• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯନ୍ତ୍ରଯୁଗ ’୨୨ ହ୍ୟାକାଥନର ବିଜେତା ହେଲେ ଓୟୁଟିଆର୍‌ – ଭୁବନେଶ୍ୱରର ଛାତ୍ରଛାତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
April 5, 2022
in ଓଡ଼ିଶା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଯନ୍ତ୍ରଯୁଗ ’୨୨ ହ୍ୟାକାଥନର ବିଜେତା ହେଲେ ଓୟୁଟିଆର୍‌ – ଭୁବନେଶ୍ୱରର ଛାତ୍ରଛାତ୍ରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ଏସ୍‌ଟିପିଆଇ, ଭୁବନେଶ୍ୱରରେ ଗତ ଏପ୍ରିଲ ୨ ଓ ୩ ତାରିଖରେ ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍ ସହ ସହଭାଗିତାରେ ମୁଲ୍ ଇନୋଭେଶନ ଲ୍ୟାବ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଯନ୍ତ୍ରଯୁଗ ’୨୨: ଉତ୍କଳ ଦିବସ ହ୍ୟାକାଥନର ଆୟୋଜନ କରାଯାଇଛି ।  ଏହି ହ୍ୟାକାଥନ ସମୟରେ ଓୟୁଟିଆର୍‌, ଭୁବନେଶ୍ୱରର ଆଶିଷ ମହାପାତ୍ର, ପ୍ରତିକ୍ ଅଗ୍ରୱାଲ ଓ ଆଦ୍ୟାଶା ସାହୁ ଏକ ସ୍ମାର୍ଟ କୋର୍ସ ମ୍ୟାନେଜ୍‌ମେଂଟ୍ ସିଷ୍ଟମ ନିର୍ମାଣ କରିବା ଯୋଗୁଁ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫୦,୦୦୦ ଟଙ୍କାର ଏକ ନଗଦ ପୁରସ୍କାର ହାସଲ କରିଛନ୍ତି ।  ସେହିପରି ଓୟୁଟିଆର୍‌, ଭୁବନେଶ୍ୱରର ପ୍ରଚେଷ୍ଟା ପାଢି, ମୌସୁମୀ ଦାସ ଓ ଦୀପକ କୁମାର ସାହୁ ୨ୟ ସ୍ଥାନ ଅଧିକାର କରିଛନ୍ତି । ସାଇ ଇଂଟର୍‌ନ୍ୟାଶନାଲ ସ୍କୁଲ୍‌ର ବଂଶିକା ଅଗ୍ରୱାଲ ଓ ସୁନୈନା ସାହୁ ୩ୟ ସ୍ଥାନ ହାସଲ କରିଛନ୍ତି । ଏହି ହ୍ୟାକାଥନକୁ ରିଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍‌ର ସହ-ପ୍ରତିଷ୍ଠାତା ଓ ସିଇଓ ଅରବିନ୍ଦ ପାଣି ଉଦ୍‌ଘାଟନ କରିଛନ୍ତି ।

ଯନ୍ତ୍ରଯୁଗ ‘୨୨ରେ କ୍ୟୋର୍‌ବେ’ର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ମହାପାତ୍ରା,  ଇନ୍‌ଭେଂଟାର ସହପ୍ରତିଷ୍ଠାତା ଓ ସିଇଓ ଆନନ୍ଦ ବିରାନି ଏବଂ ଟିସିଏସ୍‌ରେ ବିଏଫ୍‌ଏସ୍‌ଆଇ ସିବିଓ, ଜେନେରାଲ ମ୍ୟାନେଜର: ହେଡ୍ ବିଜ୍‌ନେସ୍ ଫଙ୍କ୍‌ଶନ ଆଣ୍ଡ ସପୋର୍ଟ ସର୍ଭିସେସ୍ ଅର୍କ ଜେନାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ଏକ ଜୁରୀ ଯୋଗ ଦେଇଥିଲେ । ଏହି ହ୍ୟାକାଥନରେ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ହ୍ୟାକାଥନ ପାଇଁ ଆବେଦନ କରିଥିବା ୩୮ଟି ଟିମ୍ ମଧ୍ୟରୁ ୧୮ଟି ଟିମ୍‌କୁ ହ୍ୟାକାଥନରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା ।

୨୪ ଘଂଟିଆ ହ୍ୟାକାଥନ ସମୟରେ, ଅଂଶଗ୍ରହଣକାରୀ ଦଳଗୁଡିକ ଦିନରାତି କାମ କରିଛନ୍ତି ଏବଂ ନାଗରିକ ଯୋଗଦାନ, ସ୍ମାର୍ଟ ଫାଇଲ୍ ଷ୍ଟୋରେଜ୍ ସିଷ୍ଟମ, କୋର୍ସ ମ୍ୟାନେଜ୍‌ମେଂଟ୍ ସିଷ୍ଟମ, ଗୁଡ୍‌ସ ଆଣ୍ଡ ସର୍ଭିସେସ୍ ମ୍ୟାନେଜ୍‌ମେଂଟ୍ ସିଷ୍ଟମ ଓ ଡିଜିଟାଲ ମାଧ୍ୟମରେ ଓଡ଼ିଆ ଭାଷାର ପ୍ରସାର ଭଳି ବିଭିନ୍ନ ଆହ୍ୱାନଗୁଡ଼ିକ ପାଇଁ କାର୍ଯ୍ୟକାରୀ ପ୍ରୋଟୋଟାଇପ୍ ବିକଶିତ କରିଛନ୍ତି । ଏସମ୍ପର୍କରେ ମୁଲ୍ ଇନୋଭେଶନ ଲ୍ୟାବ୍‌ସର ସହପ୍ରତିଷ୍ଠାତା ଶୁଭଶ୍ରୀ ମିଶ୍ର କହିଛନ୍ତି, “ଯନ୍ତ୍ରଯୁଗ କେବଳ ଏକ ପ୍ରତିଯୋଗିତା ନୁହେଁ । ଏହା ହେଉଛି ଏକ ଡିଜିଟାଲ ଓଡିଶାର ମୂଳଦୁଆ ପକାଇବା ପାଇଁ ଲୋକ, ସେମାନଙ୍କ ବିଚାରଧାରା ଓ ଟେକ୍ନୋଲୋଜିର ସହଭାଗିତା ପାଇଁ ଏକ ପ୍ଲାଟ୍‌ଫର୍ମ । କେବଳ ୩ଟି ଦଳ ପୁରସ୍କାର ଜିତିଥିବା ବେଳେ, ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡିକ ଖୁବ୍ କମ୍ ସମୟାବଧିରେ ‘ବିଲ୍ଡ ଫର୍ ଓଡିଶା’ ଓ ‘ବିଲ୍ଡ ଫ୍ରମ୍ ଓଡିଶା’ ପ୍ରତି ନିଜର ସର୍ବୋତମ ଚେଷ୍ଟା କରିଛନ୍ତି ।”

ସେହିପରି ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିର ସହପ୍ରତିଷ୍ଠାତା ଓ ସିଇଓ ଅରବିନ୍ଦ ପାଣି କହିଛନ୍ତି, ‘ଏହି ହ୍ୟାକାଥନର ଲକ୍ଷ୍ୟ ଥିଲା ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡିକର ସମାଧାନ ନିର୍ମାଣ କରିବା ପାଇଁ ନିଜେ ଦାୟିତ୍ୱ ଗ୍ରହଣ କରିଥିବା ସ୍ମାର୍ଟ ଓ କଠିନ ପରିଶ୍ରମୀ ଲୋକମାନଙ୍କୁ ଚିହ୍ନଟ ଓ ସହଯୋଗ କରିବା । ଭାରତ ପାଇଁ ସମାଧାନ ନିର୍ମାଣ କରିବାର ଅର୍ଥ ନୁହେଁ ଯେ, ପାଶ୍ଚାତ୍ୟ ଦେଶଗୁଡିକରୁ ଏକ ଟେକ୍ନୋଲୋଜି କିମ୍ବା ବିଜ୍‌ନେସ୍ ମଡେଲ୍‌କୁ ନକଲ କରିବା ଏବଂ ଭାରତରେ ତାହାକୁ ପ୍ରୟୋଗ କରିବା, ବରଂ ସ୍ୱତନ୍ତ୍ର ଭାବେ ଭାରତ ପାଇଁ ଅଭିନବ ଉପକରଣ, ସେବା ଓ ଉତ୍ପାଦ ନିର୍ମାଣ କରିବା ।’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version