• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କାର୍ଯ୍ୟ ବ୍ୟସ୍ତ ବହୁଳ ମଧ୍ୟରେ ମା ଙ୍କୁ ଭୁଲିନାହାନ୍ତି ମନ୍ତ୍ରୀ ପ୍ରତାପ ଜେନା , ମାଙ୍କ ସହ ପାଳନକଲେ ବିଶ୍ଵମାତୃ ଦିବସ,

Proprietor Abhimanyu Maharana by Proprietor Abhimanyu Maharana
May 11, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
କାର୍ଯ୍ୟ ବ୍ୟସ୍ତ ବହୁଳ ମଧ୍ୟରେ ମା ଙ୍କୁ ଭୁଲିନାହାନ୍ତି ମନ୍ତ୍ରୀ ପ୍ରତାପ  ଜେନା , ମାଙ୍କ ସହ ପାଳନକଲେ ବିଶ୍ଵମାତୃ ଦିବସ,
Share on FacebookShare on TwitterWhatsapp

ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର, ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) ୧୦ ମଇ,ରବିବାର :- ମାହାଙ୍ଗା, ଓଡିଶା ତାଜା ନିଉଜ, ମଇ ୧0 : ମଣିଷ ଯେତେ ବଡ ହେଉନା କାହିଁକି ନିଜ ମା”ର ଆଶ୍ରିବାଦ ବିନା ଆଗକୁ ବଢ଼ିପାରେନା, ମାଆଠୁ ବଳି ଦୁନିଆରେ କେଇ ବଡ଼ ନାଇଁ, ଯେତେ ଦୋଷ କଲେବି ମା ସବୁବେଳେ ତ ପୁତ୍ରକୁ ସ୍ନେହ ହିଁ ସ୍ନେହ ଦେଇଥାଏ, ମା ହେଉଛି ଚଳନ୍ତି ଦେବୀ, ଆଉ ସେଇ ମା ର ବିଭୁ କୃପାରୁ ପୁତ୍ର ସୌଭାଗ୍ୟ ଲାଭକରେ, ଆଉ ସବୁ କ୍ଷେତ୍ରରେ ବିଜୟର ଟୀକା ପିନ୍ଧିଥାଏ, ଆଉ ସେଇ ଅଧିକାରୀ ହେଉଛନ୍ତି ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା କୋଭିଡ ଭଳି ବିଶ୍ୱ ମହାମାରୀ ର କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ମା ଙ୍କୁ ଭୁଲିନାହାନ୍ତି ସେ, ଆଜି ବିଶ୍ୱ ମାତୃତ୍ୱ ଦିବସରେ ନିଜ ମାଙ୍କ ପାଖରେ ସମୟ କଟାଇଛନ୍ତି, ସେଇ ଛୋଟ ପିଲାଙ୍କ ଭଳି ନିଜ ମା ଙ୍କ ପାଖରେ ଅଳି କରି ଆଜି ସାଉଣ୍ଟିଛନ୍ତି ସେଇ ପିଲାଦିନର ଅନାବିଳ ଭଲପାଇବା, ଆଉ ମା ନିଜ ପଣତ କାନିରେ ବାନ୍ଧି ରଖିଛନ୍ତି ପୁତ୍ର ର ସେହି ସ୍ନେହଭରା ମୁହୂର୍ତ୍ତକୁ, ମନ୍ତ୍ରୀ ଜେନାଙ୍କ ମା ଙ୍କ ପ୍ରତି ଥିବା ଭଲପାଇବାକୁ ଦେଖି ଆନନ୍ଦରେ ବିଭୋର ହୋଇଛନ୍ତି ତାଙ୍କ ଅନୁଗାମୀମାନେ,

ପ୍ରାୟ ଦିନ ୨ଟା ହେବ । ଏହା ହିଁ ଗରିବୀ ଜୀବନର ଛୋଟିଆ ମାନସାଙ୍କ । ଏମିତି ଭାବନା ମଧ୍ୟରେ ଚମକି ପଡିଲା ମିତୁ । କଣ ହେଲା ବାବୁ। – କିଛି ନାହିଁ , ଆଛା ତମେ ଏଠି କଣ କରୁଛ । – ଏଇଠି ରହୁଛୁ ବାବୁ, କାଳେ କିଏ ଆମକୁ କଣ ଦବ ।ତମେ ଖାଇଛ? – ନାଇଁ ବାବୁ, ଗୋଟାଏ ବୋଲି କଂସାଟେ । ସେ ଖାଉଛି । ସେ ଖାଇ ସାରିଲା ପରେ ମୁଁ ଖାଇବି । – ଏ ଛୁଆ କ ଣ ଖାଇଲା ? – କଣ ଆଉ ଖାଇବ ? ମୋ ଦେହରୁ ଯାହା ଟିକେ ଝୁଣିଥିଲା (ସ୍ତନ୍ୟପାନ କରାଇବା) । ହେଲେ ଏ ଦେହରେ ତ କିଛି ନାହିଁ । କଣ ସେ ଖାଇଥିବ । ଏ ଯେଉଁ କରନା ଆଇଚି, ଭିକ ମାଗି ପାରୁନି । କିଏ ଗୋଟେ ବିସୁକୁଟ ଦେଇଥିଲା । ତାକୁ ପାଣିରେ ବତୁରେଇ ଖାଇବାକୁ ଦେଇଛି । ଦେଖୁନ ବାବୁ, କେମିତି ଚୁପ୍ ଚାପ୍ ଶୋଇ ପଡିଛି । ମିତୁ ଦେଖୁଥିଲା ଉକ୍ତ ମହିଳା ଜଣଙ୍କୁ । ମାତୃତ୍ୱର ମମତ୍ୱ ବୋଧରେ ଝଲ ମଲ ହୋଇ ଉଠୁଥିଲା ତାର ମୁଖ ମଣ୍ଡଳ ।ଦାରିଦ୍ରର କଷାଘାତ ତାକୁ ବଶ କରି ପାରି ନ ଥିଲା । କରୋନା ଜ୍ୱଳନରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକ ଛାଡୁଥିବା ସମୟରେ, ମହିଳାଙ୍କ ମୁଖ ମଣ୍ଡଳରୁ ବାରି ହୋଇ ପଡୁଥିଲା ଚେନାଏ ହସ । ସତରେ ଆଜି ପର୍ଯ୍ୟନ୍ତ ସ୍ବାର୍ଥନ୍ୱେଷୀ ସମାଜ କେବେ ବୁଝିଛି ଏକ ମାଆକୁ ନା ତାର ମମତ୍ୱବୋଧକୁ । ଏତେ ଦୁଃଖ ଯନ୍ତ୍ରଣା ମଧ୍ୟରେ ଥାଇ ମଧ୍ୟ, ଜଣେ ମାଆ ଏତେ ସୁନ୍ଦର ହସଟେ ହସି ପାରେ, ମୁଁ ବିବଶ ହୋଇ ପଡୁଥିଲି । – କଣ ଏମିତି ଚାହିଁଚ ବାବୁ, ଆପଣ ସାମ୍ବାଦିକ ବୋଧେ । କାହିଁକି ଆମ ପଛରେ ପଡିଚ ? ଆଜି ବହୁତ ଖରା ହଉଛି । ଆପଣ ଖାଇ ନ ଥିବେ । ଘରକୁ ଯାଆନ୍ତୁ । ଆପଣଙ୍କ ମାଆ ବି ଖୋଜୁଥିବେ ଆପଣଙ୍କୁ ।

ଭୋକ ହେବଣି । ଯାଆନ୍ତୁ ବାବୁ । ଏଇ କେଇ ପଦ କଥାରେ ଭାବ ପ୍ରବଣ ହୋଇ ଉଠିଲା ମିତୁର । ଗରିବ ଅବସ୍ଥା ମାନବ ଜୀବନ ପାଇଁ ଅଭିଶାପ ହୋଇ ପାରେ । କିନ୍ତୁ ଏକ ନାରୀ ହୃଦୟରେ ସାରା ସଂସାର ପାଇଁ ଥାଏ ଏପରି ମମତ୍ୱବୋଧ । ଯାହାର ପରଶରେ ଶିଳା ବି ଶାଳଗ୍ରାମ ହୋଇଯାଏ, ମାଟି ବି ଚନ୍ଦନ ହୋଇଯାଏ ଆଉ ନିଦାଘ ଚଇତାଳି ଫଗୁଣର ଫଲଗୁ ହୋଇ ସାରା ହୃଦୟକୁ କିଲ୍ ବିଲ୍ କରିଦିଏ । ସତରେ ମାଆ,ତାତେ କୋଟି କୋଟି ପ୍ରଣାମ । ମିତୁର ହୃଦୟଟା ବତୁରି ଗଲା ଏମିତି କେଇ ପଦ କଥାରେ । ସେ ଆଖି ମିଶାଇ ପାରୁ ନ ଥିଲା ବିଶ୍ରାମଗାରର ଥିବା ମହିଳାଙ୍କ ଆଖିରେ । ଆଖିରେ ଲୁହ ଜକେଇ ଆସୁଥିଲା । ଶେଷରେ ଜଣେ ଦରଦୀ ମଣିଷ ଭାବରେ ଅନ୍ୟମନସ୍କ ଭାବରେ ଶୋଇଥିବା କୁନି ପିଲା ହାତରେ ଯତ୍ କିଂଚିତ୍ ନିଜ ସାଧ୍ୟ ମୁତାବକ…. । ବାସ୍ । ପଛକୁ ଟିକେ ଚାହିଁ ଛୁଟାଇ ଦେଲା ମୋଟର ସାଇକେଲ ନିଜର ଘର ଅଭିମୁଖେ । ହେଲେ ଲୁହ ଜାଲୁ ଜାଲୁ ଆଖି ଆଗରେ ନାଚି ଯାଉଥିଲା, ସେଇ ମାଆର ମମତାବୋଳା କେଇପଦ କଥା ଆଉ କୁନି ଶିଶୁଟିର ନିଷ୍ପାପ ମୁହଁ । ସତରେ ମାଆ, ଆଜି ତୋତେ କୋଟି କୋଟି ପ୍ରଣାମ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version