୀ ଦିନରେ ରଣପୁର ବିଧାୟକ ହେବାର ବଟିକା ଖାଇଥିବା ବେଳେ, ବଟିକାର ନିଶା ଏବେ ଆଲୋକଙ୍କ ଉପରେ ଓଲଟା ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି ।

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ବୁଧବାର ) ରଣପୁର :- ସାରା ରାଜ୍ୟରେ ବିଜୁ ଜନତା ଦଳ ଏକ ନମ୍ବର ସ୍ଥାନ ଅର୍ଜନ କରିଥିବା ବେଳେ ଦେଶରେ ମଧ୍ୟ ନବୀନ ଙ୍କ ସ୍ୱଚ୍ଛତା ରାଜ୍ୟ ରାଜନୀତି ରେ ଚହଳ ସୃଷ୍ଟି କରିଛି । ନିକଟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡି ବହୁ ଜିଲ୍ଲାରେ ବାଜିମାତ କରିଛି । ଏଥି ସହ ବିଜୁ ଜନତା ଦଳ ଇତିହାସ ର ସ୍ଵର୍ଣ୍ଣର୍ଣିମ ଅଧ୍ୟାୟ ସୃଷ୍ଟି କରିଥିବା ବେଳେ ପ୍ରଥମ ଥର ତିରିଶି ଜିଲ୍ଲା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିରୋଧି ଙ୍କୁ ଧରାଶାୟୀ କରିଛି । ତେବେ ଏହା ଭିତରେ କେତେକ ନିର୍ବାଚନ ମଣ୍ଡଳୀରେ କିଛି ଦଳୀୟ କର୍ମୀ ମାନେ ବିଜେଡି ଦଳ ବିରୋଧୀ କାର୍ଯ୍ୟ କରୁଥିବା ଘଟଣା ମଧ୍ୟ ସାମ୍ନା କୁ ଆସିଛି ।

ଏହା ଉପରେ ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଏପରି ଏକ ବିଜେଡି ଦଳ ଭିତରେ ଜଣେ ତୁଙ୍ଗ କର୍ମୀ ବୋଲାଉଥିବା ବ୍ୟକ୍ତି ଦଳ ବିରୋଧି କାର୍ଯ୍ୟ କରିବା ଏହା ରଣପୁରର ଜନସାଧାରଣରେ ଚର୍ଚ୍ଚା ହେଉଛି । ନିକଟ ଅତୀତରେ ତ୍ରି ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ରଣପୁର ରେ ଦଳୀୟ କର୍ମୀ ତଥା ତୁଙ୍ଗ ବିଜେଡି କର୍ମୀ ବୋଲାଉଥିବା ଆଲୋକ ପଟ୍ଟନାୟକ ଦଳବିରୋଧୀ କାର୍ଯ୍ୟ କରି ଏବେ ଚର୍ଚ୍ଚାରେ …. ଚଳିତ ନିର୍ବାଚନ ବେଳେ ତାଙ୍କର ଭୂମିକା କଣ ଥିଲା… ? ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ବିଜେଡି ଦଳରେ ରହି ନିଜର ସ୍ୱାର୍ଥ ହାସଲ ପାଇଁ ଏପରି ହୀନ କାର୍ଯ୍ୟ କରିବାକୁ ସେ ପଛ ଘୁଞ୍ଚା ଦେଉ ନଥିବା ଚର୍ଚ୍ଚା ର ବିଷୟ ପାଲଟିଛି । ଯେତେବେଳେ ପୌର ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇଥିଲା  ସେତେବେଳେ ଦଳୀୟ ପ୍ରାର୍ଥୀ ଙ୍କୁ ଅଣଦେଖା କରି ଆଲୋକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଦେଖିବାକୁ ମିଳିଥିଲା । ଏହା କଣ ନଥିଲା କେବଳ ଆଲୋକଙ୍କ ଭବିଷ୍ୟତ ରାଜନୀତି ପାଇଁ ନ୍ୟସ୍ତ ସ୍ବାର୍ଥ କଳଙ୍କିତ ରାଜନୀତି ..? ଆଲୋକ ଦଳ ବିରୋଧୀ ହୋଇ ଖୋଲା ଖୋଲି ଭାବେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଥିଲେ

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଆଲୋକ ଙ୍କୁ ଦଳର ମୁଖିଆ ମାନେ ଅନ୍ୟ ପ୍ରାର୍ଥୀ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କି …? ଯଦି ବିଜେଡିର କର୍ମକର୍ତ୍ତା ମାନେ ଆଲୋକଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ତେବେ ଏହା ବିଜେଡି ର ସ୍ବାର୍ଥ ସାଧନ ହୋଇଥାନ୍ତା ହେଲେ ବିଜେଡ଼ି ଦଳର ସ୍ୱାର୍ଥ କୁ ଅଣଦୃଷ୍ଟି କରି ନିଜର ଭବିଷ୍ୟତ ରାଜନୀତି ପାଇଁ ସ୍ୱାର୍ଥ ମେଣ୍ଟାଇବା କେତେଦୂରୁ ଠିକ୍ ତାହା ଏବେ ରଣପୁର ରାଜନୀତି ମହଲରେ ଚର୍ଚ୍ଚା । ରଣପୁର ପୌରନିର୍ବାଚନରେ ଆଲୋକ ଯେଉଁଭଳି ଭାବେ ଏନଏସି ଅଧ୍ୟକ୍ଷା ପଦ ପାଇଁ ହୀନ ରାଜନୀତି କରିଥିଲେ ତାହା କେବଳ ତାଙ୍କ ଭବିଷ୍ୟତ ରାଜନୀତି ରେ ବିଧାୟକ ପଦ ପାଇଁ ଏକ ନିଃକୃଷ୍ଠ ତଥା ହୀନ ରାଜନୀତି ଥିଲା ବୋଲି ରଣପୁର ରାଜନୀତି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେଥିରେ ତାଙ୍କର ରାଜନୈତିକ ସ୍ବାର୍ଥ କଣ ଥିଲା ତାହା ମଧ୍ୟ ରାଜନୀତି ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଆଲୋକ ସବୁବେଳେ ନିଜର ଭବିଷ୍ୟତ ରାଜନୀତିକୁ ଆଲୋକିତ କରିବା ପାଇଁ ଏପରି ହୀନ ରାଜନୀତି କରିଥିବା ଏବେ ସବୁଠି ଆଲୋଚନା ଜୋର୍ ଧରିଛି । ସାଧାରଣ ରେ ଆଲୋକ ଙ୍କ ର ଏପରି ହୀନ ରାଜନୀତି କୁ ବୁଝି ସାରିଥିବା ବେଳେ ଆଲୋକ ଏବେ ଅନ୍ଧାରରେ ଫସି ଯାଇଛନ୍ତି । ଆଗାମୀ ଦିନରେ ରଣପୁର ବିଧାୟକ ହେବାର ବଟିକା ଖାଇଥିବା ବେଳେ ବଟିକାର ନିଶା ଏବେ ଆଲୋକଙ୍କ ଉପରେ ଓଲଟ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି ।

ଆଲୋକଙ୍କୁ ଏବେ ବିଧାୟକ ନିଶା ଘାରିଥିବା କୁଚକ୍ରାନ୍ତ ରାଜନୀତି ଦାଣ୍ଡରେ ପଡ଼ି ହାଟରେ ଗଡୁଚି ତେବେ ଆଗାମୀ ଦିନରେ ସାଧାରଣରେ ଦଳର ସ୍ବାର୍ଥ ସାଧନ ପାଇଁ ଆଲୋକ ନିଜର ସଠିକ୍ ମତ ସାବ୍ୟସ୍ତ କରୁଛନ୍ତି ନା ପୁନଃ ନିଜ ସ୍ୱାର୍ଥ ପାଇଁ ବିଜେଡ଼ି ଦଳର ବିରୋଧୀ କାର୍ଯ୍ୟ କରି ଚର୍ଚ୍ଚା ସାଉଁଟୁଛନ୍ତି ଦେଖିବାକୁ ବାକି ରହିଲା । ଦେଖାଯାଉ ଆଲୋକଙ୍କୁ କେବେ ଲାଗୁଛି ବିଜେଡି ଦଳର ଚିନ୍ତା …

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version